Sign in
Sign in
Recover your password.
A password will be e-mailed to you.
ନେତା ଭିତରେ ସାଧାରଣ ଜନତା ଆପଣାର ସ୍ୱପ୍ନ ଓ ଆଶାର ପ୍ରତିଫଳନ ଦେଖନ୍ତି
ଯାଜପୁର,(ଜୟଶଙ୍କର ଦାଶ) : ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଂଖ୍ୟାଶକ୍ତି ବଳରେ କେହି ନେତା ହୋଇ ଯାଏନାହିଁ । ନେତାଙ୍କ ବ୍ୟକ୍ତିତ୍ୱ ହିଁ ସାଧାରଣ ଲୋକଙ୍କ ଚେତନାରେ ଛାପ ଛାଡିଦିଏ । ସେମାନେ ନେତା ହାତରେ ସାମୁହିକ ଜୀବନର ନେତୃତ୍ୱ ସମର୍ପି ଦେଇ ନିଶ୍ଚିନ୍ତରେ ନିଦ୍ରା ଯାଅନ୍ତି ଏବଂ ସାମୁହିକ…
ବଲାଙ୍ଗୀର ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ
ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗୀରରେ ପାଳିତ ହୋଇଯାଇଛି ୭୨ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ | ଖଣି ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ | ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସ୍ପିଙ୍କ ସମେତ ଜିଲ୍ଲା ସ୍ତରୀୟ…
ଲଗ୍ନ ବାହାରିଲା ନୂଆଖାଇର
ବଲାଙ୍ଗୀର(ନିରୋଜ ମିଶ୍ର) ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇ ଏବେ ମୁଣ୍ଡ ଉପରେ | ବଲାଙ୍ଗିର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ବାହାରିଛି। ନିଜ ଅଞ୍ଚଳର ଇଷ୍ଟଦେବୀଙ୍କ ରାଶି ଓ ନକ୍ଷତ୍ରକୁ ଗଣନା କରି ନବାନ୍ନ ଭକ୍ଷଣ ପାଇଁ ଶୁଭଲଗ୍ନ ବାହାର କରିଥାନ୍ତି ପଣ୍ଡିତ । ବଲାଙ୍ଗିର ଜିଲ୍ଲାର…
କେନ୍ଦ୍ର ସରକାରଙ୍କ ଯୋଜନାର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ୩ଗୋଟି ଉଦ୍ଘାଟିତ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ସେବା ଯୋଜନା ପ୍ରକାରେ ପ୍ରଥମ ପର୍ଯାୟରେ ଗଜପତି ଜିଲ୍ଲାର ୩ ଗୋଟି ସ୍ଥାନରେ ଯଥା ପାରଳାଖେମୁଣ୍ଡି, ବାଘଶାଳା, ଓ ରାମଗିରି ଠାରେ ସ୍ୱାସ୍ଥ୍ୟ ଓ ଆରୋଗୀ କେନ୍ଦ୍ର ଜିଲ୍ଲାପାଳ ଶ୍ରୀ ଅନୁପମ ସାହାଙ୍କ ଦ୍ୱାରା ଉଦ୍ଘାଟିତ…
ରାଉରକେଲା ଇସ୍ପାତ କାରଖାନାର ୭ ଜଣ ଅଧିକାରୀଙ୍କୁ “ଷ୍ଟାର ପରଫର୍ମର” ପୁରସ୍କାର
ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସିପିଟିଆଇ ପ୍ରେକ୍ଷାଳୟଠାରେ ଅଗଷ୍ଟ ୧୪ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାର ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସ ନିମନ୍ତେ କାରଖାନାର ୭ ଜଣ ଅଧିକାରୀଙ୍କୁ “ଷ୍ଟାର ପରଫର୍ମର”…
ତିର୍ତ୍ତୋଲ ମହାନଦୀରେ କାଉଡିଆ ନିଖୋଜ ଘଟଣା, ତାରତୋଲ ପୋଲ ନିକଟରୁ ମୃତଦେହ ଉଦ୍ଧାର
ତିର୍ତ୍ତୋଲ/ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତାରତୋଲ -ପୋଷଲ ମହାନଦୀ ଘାଟ ନିକଟରେ ସୋମବାର ଭୋର ୪ଟା ସମୟରେ କଳସୀରେ ପାଣି ଉଠାଉଥିବା କାଉଡିଆ ମାନଙ୍କ ମଧ୍ୟରୁ ୨ଜଣ କାଉଡିଆ ପାଣି ସୁଅରେ ଭାସିଯାଇଥିଲେ।ସେମାନେ ଉକ୍ତ ବ୍ଲକ ପିପ୍ପଳମାଧବ ପଞ୍ଚାୟତ ମହମ୍ମଦାବାଦ ଗ୍ରାମର ରାଜ କିଶୋର…
ସିଙ୍ଗିପୁର ଗ୍ରାମରେ ଡେଙ୍ଗୁ ଜଣଙ୍କର ମୃତ, ୯ଜଣଙ୍କ ଠାରେ ଡେଙ୍ଗୁ ପୋଜିଟିଭ୍
ଗ୍ରାମରେ ହାଇଟେକ ମେଡିକାଲ କଲେଜ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡାକ୍ତରୀଦଳ, ଜିଲ୍ଲା ପ୍ରଶାସନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ସିଙ୍ଗିପୁର ଗ୍ରାମରେ ଡେଙ୍ଗୁ ଆତଙ୍କ ଓ ପ୍ରଭାବର ଥମିବାର ନା ନେଉନି । ଗତ ୪ ଦିନ ହେଲା ଗ୍ରାମରେ ଡେଙ୍ଗୁ ରୋଗରେ…
ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ଓ କିଡ୍ଜୀ ସ୍କୁଲ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ
PARALAKHEMUNDI/BALAKRISHNA PANIGRAHI : ରାଣିପେଣ୍ଠ ସ୍ଥିତ ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟ ଠାରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୁପେ ବରିଷ୍ଠ ନାଗରିକ ତଥା ଆଧ୍ୟାତ୍ମକ ସମାଜସେବୀ ଶ୍ରୀମତୀ ଭବାନୀ କୁମାରୀ ପାଢୀ ପତାକା ଉତ୍ତୋଳନ କରିବା ସଙ୍ଗେ…
ସ୍ୱାଧୀନତା ; ବିକାଶ ଓ ପ୍ରଗତିର ସ୍ୱାକ୍ଷର ବହନ କରିଥାଏ- ମନ୍ତ୍ରୀ ଶ୍ରୀ ପାତ୍ର ।
ଯାଜପୁର(JAYASHANKAR DASH): ସ୍ୱାଧୀନତା ବିକାଶ ଓ ପ୍ରଗତିର ସ୍ୱାକ୍ଷର ବହନ କରିଥାଏ । ଯାହା ପ୍ରତ୍ୟେକ ଲୋକଙ୍କ ମୁହଁରେ ହସ ପୁଂଟାଇବା ସହ ପୂର୍ବ ସୁରୀଙ୍କ ଅମର ବିରତ୍ୱର ଗାଥା ବହନ କରିଥାଏ ବୋଲି ବିଦ୍ୟାଳୟ. ଗଣଶିକ୍ଷା, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ମତବ୍ୟକ୍ତ…
୭୨ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
PARALAKHEMUNDI/ BALAKRISHNA PANIGRAHI : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ୭୨ତମ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟପତାକା…