Sign in
Sign in
Recover your password.
A password will be e-mailed to you.
ଦେଶାତ୍ମବୋଧ ପରିବେଶ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନାରେ ପାଳିତ ହେଲା ୭୨ ତମ ସ୍ଵାଧୀନତା ଦିବସ
ରାଉରକେଲା/ ସୁଶାନ୍ତ ବେହେରା: ଦେଶାତ୍ମବୋଧ ପରିବେଶ ମଧ୍ୟରେ ଆନନ୍ଦ ଓ ଉତ୍ସାହର ସହ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ୭୨ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଥିଲା। ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅଶ୍ଵିନୀ କୁମାର, ଜାତୀୟ ପତାକା ଉତ୍ତୋଳନ କରି…
ଯୋଜନା , ନିଯୁକ୍ତି, ସଂରକ୍ଷଣ, ପାଠପଢା ଆଦି ସମ୍ପୁର୍ଣ୍ଣ ଅବହେଳିତ ଦଳିତ ଖ୍ରୀଷ୍ଟିୟାନ : ଜନାର୍ଦ୍ଦନ
ଓଡିଶା ଦଳିତ ଶୋଷଣ ମୁକ୍ତିି ମଞ୍ଚ ପକ୍ଷରୁ ଦଳିତ ଖ୍ରୀଷ୍ଟିୟାନ ଅଧିକାର ନିମନ୍ତେ ଜିଲ୍ଲା ସ୍ତରୀୟ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ।
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଦଳିତ ଖ୍ରୀଷ୍ଟିୟାନ ମାନଙ୍କ ଦାବୀ ଯଥାର୍ଥ ଏହା ସେମାନଙ୍କ ଗଣତାନ୍ତ୍ରିକ, ମାନବିକ ଓ ଜାତିଗତ ଅଧିକାର, ସରକାର…
ଗୋଚ୍ଛାଗୋରାରେ ବ୍ଲକସ୍ତରୀୟ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ ଆରମ୍ଭ
ବୌଦ୍ଧ/କଣ୍ଟାମାଳ(ବଂଶିଧର ମାଝୀ/ସିମୁନ୍ ନାଏକ) ; ୭୨ତମ ସ୍ୱାଧୀନତା ଦିବସ ଅବସରରେ ବୁଧବାର ବ୍ଲକସ୍ତରୀୟ ଜଳବାୟୁ ପରିବର୍ତ୍ତନ ସଚେତନତା ଅଭିଯାନ-୨୦୧୮ର ଶୁଭାରମ୍ଭ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋଚ୍ଛାଗୋରା ଗ୍ରାମରୁ ହୋଇଛି । ନାବାର୍ଡ ବୌଦ୍ଧ…
ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ସ୍ୱାଧିନତା ଦିବସ ପାଳିତ
ବୌଦ୍ଧ(ସିମୁନ୍ ନାଏକ): ବୌଦ୍ଧ ଜିଲ୍ଲା ପ୍ରେସକ୍ଲବ ପକ୍ଷରୁ ୭୨ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହରର ବି୍ରଜ ଛକ ଠାରେ ଜାତୀୟ ପତାକା ଉତଳନ କରାଯାଇଥିଲା । କ୍ଲବର ସଭାପତି ବରଜ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତଳନ କରିଥିଲେ । ଭାରତବର୍ଷ ସ୍ୱାଧିନତାର…
ବୈାଦ୍ଧ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
ବୌଦ୍ଧ(ସିମୁନ୍ ନାଏକ) : ବୈାଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପ୍ୟାରେଡ ପଡିଆ ଠାରେ ୭୨ତମ ସ୍ୱାଧୀନତା ଦିବସ ମାହା ସମାରୋହରେ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବରେ ରାଜ୍ୟ ଅନୁସୂଜିତ ଜାତି,ଜନଜାତିଉନ୍ନୟନ, ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି…
କାର୍ଯ୍ୟାଳୟ ଖୋଲି କଅଣ ବିଇଓ ଓ କିରାଣୀ ବାବୁ କାନ୍ଦିବାକୁ ଆସିଥିଲେ କି!!!
