ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ‘ଉତ୍କଳ  ଦିବସ’ ପାଳିତ  

 ବ୍ୟାସନଗରରୁ ବିଶ୍ୱଜିତ ମାଝି: ବ୍ୟାସନଗର ସ୍ଥିତ ଉତ୍କଳ ଦିବସ ସମାରୋହ ସମିତି ପକ୍ଷରୁ ରବିବାର ପୂର୍ବାହ୍ଣରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପରିସରରେ ‘ଉକ୍ରଳ ଦିସବ’ ପାଳିତ ହୋଇଛି । ଏହି ଅବସିରେ ସମିତିର ଉପଦେଷ୍ଟା ଡାକ୍ତର ହେମନ୍ତକିଶୋର ସାହୁଙ୍କ…

ତିନି ଦଶକ ମଧ୍ୟରେ ସିଫା ପାଇଛି ଅନେକ ଗବେଷଣାତ୍ମକ ସଫଳତା 

ସିଫାର ସ୍ୱନକ୍ଷତ୍ର ଦିବସ ପାଳିତ ଭୁବନେଶ୍ୱର/ମାନସୀ ମିଶ୍ର :ଏପ୍ରିଲ  ୧ ତାରିଖରେ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫାର ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମହାନ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ପୌରୋହିତ୍ୟ କରି ସମାଜସେବାରେ ବ୍ରତୀ ହୋଇ ସିଫାରେ ହୋଇଥିବା…

ବରପୁତ୍ରମାନଙ୍କ ସ୍ୱପ୍ନ  ଆଜି ବି ଅପୂରଣୀୟ ହୋଇ ରହିଛି

୮୨ତମ ଉକ୍ରଳ ଦିବସରେ ବରପୁତ୍ରଙ୍କୁ ସମାଜବାଦୀ ପାର୍ଟିର ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର : ୮୨ତମ ସ୍ୱତନ୍ତ୍ର ଉକ୍ରଳ ଦିବସ ପାଳନ ଅବସରରେ ଓଡ଼ିଶାର ବରପୁତ୍ର ଉକ୍ରଳଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ସ୍ମୃତି ଉଦେ୍ଧଶ୍ୟରେ ସମାଜବାଦୀ ପାର୍ଟି…

ପୁଲିସ ଆଚରଣ ବିଧି ଓ ପରମ୍ପରା ରକ୍ଷା କରି କର୍ତ୍ତବ୍ୟ ସମ୍ପାଦନ କରନ୍ତୁ- ଏସପି ଅୱିନାଶ କୁମାର

  ବାରିପଦାରୁ ଦିଲ୍ଲୀପ ମହାନ୍ତି - ମୟୂରଭଞ୍ଜ ପୁଲିସ ଆଚରଣ ବିଧି ଓ ପରମ୍ପରା ରକ୍ଷା କରି ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ ବାରିପଦା ପୁଲିସ ପରେଡ଼ ପଡ଼ିଆ ପରିସରରେ ଆୟୋଜିତ ୮୩ତମ ପୁଲିସ ପ୍ରତିଷ୍ଠା  ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆରକ୍ଷୀ ବାହିନୀଙ୍କୁ ଆହ୍ୱାନ ଦେଇଥିଲେ…

ବିଜୁବାବୁଙ୍କ ହାତଗଢ଼ା ଓଟିଏମକୁ  ପୁନଃକାର୍ଯ୍ୟକ୍ଷମ କର: ଦିଲିପ ରାୟ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମାନସ ସନ୍ତାନ ଚୌଦ୍ୱାରର ଓଡ଼ିଶା ଟେrଟାଇଲ୍ ମିଲ୍ସ (ଓଟିଏମ୍)କୁ ଆଧୁନିକୀକରଣ ସହ ପୁନଃ କାର୍ଯ୍ୟକ୍ଷମ କରାଇବା ଲାଗି ବିଧାୟକ ଦିଲିପ ରାୟ ପୁଣିଥରେ ଦାବି କରିଛନ୍ତି । ଏ ପ୍ରସଙ୍ଗ ସେ ଚଳିତ ବିଧାନସଭାରେ…

