Sign in
Sign in
Recover your password.
A password will be e-mailed to you.
ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଜେଲ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ ଡ଼ଃ ଭି. ସୁଜାତା ଆଜି ଏକ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ପୌରପରିଷଦ ୱାଡର଼୍ ନଂ-୨୬ ଭୁଗୁଡ଼ାକଟା ଅଞ୍ଚଳର ସ୍ୱର୍ଗତ ସାନୁ ସିଂଙ୍କ ପୁଅ ହୁଡ଼ୁମା ଓରଫ ବିପିନ ସିଂ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ…
ଓଡ଼ିଶା ରାଜନୀତିର ଚିରଉନ୍ନତ ଚିରାଳ : ଅଶୋକ ଦାସ
ମାୟାଧର ନାୟକ
ସମକାଳୀନ ଓଡ଼ିଶା ରାଜନୀତିର ସେ ଥିଲେ ଚିରଉନ୍ନତ ଚିରାଳ-ଅବନମିତ କ’ଣ ତାଙ୍କୁ ଅର୍ଦ୍ଧନମିତ ବି ହେବାର କେହି ଦେଖିନାହାଁନ୍ତି କେବେହେଲେ । ସେ ଅଶୋକ ଦାସ... ଆମ ସମୟର ଦୁର୍ଦ୍ଧାନ୍ତ, ଦୁଃସାହସିକ ଓ ଦୁର୍ବିନୀତ ପୌରୁଷର ପ୍ରଚଣ୍ଡ ଝଡ଼-ଯେଉଁ ଝଡ଼ ଧୂଳିଝଡ଼ କି ଘୂର୍ଣ୍ଣିଝଡ଼…
ଭଦ୍ରକ ଗାନ୍ଧି ପଡିଆରେ ହେବ ୫ମ ଭଦ୍ରକ ଜିଲ୍ଲା ମହୋତ୍ସବ
ଭଦ୍ରକ(ଶାସକ ପ୍ରଶାସକ) : ଆସନ୍ତା ଜାନୁୟାରୀ ୫ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ମହୋତ୍ସବ ଐତିହାସିକ ଗାନ୍ଧି ପଡିଆ ଠାରେ ଆରମ୍ଭ ହେବ । ଭଦ୍ରକ ଜିଲ୍ଲା ମହୋତ୍ସବ ଟ୍ରଷ୍ଟବୋର୍ଡ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ମହୋତ୍ସବ ୫ମ ବର୍ଷରେ ପଦାର୍ପଣ କରିଛି । ୧୧ଦିନ…
ଛିନ୍ଦେଇକେଲା ସର୍ବ ଭାରତୀୟ କପ୍: ପୁରୀକୁ ହରାଇ ଜାମସେଦପୁର ସେମିରେ ।
ପଦ୍ମପୁର/ନିଳ ଦୀପ-ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମରେ ଚାଲିଥିବା ଗ୍ରୃପ -ବି ପର୍ଯ୍ୟାୟରେ ପୁରୀକୁ ହରାଇ ଜାମସେଦପୁର ସେମିଫାଇନାଲରେ ପ୍ରବେଶ କରିଛି। ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ଅତିଥି ଭାବେ ଯୋଗଦେଇ ଖେଳ ଆରମ୍ଭ କରିଥିଲେ। ଜାମସେଦପୁର ପ୍ରଥମ ବ୍ୟାଟିଂ କରି…
ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ : ସଂଗଠିତ ହୋଇ ନବୀନ ସରକାରଙ୍କ ସମସ୍ତ ଯୋଜନା କାର୍ଯ୍ୟକ୍ରମ ତୃଣମୁଳ ସ୍ତରରେ…
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ପଡିଆଠାରେ ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ଜନତାଦଳର ୨୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ବିଜେଡିର ଜିଲ୍ଲାସ୍ତରୀୟ ନେତା ଓ କର୍ମୀ ମାନେ ହାଇସ୍କୁଲ ଛକ ଠାରେ…
ନବୀନବାବୁଙ୍କ ନେତୃତ୍ୱ ଓ ସୁଶାସନକୁ ଦେଶ ବିଦେଶରୁ ପ୍ରଶଂସା ମିଳିଚାଲିଛି – ପ୍ରଣବ
ଯାଜପୁରରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ
ଯାଜପୁର(ଜୟଶଙ୍କର ଦାଶ/ ସୁବାସ ନାୟକ) - ବିଜୁ ଜନତା ଦଳ ଗଠନପରେ ୧୯୯୯ ମହାବାତ୍ୟା ବେଳେ ଆମ ରାଜକୋଷ ଶୂନ୍ୟ ଥିବା ବେଳେ ଆମର ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କୁ ପ୍ରଭୁ ଜଗନ୍ନାଥ ଓଡ଼ିଶାର ମୁଖ୍ୟମନ୍ତ୍ରୀ କରି ବସାଇଥିଲେ । ଏହାପରେ ଓଡ଼ିଶାର…
ଯାଜପୁର ବ୍ଲକରେ କଂଗ୍ରେସ ତରଫରୁ କଳାଦିବସ ପାଳିତ
ଯାଜପୁର, (ଜୟଶଙ୍କର ଦାଶ)- ଯାଜପୁର ବ୍ଲକ୍ କଂଗ୍ରେସ ତରଫରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ବିଜେଡ଼ି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ କୁଶାସନ ବିରୁଦ୍ଧରେ କଳାଦିବସ ପାଳନ କରାଯାଇଥିଲା । ବିଜେଡ଼ି ସରକାରଙ୍କ ଆମ ଗାଁ ଆମ ବିକାଶ ତଥା ପିଠା…
ତ୍ରୟୋଦଶ ତୋଷାଳି ଜାତୀୟ କ୍ରାପ୍ଟସ ମେଳା ୨୮ରୁ
ଭୁବନେଶ୍ୱର - ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଡିସେମ୍ବର ୨୮ରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବ ତ୍ରୟୋଦଶ ତୋଷାଳି ଜାତୀୟ କ୍ରାଫ୍ଟସ ମେଳା । ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଅଂଶଗ୍ରହଣ କରିବେ ୩୫୦ରୁ ଉଦ୍ଧ୍ୱର୍ କାରିଗର ଓ…
ଓଡିଶା ସରକାରଙ୍କ କାଳିଆ ଯୋଜନାକୁ ବିରୋଧ : ଶୁକ୍ରବାର ଦୁଇ ଘଂଟିଆ ପଦ୍ମପୁରକୁ ଯୋଗାଯୋଗ ବିଛିନ୍ନ କରିବାକୁ କୃଷକ…
ବରଗଡ/ଶାସକପ୍ରଶାସକ- “ରାଜ୍ୟସରକାରଙ୍କ ଦ୍ୱାରା ଘୋଷିତ କାଳିଆ ଯୋଜନା କିଛି କାମକୁ ନୁହେଁ । କ୍ଷୁଧାର୍ତ୍ତ ଲୋକଙ୍କୁ ଚା କପେ ଦେଇ ସାନ୍ତନା ଦେବା ଭଲିଆ କାଲିଆ ଯୋଜନା କରି ସରକାର ମୂଲ ଦାୟିତ୍ୱରୁ ଖସିଯାଉଛନ୍ତି ।” ଏପରି ଉକ୍ତି ବାଢି କାଳିଆ ଯୋଜନାକୁ ବିରୋଧ କରିଛନ୍ତି ଓଡିଶାର ସମସ୍ତ…