ଦାବି ପୂରଣରେ ସରକାରୀ ଉାସୀନତାର ପ୍ରତିବାଦ, ସମୂହ ଛୁଟିରେ ଗଲେ ରାଜସ୍ୱ ଅମଲା 

ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଦବି ପୂରଣ ନେଇ ସରକାରଙ୍କ କାଳକ୍ଷେପଣ ନୀତିର ପ୍ରତିବାଦରେ ସମଗ୍ର ରାଜ୍ୟରେ  କାର୍ଯ୍ୟରତ ରାଜସ୍ୱ ଅମଲାମାନେ ସମୂହ ଛୁଟିରେ ରହିଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ଭାବେ ଅବସ୍ଥା ପରିଲକ୍ଷିତ ହୋଇଛି । ନ୍ୟାର୍ଯ ଦାବି ପୂରଣ ନେଇ ବିଭିନ୍ନ ସମୟରେ ଆନେ୍ଦାଳନକୁ…

ଗୋପାଳ ଜୀଉ ସେବା ସଂଗଠନ ପକ୍ଷରୁ ଜଳଛତ୍ର 

ବାଲେଶ୍ୱର : ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୋପାଲଜୀଉ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ମଣ୍ଡଳବଜାରସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଜଳଛତ୍ରର ଶୁଭାରମ୍ଭ ହୋଇଛିି । ବାଲେଶ୍ୱର ଟାଉନଥାନା ଆଇଆଇସି ସରୋଜିନୀ ନାୟକ ଏହାକୁ ଉଦ୍ଘାଟନ କରିବା ସହ ସଂଗଠନର ଉଦ୍ୟମକୁ ପ୍ରଶଂସା…

ମହାନଦୀର ସୁରକ୍ଷା ପାଇଁ ମହା ଅଭିଯାନ, ଶୁଭାରମ୍ଭ କରିବେ ନବୀନ

  ମହାନଦୀର ପ୍ରବେଶ ସ୍ଥଳରୁ ପାରାଦୀପ ପର୍ଯ୍ୟନ୍ତ ହେବ ଅଭିଯାନ ଭୁବନେଶ୍ୱର,(ଚକ୍ରଧର ମାଝି:) ମହାନଦୀର ମହାସଂକଟ ଏ ପର୍ଯ୍ୟନ୍ତ ଟଳିନାହିଁ । ତେଣୁ ମହାନଦୀକୁ ବଞ୍ଚାଇବା ପାଇଁ ଓଡ଼ିଆ ଜାତିର ମହାସଂଗ୍ରାମ ଅବ୍ୟାହତ ରହିଛି । ଏହାର ପ୍ରଥମ ପର୍ଯ୍ୟାୟ ଆନେ୍ଦାଳନ ପରେ ଗତମାସ ୨୨ ତାରିଖ ଦିନ…

ଲୋକପ୍ରିୟ ଦକ୍ଷ ତଥା ସର୍ବ ଶ୍ରେଷ୍ଠ  ପ୍ରଶାସକ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭଲପାଇବା ନିମନ୍ତେ ଆଦିବାସୀମାନଙ୍କୁ ଆହ୍ୱାନ…

ଆଦିବାସୀମାନଙ୍କର ଉନ୍ନତି ବିନା ରାଜ୍ୟ ଓ ଦେଶର ଉନ୍ନତି ଅସମ୍ଭବ-ଅଚ୍ୟୁତ ସାମନ୍ତ ଆଦିବାସୀ ସମ୍ପ୍ରଦାୟର ଉନ୍ନତିରେ ଦେଶ, ଜାତି ଓ ସମାଜର ଉନ୍ନତି ସାଧିତ ହୋଇଥାଏ: ସାନନ୍ଦ  ଆଦିବାସୀ ହେଉଛନ୍ତି ଭାରତ ଭୂଖଣ୍ଡର ମୂଳବାସୀନ୍ଦା :ଅରୁଣ  ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀମାନଙ୍କର…

“ଭାଷା ଭାଂଗବାର ଲାଗି ନୁହେଁ, ଜୁଡବାର ଲାଗି”

