ୟୁନାଇଟେଡ଼ ପ୍ରେସ କ୍ଲବ ର କାର୍ଯ୍ୟକାରୀ ବୈଠକ

ଯାଜପୁର ରୋଡ /ବିଶ୍ୱଜିତ ମାଝୀ :   ଆଜି ୟୁନାଇଟେଡ଼ ପ୍ରେସ କ୍ଲବ ର କାର୍ଯ୍ୟକାରୀ ବୈଠକ ବ୍ୟାସସରବର ମନ୍ଦିର ପରିସର ମଧ୍ୟରେ ପ୍ରେସ କ୍ଲବ ର ସଭାପତି ଚନ୍ଦ୍ରମଣି ପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକ ରେ  ସନାତନ ମହାନ୍ତ ଓ ଦୟାନିଧି ମହାନ୍ତ ନୃତନ ଭାବେ ପ୍ରେସ କ୍ଲବ…

କଳାକାର ଚୟନ ପାଇଁ ଅଡିସନ ଅନୁଷ୍ଠିତ  ।

ଯାଜପୁର :(ଜୟଶଙ୍କର ଦାଶ )ଯାଜପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଆବେଦନ କରିଥିବା କଳାକାର ମାନଙ୍କର ଅଡିସନ ବା ଦକ୍ଷତା ଚୟନ ମଙ୍ଗଳବାର ଜିଲ୍ଲାର ସମସ୍ତ ୧୦ ଟି ଯାକବ୍ଲକରେ ଆରମ୍ଭ ହୋଇଚ୍ଥି ।  ଯାଜପୁର ବ୍ଲକ  ପରିସରରେ ଅନୁସ୍ଥିତ  ଏହି କାର୍ଯ୍ୟକ୍ରମକୁ ବ୍ଲକ …

 ପାଇକମାଲ ର ବିଭିନ୍ନ ସ୍ଥାନରେ 72ତମ ସ୍ୱାଧୀନତା ଦିବସ ପାଳନ

 ପାଇକମାଲ :-  ଆଜି ଭାରତ ବର୍ଷ ପାଳନ କରୁଛି 72 ତମ ସ୍ୱାଧୀନତା ଦିବସ।ଏହି ପବିତ୍ର ଅବସରରେ ପାଇକମାଲ ର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହିଅବସରରେ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପ୍ରଶାସନ ତରଫରୁ କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ଜାତୀୟ…

ମୋଦି ହଟାଓ, ଗଣତନ୍ତ୍ର ଓ ସ୍ୱାଧୀନତା ବଞ୍ଚାଓ ଅଭିଯାନ ଆରମ୍ଭ

  ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରରେ ଦେଶର ଗଣତନ୍ତ୍ର ବ୍ୟବସ୍ଥା ସହିତ ସ୍ୱାଧୀନତା ଉପରେ ବିପଦ ଦେଖା ଦେଇଛି । ତେଣୁ ବହୁ ମହାମନିଷୀ ,  ସଂଗ୍ରାମୀ ଦେଶଭକ୍ତମାନଙ୍କ ଆତ୍ମ ବଳିଦାନରେ ପ୍ରାପ୍ତ ସ୍ୱାଧୀନତା…

ରାଉରକେଲା ମହାନଗର ନିଗମ ପକ୍ଷରୁ “ମୋ ବହି ମୋ ସାଥି – Read to Lead” କାର୍ଯ୍ୟକ୍ରମ

  ରାଉରକେଲା/Sushanta behera  :  ମୋ ବହି ମୋ ସାଥି, ଆଗକୁ ବଢିବା ପାଇଁ ପଢିବା ଦରକାର। ପଢିଲେ ବଢିବା। ଏହିପରି କଛି ମୂଳମନ୍ତ୍ର ନେଇ ଆଜି ରାଉରକେଲା ମହାନଗର ନିଗମ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଲାଇବ୍ରେରୀ ବା ମହାନଗର ପାଠାଗାରରେ “ମୋ ବହି ମୋ ସାଥି – Read to Lead”…

