ଜଣେ ବୃଦ୍ଧା, ଗୋଟିଏ ଗାଁ ପାଇଛି ରାଜସ୍ଵ ଗ୍ରାମର ମାନ୍ୟତା ଛତାବର

ବେଲଗୁଣ୍ଠା, ୨୭/୦୬-(ଶିବରାମ ଚୌଧୁରୀ )-,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅଧୀନ ବେଣିପଲ୍ଲୀ ପଂଚାୟତ ଅଧୀନରେ ରହିଛି ଛତାବର ଗାଁ। ଗାଁ ଟି ବେଲଗୁଣ୍ଠା ତହସିଲ ଗୋବରା ରାଜସ୍ବ ସର୍କଲ ଅନ୍ତର୍ଗତ ଏକ ରାଜସ୍ବ ଗ୍ରାମ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଗ୍ରାମରେ ଜଣେ ମାତ୍ର ବୃଦ୍ଧା ବାସ…

ଶୋଇଥିବା ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେବାକୁ ଉଦ୍ୟମ, ଗୁରୁତର ଅବସ୍ଥାରେ ଚିକିତ୍ସିତ; ତଦନ୍ତରେ ପୋଲିସ

ରାଉରକେଲା,(ବସନ୍ତ କୁମାର ଜେନା): ବିଶ୍ରା ଥାନା ଅନ୍ତର୍ଗତ ସନ୍ତୋଷପୁର ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଶୋଇଥିବା ଅବସ୍ଥାରେ ଜଣେ ଯୁବତୀଙ୍କୁ ପେଟ୍ରୋଲ ଢାଳି ଜୀବନ୍ତ ଜାଳିଦେବାକୁ ଦୁର୍ବୃତ୍ତମାନେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ପ୍ରାଥମିକ ସୂଚନା ଅନୁଯାୟୀ,…

କିର୍ମିରାରେ ସର୍ବାଧିକ ୨୯.୨ ମି.ମି. ବର୍ଷା, ଝାରସୁଗୁଡ଼ା ଜିଲ୍ଲାର ହାରାହାରି ୧୧.୧୨ ମି.ମି.

ଝାରସୁଗୁଡ଼ା, ୨୭ ଜୁନ: ଝାରସୁଗୁଡ଼ା ଜିଲ୍ଲାରେ ଶୁକ୍ରବାର ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୧୧.୧୨ ମି.ମି. ରେକର୍ଡ ହୋଇଛି। ଦିନକରେ ଜିଲ୍ଲାରେ ମୋଟ ୫୫.୬ ମି.ମି. ବର୍ଷା ହୋଇଥିବା ସୂଚନା ମିଳିଛି। ବ୍ଲକ୍‌ଭିତ୍ତିକ ବର୍ଷା ପରିମାଣ ମଧ୍ୟରେ…

ପୋଲିସକୁ ଦେଖି ଖସିବା ବେଳେ ଡିଭାଇଡରରେ ପିଟିହେଲା କାର୍, ୨୩୧ କେଜି ଗଞ୍ଜେଇ ଜବତ; ଜଣେ ଗିରଫ, ଜଣେ ଫେରାର

ଝାରସୁଗୁଡ଼ା, ଶନିବାର: ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅଞ୍ଚଳରେ ପୋଲିସ ଏକ ବଡ଼ ଗଞ୍ଜେଇ ଚାଲାଣକୁ ପଣ୍ଡ କରିଛି। ବିଜୁ ଏକ୍ସପ୍ରେସୱେର ଖେରୁଆଲ ଛକ ନିକଟରେ ଏକ କାର୍‌ରୁ ୨୩୧ କିଲୋଗ୍ରାମ ଗଞ୍ଜେଇ ଜବତ କରାଯିବା ସହ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ କାରବାରୀଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର…