ସମଲପୁରି/କୋସଲିକୁ ସ୍ୱୀକୃତି ଦାବୀରେ ଗାଇସିଲଟରେ ରାଲି ପଦ୍ମପୁର ରୁ ନୀଳ ଦୀପ : ସମଲପୁରି/କୋସଲି ଭାଷାର ସ୍ୱୀକୃତି ଦାବୀରେ ଲଗାତାର ଚାଳିଥିବା ଆନେ୍ଦାଳନ ଆଜି ଗାଇସିଲାଟ ବ୍ଲକରେ ପହଂଚି ଦାବୀ ଜଣାଇଛି । ଭାଷାକର୍ମୀମାନେ ମାଁ ବହଲତଲିଏନ ଗୁଡି ଠାରେ ଏକତି୍ରତ ହୋଇ ସେଠାରୁ ବ୍ଲକ ଅଫିସ…

ତାଲୁକା ଆଇନ ସେବା ଆନୁକୂଲ୍ୟରେ ପଦ୍ମପୁର ଠାରେ ଆନ୍ତର୍ଜାତିକ ଶ୍ରମିକ ଦିବସ

 ପଦ୍ମପୁର-ପଦ୍ମପୁର ତାଲୁକା ଆଇନ ସେବା କମିଟି ଆନୁକୂଲ୍ୟରେ ଆନ୍ତର୍ଜାତିକ ଶ୍ରମିକ ଦିବସ ପଦ୍ମପୁର ସିଭିଲ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ (ଏ.ଡି.ଜେ) ତଥା ତାଲୁକା ଆଇନ ସେବା କମିଟିର ଚେୟାରମ୍ୟାନ ଶ୍ରୀଯୁକ୍ତ…

ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ବିଶ୍ୱଶ୍ରମିକ ଦିବସ ପାଳନ

  ପାରାଦୀପ(ଉପେନ୍ଦ୍ର ଗୁରୁ) : ପୂର୍ବଭାରତ ତୈଳବିଶୋଧନାଗାର ଶ୍ରମିକ ସଂଘ, ପାରାଦୀପ ରିଫାଇନାରୀ ପରିସରରେ ବିଭିନ୍ନ କମ୍ପାନୀ ମାନଙ୍କରେ କାର୍ଯ୍ୟକରୁଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କୁ ନେଇ ଗଠିତ ଏକ ବୃହତ ସଂଗଠନ ।  ମଇ ଦିବସ ପବିତ୍ର ବିଶ୍ୱ ଶ୍ରମିକ ଦିବସ ଅବସରରେ ପାରାଦୀପ…

ଉପକାରାଗାରରେ ଆଇନ ସଚେତନତା ଶିବିର 

ଯାଜପୁର(ଜୟଶଙ୍କର ଦାଶ)  ଜିଲ୍ଲା  ଆଇନ ସେବା ପ୍ରାଧିକରଣ, ଯାଜପୁରଙ୍କ ଆନୁକୁଲ୍ୟରେ ଯାଜପୁର ଉପକାରାଗାରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।  ଏହି ଶିବିରରେ ଯାଜପୁର ଜିଲ୍ଲା ଦୈାରା ଜଜ୍ ଡଃ ରାଧାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଳ, ସି.ଜେ.ଏମ୍. ରାଜ…

“ବିରୋଧୀ ମାନେ ହେଉଛନ୍ତି ପେଚା, ସେମାନଙ୍କୁ ବିକାଶ ଦେଖାଯାଉନି”

ବିରୋଧୀଙ୍କୁ ଅରୁଣଙ୍କ କଟାକ୍ଷ, ଧର୍ମେନ୍ଦ୍ରଙ୍କ ଏଟିଏମ ମନ୍ତବ୍ୟକୁ ବି କଲେ ସମାଲୋଚନା   ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟରେ ସାମଗ୍ରିକ ବିକାଶ ବିରୋଧୀ ଦଳ ଆଖିକୁ ଦେଖାଯାଉ ନାହିଁ । ଯେପରି ପେଚା ଦିନରେ ଦେଖିପାରେ ନାହିଁ, ଠିକ୍ ସେହିପରି ବିରୋଧୀ ଦଳଙ୍କୁ ରାଜ୍ୟରେ…