ରେଳ ଷ୍ଟେସନରୁ ନିଖୋଜ ୭ ବର୍ଷୀୟା ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ

କଟକ: କଟକ ରେଳ ଷ୍ଟେସନରୁ ନିଖୋଜ ହୋଇଥିବା ୭ ବର୍ଷୀୟା ନାବାଳିକାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ନିଖୋଜ ଶିଶୁକୁ ଖୋଜିବା ପାଇଁ ପୋଲିସ ପକ୍ଷରୁ ତୁରନ୍ତ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଭଞ୍ଜନଗର ସହର ପୈ।ରପରିଷଦ ତରଫରୁ ବର୍ଣ୍ଣାଢ଼୍ୟ ରେ ପାଳିତ ହେଲା ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ : ଚଳିତ ବର୍ଷ ଭଞ୍ଜନଗର ପୈ।ରପାଳିକ ତରଫରୁ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ମହା ଆଡ଼ମ୍ବରରେ ଆକର୍ଷଣୀୟ ଭାବରେ ଅନୁଷ୍ଠିତ ହୋଇଅଛି । ଏହି ଅବସରରେ ଭଞ୍ଜନଗର ସହର ପୈ।ରପରିଷଦ ହୋଇଥିବା ହେତୁ ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କଲେ

ନିଜସ୍ୱ ରାଜସ୍ୱ ସଂଗ୍ରହରେ ୯୨% ବୃଦ୍ଧି: ଗୁଡାରୀ ଏନଏସିକୁ ମିଳିଲା ରାଜ୍ୟସ୍ତରୀୟ ସମ୍ମାନ ସହ ୨ କୋଟିର ପୁରସ୍କାର

ଗୁଡାରୀ (ରାୟଗଡ଼): ନିଜସ୍ୱ ରାଜସ୍ୱ (Own Source of Revenue–OSR) ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ରାୟଗଡ଼ ଜିଲ୍ଲାର ଗୁଡାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ରାଜ୍ୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜସ୍ୱ ସଂଗ୍ରହରେ ପ୍ରାୟ ୯୨ ପ୍ରତିଶତ ବୃଦ୍ଧି

ରାୟଗଡ଼ ପୌରପରିଷଦରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଆଡ଼ମ୍ବର ସହକାରେ ପାଳିତ

ରାୟଗଡ଼: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୨୪୨୩୭ ତାରିଖ:୨୫.୦୮.୨୦୨୬ ର ନିର୍ଦ୍ଦେଶକ୍ରମେ, ରାୟଗଡ଼ ପୌରପରିଷଦ ଅଡିଟୋରିୟମ୍ ପରିସରରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଗୌରବର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି

କର୍ମରେ ପ୍ରମାଣ, ବିକାଶରେ ପରିଚୟ — ଆମ ବଲାଙ୍ଗୀର

ସ୍ୱାୟତ୍ତ ଶାସନ ଦିବସରେ ବଲାଙ୍ଗୀର ପୌର ପରିଷଦକୁ ଅଭିନନ୍ଦନ ବଲାଙ୍ଗୀର: ସ୍ୱାୟତ୍ତ ଶାସନ ଦିବସର ଗୌରବମୟ ଅବସରରେ ବଲାଙ୍ଗୀର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମସ୍ତ କାଉନସିଲର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ବେହେରାଙ୍କୁ ବିଭିନ୍ନ ମହଲରୁ ହାର୍ଦ୍ଦିକ

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର

ବିପୁଳ ପରିମାଣର ଦେଶୀ ମଦ ସହିତ ପିକଅପ ଓ ମୋଟର ସାଇକେଲ ଜବତ, ୦୨ ଗିରଫ ।

ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ଉପ-ଅଧିକ୍ଷକ ଶ୍ରୀମତୀ ସ୍ୱପ୍ନାରାଣୀ ସାହୁ ଏବଂ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ

ଅଂଗ ପ୍ରତିରୋପଣ ପାଇଁ ଅଂଗ ଅଭାବ: ଭାରତରେ ପ୍ରତିଦିନ ହାରାହାରି ୨୦ ଜଣଙ୍କ ମୃତ୍ୟୁ

ସମ୍ମମ ପକ୍ଷରୁ ‘ଅଂଗଦାନ ମହୋତ୍ସବ’ ପାଳିତ ଭୁବନେଶ୍ୱର, ଅଗଷ୍ଟ ୩୧: ଜୀବନ ରକ୍ଷାକାରୀ ଅଂଗ ପ୍ରତିରୋପଣ ନିମନ୍ତେ ଆବଶ୍ୟକ ମାତ୍ରାର ଅଂଗର ଘୋର ଅଭାବ ଯୋଗୁଁ ଭାରତରେ ପ୍ରତିଦିନ ହାରାହାରି ୨୦ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଛି । ଅଂଗଦାନର ଗୁରୁତ୍ୱ ସଂପର୍କରେ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି

ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଶ୍ୱସ୍ତି

ସରକାରୀ ମେଡିକାଲ ଓ ଇଞ୍ଜିନିଅରିଙ୍ଗ୍‌ କଲେଜରେ ଆଡ୍‌ମିଶନ୍ ବେଳେ ଏବଂ ୬ ମାସ ପର୍ଯ୍ୟନ୍ତ ଟିଉସନ୍ ଓ ଅନ୍ୟାନ୍ୟ ଫି ଡିପୋଜିଟ୍‌ କରିବାକୁ ପଡ଼ିବ ନାହିଁ ସ୍କଲାରସିପ୍ ଟଙ୍କା ପାଇଲା ପରେ ଆଡ୍‌ମିଶନ୍ ଓ ଟିଉସନ୍ ଫି ଦେବେ, ଖୁବ୍ ଶୀଘ୍ର ଜାରି ହେବ ମାର୍ଗଦର୍ଶୀକା ଭୁବନେଶ୍ୱର, ୩୧

ପାରାଦୀପ ପୌରପାଳିକା ପକ୍ଷରୁ ଏଏମ୍/ଏନ୍ଏସ୍ ପୋର୍ଟସକୁ ସିଏସଆର ଉତ୍କର୍ଷ ସମ୍ମାନ ପ୍ରଦାନ

ପାରାଦୀପ, ୩୧ ଅଗଷ୍ଟ ୨୦୨୬: ପୌରପାଳିକା ