ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ ଜବତ

ବଡ଼ବିଲ {ଚିତ୍ତରଞ୍ଜନ କର ) : ବଡ଼ବିଲ ପୋଲିସ ଓ ଜଙ୍ଗଲ ବିଭାଗ ଅତର୍କିତ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ, ଶାଳ, ପିଆଶାଳ କାଠ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି। ବଡ଼ବିଲ ଏସ ଡି ପି ଓ ରାହୁଲ ଜୈନ ଓ ବଡ଼ବିଲ ଫରେଷ୍ଟ ରେଞ୍ଜର ପଦ୍ମନାଭ ରାଉତଙ୍କ ନେତୃତ୍ୱରେ ହୋଇଥିବା ଏହି…

ବିପର୍ଯ୍ୟୟକୁ ଅଟକାଇ ହେବନି, ହେରେ ସତର୍କ ରହିଲେ  ଧନ ଜୀବନକୁ ସୁରକ୍ଷିତ କରିହେବ 

ଜଳବାୟୁ ପରିବର୍ତନ ଏବଂ ଗ୍ଲୋବାଲ୍ ୱାର୍ମିଂ ନେଇ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଭୁବନେଶ୍ୱର, ୧୮/୮: ଓଡ଼ିଶାରେ ପାଣିପାଗ କ୍ଷେତ୍ରରେ ଅନେକ ପରିବର୍ତନ ଘଟୁଥିବା ବେଳେ ସମାଜର ଆଗଧାଡ଼ିର ବ୍ୟକ୍ତିବିଶେଷଙ୍କୁ ଜଳବାୟୁ ପରିବର୍ତନ ସମ୍ପର୍କରେ ଅବଗତ ହେବା ସହ ସଚେତନ ହେବାର ମଧ୍ୟ ଆବଶ୍ୟକତା…

୧୪ଟି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା

ପୁଣି ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ସମ୍ଭାବନା ଭୁବନେଶ୍ୱର,: ଊତରପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି  । ଆସନ୍ତା ୧୯ ତାରିଖ ସୁଦ୍ଧା ଓଡ଼ିଶାର ୧୪ଟି ଜିଲ୍ଳାରେ ପ୍ରବଳରୁ ଅତି…

ଆପରାଧିଙ୍କ ଜୋସ ଲଗାମ ଛଡା,,ପୋଲିସକୁ ଖାତର ନାହିଁ

  କାର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଲିସ ଚେଇଁ ଶୋଇଛି, ଲୁଟେରା ଲୁଟୁଛି । ଗତ ଜୁଲାଇ ୨୨ରେ ୫ରୁ ଅଧିକ ଏଟିଏମ ଭାଙ୍ଗି ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ହେବା ପରେ ପୁଣି ବାରିପଦା ସହରରେ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟ ହୋଇଥିବା ସମୟରେ ପୁଲିସ…

ମୟୂରଭଞ୍ଜ ବିଜୁ ଛାତ୍ର ଜନତାର ନୂତନ କମିଟି ଗଠିତ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ରଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡିର ନୂତନ କମିଟି ସହ ବ୍ଲକ ଗଠିତ ହୋଇଅଛି । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଉପସଭାପତି ଭାବେ ସାମନ୍ତ…

ବିନା ବ୍ୟବଛେଦରେ ତରବରିଆ  ଶବ ଦାହ କରି ହରଡଘଣାରେ ହରଭଙ୍ଗା ପୋଲିସ

ଶଗଡିଆ ନାଳରେ ଭାସି ରବି ଦେହୁରୀର ମୃତ୍ୟୁ ଘଟଣା ଭିନ୍ନମୋଡ ଥାନା ରେ ଏତଲା , ହତ୍ୟା ପରେ ଫିଙ୍ଗା ଯାଇଥିଲା ମୃତଦେହ ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ସଂଙ୍କୁଲେଇ ପଞ୍ଚାୟତର ଶଙ୍କରଡା ଗ୍ରାମ ର ରବି ଦେହୁରୀ (୪୫) ଙ୍କ ମୃତଦେହ ଗତ ସୋମବାର ସକାଳେ…

ପୂର୍ବତନ ହକି ଅଲମ୍ପିୟାଡ଼ ସୁବେଦର  ହର ଦୟାଲ ସିଂ ଙ୍କ ପରଲୋକ 

  Sushanta Behera  :ପୂର୍ବତନ ହକି ଖେଳାଳୀ ତଥା କୋଚ୍ ସୁବେଦର ହର ଦୟାଲ ସିଂ ୯୦ ବର୍ଷ ବୟସ ରେ ଡେରାଡୁନ ସ୍ଥିତ ନିଜ ବାସ ଭବନରେ ପରଲୋକ ହୋଇଛି।ସେ ୧୯୫୬ ମସିହା ମେଲବର୍ନ ସମ୍ମର ଅଲମ୍ପିକ ରେ ଭାରତୀୟ ହକି ଦଳରୁ ପ୍ରତିନିଧିତ୍ୱ କରି ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ।୧୯୮୩ ମସିହା ରୁ…

ରାଜ୍ୟ କମିଟିରେ ନୂଆ  ୩ ଉପ-ସଭାପତି, ଜଣେ ସାଧାରଣ ସଂପାଦକ, ୭ ସଂପାଦକ

ବିଜୁ ମହିଳା ଜନତା ଦଳର ନୂଆ କର୍ମକର୍ତ୍ତା ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ମହିଳା ବିଜେଡି ରାଜ୍ୟ ସଭାନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ…

ସେବା ଓ ତ୍ୟାଗର ଉଦାହରଣ ପାଲଟିଛନ୍ତି ଉପନଗରପାଳ ଶ୍ରୀମହାନ୍ତି ।

ବାରିପଦା(DILLIP MOHANTY )- ଶୁକ୍ରବାର ମଧ୍ୟାହ୍ନ ସମୟରେ ବାରିପଦା ସହରର ହସପିଟାଲ ରୋଡ଼ସ୍ଥିତ ଜୀବନଦ୍ୱୀପ ଘରୋଇ ନର୍ସିଂ ହୋମ ଛକ ନିକଟରେ ଏକ ଅସହାୟ ମହିଳା ରାସ୍ତା ଉପରେ ପଡ଼ି ରହିଥିବାର ଦେଖିବାକୁ ପାଇଥିଲେ ସମାଜସେବୀ ବିଭୂଦତ୍ତ ଦାସ । ମହିଳାର ଅବସ୍ଥା ତାଙ୍କ ହୃଦୟକୁ ଆନ୍ଦୋଳିତ …

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଶୋକ

  ଯାଜପୁରରୋଡ୍/Biswajit Majhi  : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ବିୟୋଗରେ ଯାଜପୁରରୋଡ୍ ଗୋପବନ୍ଧୁଛକଠାରେ ସହିଦ ଭଗତ ସିଂ ଯୁବକ ସଂଘ ପକ୍ଷରୁ ଏକ ଶୋକସଭା ପାଳିତ ହୋଇଯାଇଛି । ଏହି ସଭାରେ ଅଟଳଜୀଙ୍କ ରାଜନୈତିକ ଜୀବନ ମଧ୍ୟରେ ତାଙ୍କର ବୀରତ୍ୱ ସମ୍ପର୍କରେ…