ସରକାରୀ ଆଦେଶକୁ ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଫିସ ଦ୍ୱାରା ଅବମାନନା
ପାଇକମାଲ(ଗୌରାଙ୍ଗ ଚରଣ ଦାଶ) :- ଶିକ୍ଷକ ମାନେ ସମାଜକୁ ଦିଗ୍ଦର୍ଶନ ଦିଅନ୍ତି | ଆଉ ସମଗ୍ର ଶିକ୍ଷ୍ୟା ବ୍ୟବସ୍ଥାକୁ ନିୟନ୍ତ୍ରିତ କରେ ଶିକ୍ଷା ବିଭାଗ ବିଇଓ ଠାରୁ ଆରମ୍ଭ କରି ସଚିବ ପର୍ଯ୍ୟନ୍ତ | ନିୟନ୍ତ୍ରଣ କରୁଥିବା ଲୋକ…
ଜନ ସତ୍ୟାଗ୍ରହ ସରିଲା , ଏଥର ବ୍ୟକ୍ତି ସତ୍ୟାଗ୍ରହ
ବ୍ୟାସନଗରରୁ ସୁବାଷ ଚନ୍ଦ୍ର ନାୟକ: ଯାଜପୁର ଜିଲ୍ଲାର ପାଣି କୋଇଲିଠାରେ ମେଡ଼ିକାଲ କଲେଜ ଓ ସୁପର ସ୍ପେସାଲିଟି ହସ୍ପିଟାଲ,କଳିଙ୍ଗନଗର କଳକାରଖାନାରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ଭୁମିହୀନ ମାନଙ୍କୁ ଜମି ଓ ବାସହୀନଙ୍କୁ ଗୃହ , ପୁଷ୍ପଗିରି ଆନ୍ତର୍ଜାତୀୟ…
ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଶିଶୁ ଉଦ୍ଧାର
ଡୁବୁରୀ (ସନାତନ ମହାନ୍ତ) –ଦାନଗଦୀ ବ୍ଲକ୍ ଅନ୍ତର୍ଗତ ବାବାଜୀଡାହି ୰ ସୁକାନ୍ତ ମୁଣ୍ଡାଙ୍କ ପୁତ୍ର ଟୁକୁନା ମୁଣ୍ଡାକୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଉଦ୍ଧାର କରି ଘରେ ଆଣି ଛାଡିଲେ । ସୁକାନ୍ତ ମୁଣ୍ଡାଙ୍କ ମୃତ୍ୟୁ ପରେମା ଗୁରୁବାରୀ ମୁଣ୍ଡା ପିଲାମାନଙ୍କ ଭରଣପୋଷଣ କରିପାରିଲେ ନାହିଁ ।…
୧୮ ତାରିଖ ପୁରସ୍କାର ବିତରଣ ବାତିଲ୍ ।
ଯାଜପୁର (ଜୟଶଙ୍କର ଦଶ) - ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବିୟୋଗରେ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପୂର୍ବରୁ ସ୍ୱାଧୀନତା ଦିବସ ଅବସରରେ ଅନୁଷ୍ଟିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଚଳିତମାସ ୧୮ ତାରିଖ ସଂସ୍କୃତି ଭବନ ଠାରେ…
ଅଟଳ ବିହାରୀ ବାଜପାୟୀଙ୍କ ବିୟୋଗରେ ଶୋକସଭା
ପଦ୍ମପୁର/ନୀଳ ଦୀପ - ଭାରତର ପୁର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଅପରାହ୍ନରେ ବିୟୋଗ ହୋଇଯାଇଛି । ଭାରତର ସର୍ବୋଚ୍ଚ ନାଗରୀକ ସମ୍ମାନରେ ସମ୍ମାନୀତ ବାଜପାୟୀଜୀଙ୍କ ବିୟୋଗରେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଗଭୀର…