Sign in
Sign in
Recover your password.
A password will be e-mailed to you.
ଆମର ସ୍ୱାଧୀନତାର ଦିବସ ଅଗଷ୍ଟ ୧୫ ନୁହେଁ
ସୁପର୍ନ୍ନୋ ଶତପଥୀ
ବିଗତ ବହୁ ବର୍ଷ ଧରି ଅଗଷ୍ଟ ୧୫ ତାରିଖ ଦିନ ଆମେମାନେ ପରସ୍ପରକୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛୁ । ଏହି ଦିବସର ବାସ୍ତବତା କିନ୍ତୁ ଭିନ୍ନ ।
୧୯୪୩ ମସିହାର ଅକ୍ଟୋବର ୨୧ ତାରିଖ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମୁକ୍ତ, ଏକତ୍ରିତ, ସ୍ୱାଧୀନ ଭାରତର ଘୋଷଣା କରି…
ଘୁ.ଉଦୟଗିରି ରାଜନୀତି ସରଗରମ : ଚାରିପାଦ ଆଗରେ ବିଧାୟକ ଯାକବ ପ୍ରଧାନ
ଘୁ.ଉଦୟଗିରି (ଶାସକ ପ୍ରଶାସକ) -ଏବେ ଚାରିଆଡେ ରାଜନୀତି ସରଗରମ, ପଲ୍ଲୀଠାରୁ ଦିଲ୍ଲୀ ପର୍ଯନ୍ତ । ଯଦିଓ ନିର୍ବାଚନ ଠିକ୍ ଟାଇମ୍ରେ | ହେବ ତଥାପି ହାତରେ ଆଉ ସମୟ ୬/୭ମାସରୁ କମ୍ । ନେତାଙ୍କ ଟେନସନ ବଢିଯାଇଛି । ବିଜେଡି ପାଖାପାଖି ୬୫ ଆସନରେ ବିଧାୟକ ବଦଳାଇବାର ଚିନ୍ତା କରୁଥିବା ବେଳେ…
Massive combing operation under Patdhara Reserve Forest area
Bhubaneswar (SPB) : On receipt of reliable inputs of movement of CPI (Maoist) Cadres, S.P., Nuapada launched a massive combing operation under Patdhara Reserve Forest area of Nuapada district on 12.08.2018 night. The operation teams…
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀର ବିଫଳତା!
ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଉପୁଜୁଥିବା ପରିସ୍ଥିତି ଅନୁଯାୟୀ କୂଟନୈତିକ ନିଷ୍ପତ୍ତି ନେବାର କ୍ଷମତା ବିରୋଧୀ ଦଳର କାହାରି ପାଖରେ ନ'ଥିଲା ।
ନିଜ ଲୋକଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରାଇବା ସକାଶେ ରାଜ୍ୟସଭାରେ ଗଣିତ ଭାରତୀୟ ଜନତା ଦଳ ସପକ୍ଷରେ…
ନୂଆପିଢୀ ଭିତରେ ନୂଆ ଆଶା ଆଉ ନୂଆ ରାଜନୀତିର ସ୍ବପ୍ନ
ରାଜନୀତି କଳୁଷିତ ହୋଇ ଯାଇଛି ବୋଲି କୁହାଯାଉଛି | ନେତାମାନେ ରାଜନୀତିକୁ ସେବା ବଦଳରେ ଦେବାନେବାର ବେପାର କରିଦେଉଛନ୍ତି ବୋଲି ଅଭିଯୋଗ | ହେଲେ ଭୋଟର କୋଉ ସୁନାମୁଣ୍ଡା ? ଗଣମାଧ୍ୟମ କୋଉ ନିରପେକ୍ଷ ? ତେଣୁ ସବୁ ଯେତେବେଳେ ଗୋଟେ ଭାଡ଼ିର ପାରା ବା ଗୋଟେ ଲାଉର ମଞ୍ଜି, ସେତେବେଳେ କାହାକୁ ବା…
