Sign in
Sign in
Recover your password.
A password will be e-mailed to you.
ଠିକାଦାର-ଯନ୍ତ୍ରୀ ମଧୁଚନ୍ଦ୍ରିକା, ଲୋକେ ହନ୍ତସନ୍ତ
କନ୍ଧମାଳ/ଗଗନ କୁମାର ପ୍ରଧାନ : ଦ।ରିଗଂବ।ଡ଼଼ି ବଲକ ବ।ଇବ।ଲି ଠ।ରୁ ଵ।ଡ।ପ।ଗଂ। ରାସ୍ତା ତିଆରି ଅଟକିଛି | ଠିକ।ଦ।ର ଜଣକ ଅଞ୍ଚଳରଲୋକଙ୍କୁ ଧମକ ଚମକ ଦେଇ କ।ମ ମନ୍ଥର ଗତିରେ କରୁଥିବ। ଅଭିଯୋଗ ହୋଇଛି | ଏହାକୁ ନେଇ ସ୍ଥାନୀୟ ଅଂଚଳର ଜନସ।ଧ।ରଣ ବହୁ ଅସୁବିଧ। ଭୋଗୁଥିବା ଅଭିଯୋଗ…
ଶ୍ରଦ୍ଧାଳୁଙ୍କ ଅବଗତି ପାଇଁ ଓଳି କୁଡୁଆର ଫଟୋରେ ରହିବ ମହାପ୍ରସାଦ ଦର
ଏଣିକି ଚଢା ଦରରେ ବିକ୍ରି ହେବନି ଅବଢା
ପୁରୀ/ Kumara Abhisekh : ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟ ୧୨ଟି ବିଷୟକୁ ନେଇ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇଛନ୍ତି । ଶ୍ରୀମନ୍ଦିର ସମସ୍ତ ସେବାୟତମାନଙ୍କୁ ବିଶ୍ୱାସକୁ ନେଇ ଏହି ଆଦେଶ କାର୍ୟ୍ୟକାରୀ କରିବା ପାଇଁ ଚାହୁଁଛି । ତେଣୁ…
“ବର୍ଷା ହେଲେ ସ୍ୱାଧୀନତା ଦିବସ ପାଳନ ସ୍ଥଳରେ ପିଲାମାନେ ଯେପରି ଅସୁବିଧା ନଭୋଗନ୍ତି ତାହାର ବ୍ୟବସ୍ଥା…
ବନ୍ୟା ପ୍ରସ୍ତୁତି ସମୀକ୍ଷା ନେଲେ ମୁଖ୍ୟମନ୍ତ୍ରୀ : ବନ୍ୟା ପାଇଁ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ତାଗିଦ
ଭୁବନେଶ୍ୱର (ଶାପ୍ର) ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି | ଆସନ୍ତା କାଲି ବର୍ଷା ହେବାର ପୂର୍ବାନୁମାନ ଥିବା ବେଳେ ରାଜ୍ୟରେ ସ୍ୱାଧୀନତା ଦିବସ ପାଳନ…
ଆରଏସପି କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳର ଆଇଏସଓ ପ୍ରମାଣପତ୍ର ବୈଧତା ଜାରି ରଖିବା ପାଇଁ ସୁପାରିସ
ରାଉରକେଲା/ ସୁଶାନ୍ତ ବେହେରା : ଆରଏସପିରେ କାର୍ଯ୍ୟ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳରେ ଆଇଏସଓ ୯୦୦୧: ୨୦୧୫ ଓ ଆଇଏସଓ ୧୪୦୦୧: ୨୦୧୫ ପରିବେଶ ପରିଚାଳନା ବ୍ୟବସ୍ଥା ଓ କ୍ଵାଲିଟି ପରିଚାଳନା ବ୍ୟବସ୍ଥାର ସର୍ଭେଲାନ୍ସ ଅଡିଟ ଅଗଷ୍ଟ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏହି ଅଡିଟ…
ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ
ପଦ୍ମପୁର,(ନୀଳ ଦୀପ)- ପଦ୍ମପୁର ବ୍ଲକ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବୈଠକ ସୋମବାର ଦିନ ଡାକ୍ତରଖାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଦ୍ମପୁର ବିଧାୟକ ପ୍ରଦିପ ପୁରୋହିତ ଅଧ୍ୟକ୍ଷତା କରିଥିବା ବେଳେ ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର…
