ତରଜଙ୍ଗା ଓ ଜଡତିରା ର ୨ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର ପ୍ରଦାନ

0

ତିର୍ତ୍ତୋଲ/ ରମେଶ ମହାନ୍ତି

 ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଲକ ପକ୍ଷରୁ ୨ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି।ଜଡତିରା ପଞ୍ଚାୟତର ଭିନ୍ନକ୍ଷମ ଗଗନ ବିହାରୀ ନାଥଙ୍କୁ ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି ବ୍ଲକ ପକ୍ଷରୁ ଏକ ହୁଇଲ୍ ଚେୟାର ପ୍ରଦାନ କରିଥିଲେ।ସେହିପରି ବ୍ଲକ ପକ୍ଷରୁ, ତିର୍ତ୍ତୋଲ ୨ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟ ପ୍ରବୀର ରାୟ (ଟୁଟୁଲା) ତରଜଗାଂ ପଞ୍ଚାୟତ ପୂବପଡା ଗ୍ରାମର ଭିନ୍ନକ୍ଷମ ଗଙ୍ଗାଧର ମଲ୍ଲିକଙ୍କୁ ଏକ ହୁଇଲ୍ ଚେୟାର ପ୍ରଦାନ କରିଥିଲେ।ବିଭାଗୀୟ ଅଧିକାରୀ (ବି,ଏସ,ଏସ,ଓ)ଙ୍କ ସମେତ ବିଭାଗୀୟ ପୋଗ୍ରାମ ଆସିଷ୍ଟାଣ୍ଟ ଅରବିନ୍ଦ ଦାଶ, ତରଜଗାଂ ସରପଞ୍ଚ ବସନ୍ତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply

Your email address will not be published.