‘ମୋ ସ୍କୁଲ’ ପ୍ରତି ମୋର ମଧ୍ୟ କିଛି କର୍ତ୍ତବ୍ୟ ରହିଛି- ଉପବାଚସ୍ପତି ସାନନ୍ଦ
"ସାନ୍ତାଳ ପରିବାରରୁ ଆସିଥିବାରୁ ଓଡ଼ିଆ ଭାଷାରେ ଶିକ୍ଷା କରିବା କ୍ଷେତ୍ରରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଅଧ୍ୟୟନ କ୍ଷେତ୍ରରେ ରୁଚି ନଥିଲା । କିନ୍ତୁ ଏହି ଶରତ ଚନ୍ଦ୍ର ବିଦ୍ୟାପୀଠର ଜନୈକ ଶିକ୍ଷୟତ୍ରୀ ଓ ମୋର ମାତାଙ୍କ ଦଣ୍ଡଯୁକ୍ତ ଶାସନ ଜୀବନରେ ପରିର୍ତ୍ତନ ଆଣି…
ପିଜି ପେପର ପ୍ରତିଯୋଗିତାରେ ସମ୍ ପିଜି ଛାତ୍ରଙ୍କ କୃତିତ୍ୱ
ଭୁବନେଶ୍ୱର : ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ପ୍ରଥମ ବର୍ଷୀୟ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର ଡ. କେ. ଉଜ୍ୱଳ ପିଜି ପେପର୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କଳିଙ୍ଗନଗର ଠାରେ ଓଡ଼ିଶା ଷ୍ଟେଟ୍ ଆସୋସିଏସନ୍ ଅଫ୍ ସର୍ଜନ୍ସ ଅଫ୍ ଇଣ୍ଡିଆ…
“ଗଛ ଲଗାଇ ତାକୁ ଛୁଆ ଭଳି ଲାଳନ ପାଳନ କରି ବଢାଇବା ଉଚିତ”
ନାବାର୍ଡ ପକ୍ଷରୁ ଜିଲ୍ଲା ସ୍ତରୀୟ ଜଳବାୟୁ ପରିବର୍ତ୍ତନ ସାକ୍ଷରତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ନାବାର୍ଡ ପକ୍ଷରୁ ଜିଲ୍ଲା ସ୍ତରୀୟ ଜଳବାୟୁ ପରିବର୍ତ୍ତନ ସାକ୍ଷରତା ଅଭିଯାନ-୨୦୧୮ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ବନବିଭାଗ ସହଯୋଗରେ…
ଯେକୌଣସି ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଜିଦ୍ଖୋର ମନୋଭାବ ହିଁ ଦାୟୀ ରହିବ : ଡିପ୍ଲୋମା ଇଞ୍ଜିନିୟର ସଂଘ
ନ୍ୟାର୍ଯ୍ୟ ଦାବୀ ପୁରଣ ନ ହେଲେ ସେପ୍ଟମ୍ୱର ୧୮ରୁ ସମୁହ ଛୁଟି
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ସରକାର ଡିପ୍ଲୋମା ଇଞ୍ଜିନିୟରମାନଙ୍କ ନ୍ୟାର୍ଯ୍ୟଦାବୀ ଗୁଡିକ ପୁରଣ ନକଲେ ଆସନ୍ତା ସେପ୍ଟେମ୍ବର ମାସ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗ ଇଞ୍ଜିନିୟର ଡିପ୍ଲୋମା…
ନାଳପାର ହୋଇ ଆସୁଥିବା ବେଳେ ଭାସିଯାଇ ମୃତ୍ୟୁ
ବୌଦ୍ଧ (ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ସଙ୍କରଡା ଗ୍ରାମ ଦେହୁରୀ ସାହିର ରବି ଦେହୁରୀ(୪୫) ନାମକ ଜୈନିକବ୍ୟକ୍ତି ଛତ୍ରଙ୍ଗ ବଜାର ରୁ ସଉଦା କରି ଭାଲିଆଗୋରା ନିକଟରେ ନାଳପାର ହୋଇ ଆସୁଥିବା ବେଳେ ଶାଗଡିଆ ନାଳରେ ବଢ଼ି ପାଣି ଆସି ଭାସିଯାଇ…