INDIA’S SUNISHKA KARTIK WINS COMMUNITY AWARD AT THE JR. NBA WORLD CHAMPIONSHIP
–U.S. Central Girls, Boys take home inaugural Jr. NBA World Championship at ESPN Wide World of Sports Complex at Disney–
–NBA Commissioner Adam Silver, Dwyane Wade and Sheryl Swoopes Present Trophies at First-of-its-Kind Global Tournament…
ଗ୍ରୀସରେ ଶିଶୁ ସାହିତ୍ୟ ଉପରେ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀର ଏକ ଅଧିବେଶନରେ ଅଧ୍ୟକ୍ଷତା କରିବେ ରମେନ୍ଦ୍ର କୁମାର
ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସଞ୍ଚାର ମୁଖ୍ୟ ତଥା ପ୍ରତିଷ୍ଠିତ ଲେଖକ ଶ୍ରୀ ରମେନ୍ଦ୍ର କୁମାର ଏଥେନ୍ସ ଠାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୩୬ ତମ ଇଣ୍ଟରନେସନାଲ ବୋର୍ଡ ଅନ ବୁକ୍ସ ଫର ୟଙ୍ଗ ପିପୁଲ…
‘ଭଲ କବିତା ଖୋଜ’ର ୬୨ତମ ଆସର : ପାଠକଙ୍କ ଋଚି ସମ୍ବଳିତ ସାହିତ୍ୟକୁ ଗୁରୁତ୍ୱ
ବାଲେଶ୍ୱର(ଉଜ୍ଜ୍ୱଳ କର): ‘ଭଲ କବିତାର ଖୋଜ୍’ର ୬୨ତମ ଆସର ହୋଟେଲ ପଞ୍ଚଜନ୍ୟ ପରିସରରେ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପାଠକ ଓ ଲେଖକର ସମ୍ପର୍କ ଶୀର୍ଷକ ଆଲୋଚନା ପ୍ରସଙ୍ଗରେ ନିରୋଳା ପାଠକଙ୍କୁ ଏଥରେ ଅତିଥି ଭାବରେ ଆମନ୍ତ୍ରିତ କରାଯାଇଥିଲା । ନିରୋଳା ପାଠିକା ଭାବେ ଅନିମା ସାମଲ,…
“ଶିଶୁର ପୂର୍ଣ୍ଣ ଶରୀର ଗଠନରେ ମାଆ କ୍ଷୀରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି”
ଇନରହୁଇଲ ଶାଶ୍ୱତ କ୍ଲବ ପକ୍ଷରୁ ସ୍ତନ୍ୟପାନ ସମ୍ପର୍କିତ ସଚେତନତା
ବାଲେଶ୍ୱର,(ଉଜ୍ଜ୍ୱଳ କର ) ବାଲେଶ୍ୱର ରୋଟାରୀ ଇନରହୁଇଲ କ୍ଲବ ଶାଶ୍ୱତ ପକ୍ଷରୁ ସ୍ତନ୍ୟପାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ରେଲୱେ କଲୋନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।…
“ଅଙ୍ଗଦାନ ପାଇଁ ଜନସାଧାରଣ ଆଗେଇ ଆସିବା ଉଚିତ”
ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଅଙ୍ଗଦାନ ସଚେତନତା
ବାଲେଶ୍ୱର,(ଉଜ୍ଜ୍ୱଳ କର ) : ବିଶ୍ୱ ଅଙ୍ଗଦାନ ଦିବସ ଅବସରରେ ବାଲେଶ୍ୱର ଲାୟନ୍ସ କ୍ଲବ ଉମଙ୍ଗ ପକ୍ଷରୁ ଅଙ୍ଗଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅନୁଷ୍ଠିତ ହୋଇଯାଇଛି । ଲାୟନ୍ସ କ୍ଲବ ଉମଙ୍ଗର…