ଓଡ଼ିଶାକୁ ଆସୁଛନ୍ତି ୧ ପ୍ରତିଶତରୁ କମ୍ ବିଦେଶୀ ପର୍ଯ୍ୟଟକ

  ଭୁବନେଶ୍ୱରରୁ ମାନସୀ ମିଶ୍ର : ଓଡ଼ିଶାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ହାର ଆମ ଦେଶକୁ ଆସୁଥିବା ମୋଟ୍ ବିଦେଶୀ ପର୍ଯ୍ୟଟକଙ୍କ ୧ ପ୍ରତିଶତରୁ କମ୍ । କେବଳ ସେତିକି ନୁହେଁ ପର୍ଯ୍ୟଟନ କ୍ଷେତ୍ରରୁ ରାଜ୍ୟର ସାମଗ୍ରୀକ ଆଭ୍ୟନ୍ତରୀଣ ଉତ୍ପାଦର ପରିମାଣ ୮ ବର୍ଷ ତଳେ ଯାହା ଥିଲା ତାହା କମିଛି…

ଜିଲା ବିଜୁ ଯୁବ ଜନତା ଦଳ  ସଭାପତିଙ୍କୁ ଗୁଳିକରି ହତ୍ୟା : କଡାଭାଷାରେ  ନିନ୍ଦା

  ବଲାଙ୍ଗିର :  ଢେଙ୍କାନାଳ ଜିଲା ବିଜୁ ଯୁବ ଜନତା ଦଳ  ସଭାପତି ଯଶୋବନ୍ତ ପରିଡା ଙ୍କୁ କେତେକ ଅଜଣା ଦୁବୃର୍ତ୍ତ ଗୁଳିକରି ହତ୍ୟା କରିଛନ୍ତି । ତାଙ୍କ ହତ୍ୟା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ କୁହାଯାଇଛି । ଯଶୋବନ୍ତ ଜଣେ ସୁସଂଗଠକ, ମିଷ୍ଟଭାଷୀ  ଏବଂ…

ଆଞ୍ଚଳିକ ଖବରକାଗଜ ଗୁଡିକ ସ୍ଥାନୀୟ ଅଞ୍ଚଳର ସମସ୍ୟା ଗୁଡିକ ଉପରେ ଫୋକସ୍ କରିବାର ଆବଶ୍ୟକ ରହିଛି

  ବଲାଙ୍ଗୀରରୁ ନିରୋଜ ମିଶ୍ର -ଆଜି ଆଞ୍ଚଳିକ ସଂସ୍କରଣ ନାଁ ରେ ଖବରକାଗଜ ମାନଙ୍କର ନୈତିକ ଅଧୋଗତି ହୋଇଛି । ସମାଜର ପ୍ରକୃତ ସମସ୍ୟା ଗୁଡିକ ଖବରକାଗଜରେ ଗୌଣ ହୋଇଯାଉଥିବା ବେଳେ ଗୁଡାଏ ଅନାବଶ୍ୟଜ ଖବର ବ୍ରେକିଂ ନ୍ୟୁଜ କିମ୍ବା ମୁଖ୍ୟ ଖବର ଭାବରେ ପରିବେଷଣ କରାଯାଉଛି । ଏହି ପରିପ୍ରେକ୍ଷୀରେ…

 ଇଏ କି ପ୍ରକାର ପୂଜ୍ୟ ପୂଜା !

  ବଲାଙ୍ଗୀର /Niroj Mishra :  ପାଟଣା ମହାରାଜ ତଥା  ଓଡିଶାର  ପୂର୍ବତନ ମୁଖ୍ୟମନ୍ତ୍ରୀ  ରାଜା  ରାଜେନ୍ଦ୍ର  ନାରାୟଣ  ସିଂଦେଓଙ୍କ  ୧୦୭  ତମ  ଜନ୍ମବାର୍ଷିକ  ପାଳନ  କରାଯାଉଛି | .କିନ୍ତୁ  ଦୁର୍ଭାଗ୍ୟର  ବିଷୟ  ବଲାଙ୍ଗୀରର ନିଜ  ପିତୃ  ପୁରୁଷଙ୍କ  ସୁରକ୍ଷା  ଦେଇ ନ ପାରିବା କିନ୍ତୁ…

ଇଫକୋ ଜମିହରା ଛଟେଇ ଶ୍ରମିକ ମାନଙ୍କ ଧାରଣା ଆନ୍ଦୋଳନ

ପାରାଦୀପ :   ପାରାଦୀପ ଇଫକୋ ସାରକାରଖାନା ଆଗରେ ଜମି ହରା ଛଟେଇ ଶ୍ରମିକ ମାନଙ୍କ ଧାରଣା ଆନ୍ଦୋଳନକାରୀ ମାନେ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିବା ବେଳେ ଆନେ୍ଦାଳନ କାରୀଙ୍କ ସହ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କମ୍ପାନୀ କତ୍ତୃପକ୍ଷ ଆଲୋଚନା କରିବାକୁ ଆସୁନାହାଁନ୍ତି ଯାହାକୁ ନେଇ…