Sign in
Sign in
Recover your password.
A password will be e-mailed to you.
ନିର୍ବାଚନ ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା ୨୬୨୦ଟି ବେଲଟ ଓ କଣ୍ଟ୍ରୋଲ ୟୁନିଟ ବକ୍ସ
କଣ୍ଟ୍ରୋଲକକ୍ଷ ଖୋଲାଯାଇ କଡା ସୁରକ୍ଷା ମଧ୍ୟରେ ରଖାଗଲା ନିୟନ୍ତ୍ରିତ ବଜାର କମିଟିର ଏକ ଗୋଦାମ ଗୃହରେ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନ (ପାରଳାଖେମୁଣ୍ଡି-ମୋହନା ନିର୍ବାଚନ ମଣ୍ଡଳୀ) ଅବସରରେ କଡା ସୁରକ୍ଷା…
ସଂସଦର ମୌସୁମୀ ଅଧିବେଶନ ଶେଷ: ଅଟକିଗଲା 2 ଗୁରୁତ୍ୱପୂର୍ଣ୍ଣ ବିଲ୍
ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଯାଇଛି । ମୋଟାମୋଟି ଦେଖିବାକୁ ଗଲେ ମୌସୁମୀ ଅଧିବେଶନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ ମାନବ ଚାଲଣ ନିରୋଧ ଏବଂ ଖାଉଟି ସୁରକ୍ଷା ବିଲ୍ ରାଜ୍ୟସଭାରେ ପାରିତ ହୋଇପାରିଲା ନାହିଁ । ଯଦିଓ ନୂଆ ମାନବ ଚାଲାଣ ବିଲକୁ ଲୋକସଭାରେ ପାରିତ କରାଯାଇଛି ତଥାପି ଏହି…
୧୮ ତମ ଏସିୟ କ୍ରୀଡା ଉଦଘାଟିତ
Susant Behera (SPB) : ଇଣ୍ଡୋନେସିଆ ର ରାଜଧାନୀ ଜାକର୍ତା ଶନିବାର ରାତିରେ ରଙ୍ଗା ରଙ୍ଗ ପରିବେଶରେ ୧୮ ତମ ଏସିୟ କ୍ରୀଡା ଉଦଘାଟିତ ହୋଇଯାଇଛି।ଜାକର୍ତା ର ଗେଲୋରୋ ବୁର୍ଗେ କାଗୋ ଷ୍ଟାଡିୟମରେ ଆୟୋଜିତ ଉତ୍ସବ ରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜେକୋ ୱଡୋଡୋ ମୁଖ୍ୟଅଥିତି ଭାବେ ଏକ ମୋଟରସାଇକେଲ …
ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦାଦାଗିରି. ପ୍ରଶାସନ ନୀରବ
ଜାମଝୁଲି ଗ୍ରାମରେ ବଳପୁର୍ବକ ରାସ୍ତା ଅବରୋଧ ଅଭିଯୋଗ
ନ୍ୟାୟ ଭିକ୍ଷା ପାଇଁ ଗ୍ରାମବାସୀ ହେଲେ ପ୍ରଶାସନର ଦ୍ୱାରସ୍ଥ
ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ର ଜାମଝୁଲି ଗ୍ରାମରୁ ପୁର୍ତରାସ୍ତାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତାକୁ ସ୍ଥାନୀୟ ଜଣେ ପ୍ରଭାବଶାଳୀ…
ଓକିଲଙ୍କ ନିକଟକୁ ମୋଟର ସାଇକେଲରେ ଆସୁଥିବା ବେଳେ ମହକିଲ ମୃତ
ଯାଜପୁର ଚଣ୍ଡିଖୋଲ ରୁ ଜୟଶଙ୍କର ଦାଶ : ଚଣ୍ଡିଖୋଲ କୋର୍ଟର ଓକିଲଙ୍କ ନିକଟକୁ ମୋଟର ସାଇକେଲରେ ଆସୁଥିବା ବେଳେ ଚଣ୍ଡିଖୋଲ ଟ୍ରାଫିକ ପୋଷ୍ଟ ଉପରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ଦୁଇ ମହକିଲ-ଟ୍ରକ୍ ଧକ୍କାରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ! ମୃତକ ହେଉଛନ୍ତି ଧର୍ମଶାଳା ଥାନା ଜୟସୁଙ୍ଗୁଡା…
ୟୁନାଇଟେଡ଼ ପ୍ରେସ କ୍ଲବ ତରପରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଯାଜପୁର ରୋଡ଼/ବିଶ୍ୱଜିତ ମାଝୀ. : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ୟୁନାଇଟେଡ଼ ପ୍ରେସ କ୍ଲବ ପକ୍ଷରୁ ଏକ ଶୋକ ସଭା ପାଳିତ ହୋଇଯାଇଛି। ଏହି ସଭାରେ ଅଟଳଜୀଙ୍କ ରାଜନୈତିକ ଜୀବନ ମଧ୍ୟରେ ତାଙ୍କର ବୀରତ୍ବ ସମ୍ପର୍କରେ ଆଲୋଚନା କାରାଯାଇଥିଲା । ସେ ଥିଲେ…
ବିଭିନ୍ନ ରାଜସ୍ୱ ଆଇନକୁ ଗୋଟିଏ ଛାତ ତଳେ ଅଣାଗଲେ ସବୁସ୍ତରର ଲୋକ ଉପକୃତ ହେବେ
ଭୁବନେଶ୍ୱର : ପ୍ରଚଳିତ ବିବିଧ ରାଜସ୍ୱ ଆଇନଗୁଡ଼ିକର ସରଳୀକରଣ କରି ଏକକ ରାଜସ୍ୱ ଆଇନ କରିବା ଦିଗରେ ରାଜସ୍ୱ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ଅଗ୍ରଗତି ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଆଜି…
ଚାଇଲଡ ଲାଇନ ଦ୍ୱାରା ଏକ ନବଜାତ ଶିଶୁର ଥଇଥାନ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଚାଇଲଡ ଲାଇନ ପାରଳାଖେମୁଣ୍ଡି ଶାଖା ଦ୍ୱାରା ଏକ ନବଜାତ ଶିଶୁ ଯିଏ ପିରତ୍ୟକ୍ତ ଅବସ୍ଥାରେ ରାୟଗଡ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରୁ ଉଦ୍ଧାର କରାଯାଇଛି । ଚାଇଲଡ ଲାଇନ କେନ୍ଦ୍ର ସଂଯୋଜକଙ୍କ କହିବା ଅନୁସାରେ ତା.୧୮.୦୮.୨୦୧୮ରିଖ ସକାଳ ୬ଘଣ୍ଟା ସମୟରେ…
ଇଦ୍ -ଉଲ୍- ଜୁହା ପର୍ବ ପାଳନ ଉପଲକ୍ଷେ ସମନ୍ୱୟ କମିଟି ବୈଠକ
ଭଦ୍ରକ (Satya Bhusan Swami : ଭଦ୍ରକରେ ଇଦ୍ -ଉଲ୍- ଜୁହା ପର୍ବ ପାଳନ ଉପଲକ୍ଷେ ସମନ୍ୱୟ କମିଟି ବୈଠକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତହୋଇଥିଲା । ଏଥିରେ ଆରାକ୍ଷୀ…