ଆଦର୍ଶ ବିଦ୍ୟାଳୟ ହରାଉଛି ମେଧାବୀ ଛାତ୍ରଛାତ୍ରୀ

ବିଜ୍ଞାନ ଶିକ୍ଷକ ନାହାନ୍ତି/ ସ୍କୁଲକୁ ର|ସ୍ତା ପାଲଟିଛି ମରଣଯନ୍ତା ପଦ୍ମପୁର(Nila Deep)- ସରକାରୀ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବେସରକାରୀ ଇଂରାଜୀ ମିଡିୟମ ବିଦ୍ୟାଳୟ ଭଳି ପାଠପଢା ଏବଂ ସୁବିଧା ଯୋଗଇ ଦେବାକୁ ସରକାର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଗୁଡିକର ସ୍ଥାପନ…

ବଡ଼କୁଞ୍ଜାରୀରେ ରକ୍ତଦାନ ଶିବିର 

ପଦ୍ମପୁର/-ପଦ୍ମପୁର ଉପଖଣ୍ଡ ସ୍ଥିତ ଜଗଦଳପୁର ବଡକୁଞ୍ଜାରୀ ଛକଠାରେ ଆଜି ଡା. ମୋହନ ପଟେଲଙ୍କ କ୍ଲିନିକ୍ ଠାରେ ଏକ ରକ୍ତଦାନ ଶିବୀର ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଶିବୀରରେ ଡ଼ା. ଗାୟତ୍ରୀ କୁମାରୀ ନନ୍ଦ (ଆୟୁଷ ଏମ୍.ଓ. ଜଗଦଳପୁର) ମୁଖ୍ୟ ଅତିଥି ଭାବେ ଜୋଗଦେଇ ରକ୍ତଦାତା ମାନଙ୍କୁ  ଉତ୍ସାହିତ …

ଭାତ ନରାନ୍ଧିବା ଥିଲା ମାଆର ଅପରାଧ, ବାଡ଼ିରେ ବାଡେଇ ମାରି ଦେଇଥିଲା 

ମାତୃହନ୍ତାକୁ ଆଜୀବନ ସଜା  ପଦ୍ମପୁର(ନୀଳ ଦୀପ) -ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ମଲଦା ଗ୍ରାମରେ ଗତ ୨୦୧୬ ରେ ଏକ ପୁତ୍ର ଦ୍ୱାରା ମାଁ ର ହତ୍ୟା ଭଳି ଘଟି ଥିବା ଏକ ଜଘନ୍ୟ ଅପରାଧ ଘଟଣାର ମଙ୍ଗଳ ବାର ଦିନ ରାୟ ପ୍ରକାଶ ପାଇଛି  । ଏହି ମାମଲାର ଶୁଣାଣୀ କରି ପଦ୍ମପୁର ଅତିରିକ୍ତ…

ଯୋଗଦେଲେ  ନୂତନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ୍ ଆର୍. ଯାଦବ 

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ସଚିନ୍ ଆର୍. ଯାଦବ ନୂତନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ଯୋଗଦେଇଛନ୍ତିା ଶ୍ରୀ ଯାଦବ୍ ପୂର୍ବରୁ କୋରାପୁଟ ଓ ଅନୁଗୋଳ ଜିଲ୍ଲାର ଜିଲ୍ଲାପାଳ ଭାବରେ ଦକ୍ଷତାର ସହ କାର୍ଯ୍ୟ କରିବା…

ପିମ୍ପୁଡ଼ିକୁ ପ୍ରଥମେ ଦୋଳିରେ  ଝୁଲାଇ ତାପରେ ଝୁଲନ୍ତି ମହିଳାମାନେ 

ଅଗ୍ରୱାଲ ସମାଜର ତିଜ ଉତ୍ସବରେ ନିଆରା ପରମ୍ପରା  ଝାରବନ୍ଧ (ଗୋପାଳ ଗର୍ଗ )- ବରଗଡ଼ ଜିଲ୍ଲା ଝାରବନ୍ଧର ଅଗ୍ରୱାଲ୍ ସମାଜର ମହିଳାମାନଙ୍କ ଦ୍ୱାରା ତୀଜ ଉତ୍ସବ ପାଳନ ହୋଇଯାଇଛି । ଏହି ତୀଜ ଉତ୍ସବରେ ସମାଜର ବହୁ ମହିଳା ଯୋଗ ଦେଇଥିଲେ । ଏହି ଉତ୍ସବ ଯେତେ ଦିନରୁ ଅଗ୍ରୱାଲ ସମାଜ ଝାରବନ୍ଧରେ…