ନୂତନ ଅପରାଧିକ ଆଇନକୁ ନେଇ ଦୁଇଦିନିଆ ତାଲିମ ଶିବିର ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରିଟିଶ ଅମଳର ପୁରୁଣା ଅପରାଧିକ ଆଇନ ୨୦୨୪ ମସିହାରେ ହଟାଯାଇ ଜନସାଧାରଣଙ୍କ ମଧ୍ୟରେ ଜାତୀୟତାର ହୃଦବୋଧ ତଥା ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବା ଲକ୍ଷ୍ୟରେ ନୂତନ ଅପରାଧିକ ଆଇନ ଯଥା ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ…

ନବରଙ୍ଗପୁର ଠାରେ ଉଦ୍ୟମୀ ଓଡ଼ିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର ୨୭.୬.୨୦୨୬: ଜିଲ୍ଲାରେ ଉଦ୍ୟୋଗିତାକୁ ପ୍ରୋତ୍ସାହିତ କରିବା ଏବଂ MSME ଇକୋସିଷ୍ଟମକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ମିଶନ୍ ଶକ୍ତି ସମ୍ମିଳନୀ କକ୍ଷ, ନବରଙ୍ଗପୁରଠାରେ ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ତଥା…

ଓଡ଼ିଶାରେ ଜିଓର ଦବଦବା: ମଇ ମାସରେ ରାଜ୍ୟରେ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିଥିବା ଏକମାତ୍ର ସେବା ପ୍ରଦାନକାରୀ ହୋଇଛି…

- ୧ କୋଟି ୮୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଜିଓ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର - ମଇ ମାସରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଛି ଜିଓ, ହଜାର…

ଓଡ଼ଗାଁ ବ୍ଲକ କଂଗ୍ରେସର ୪ ନମ୍ବର ଜୋନ ସାଙ୍ଗଠନିକ ବୈଠକ ସମ୍ପନ୍ନ

ଓଡ଼ଗାଁ, ୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କଂଗ୍ରେସ ସଂଗଠନକୁ ବୁଥ୍ ସ୍ତରରୁ ସୁଦୃଢ଼ କରିବା ଏବଂ ଜୋନ ସ୍ତରୀୟ ସାଙ୍ଗଠନିକ ପୁନର୍ବିନ୍ୟାସକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଓଡ଼ଗାଁ ବ୍ଲକ କଂଗ୍ରେସ ଦଳ ପକ୍ଷରୁ ୪ ନମ୍ବର ଜିଲ୍ଲାପରିଷଦ ଜୋନର କଂଗ୍ରେସ କର୍ମୀ…

ସ୍ବେଚ୍ଛାକୃତ ରକ୍ତଦାନ ଶିବିର:୨୭ ୟୁନିଟ୍ ରକ୍ତ ସଂଗ୍ରହ

ନିଅଣ୍ଟିଆ ସମୟରେ ସଂଗୃହିତ ରକ୍ତ ଅନେକଙ୍କ ଜୀବନ ବଞ୍ଚାଇବ ଓଡ଼ଗାଁ, ୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋର ଗ୍ରାମସ୍ଥିତ ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦର ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର…

ଓଡ଼ଗାଁ ଏନ୍.ଏ.ସି.ର ସାଗର କଲ୍ୟାଣ ମଣ୍ଡପ ନିଲାମରେ ଅନିୟମିତତା ଅଭିଯୋଗ,ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି

ଓଡ଼ଗାଁ, ୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍.ଏ.ସି.) ଅଧୀନ ସାଗର କଲ୍ୟାଣ ମଣ୍ଡପର ତିନି ବର୍ଷିଆ ନିଲାମ ପ୍ରକ୍ରିୟାରେ ଅନିୟମିତତା ଓ ଟେଣ୍ଡର ଫିକ୍ସିଂ ହୋଇଥିବା ଅଭିଯୋଗ ଉଠିଛି। ଓଡ଼ଗାଁର ବାସିନ୍ଦା ନାରାୟଣ ମହାପାତ୍ର ନୟାଗଡ଼…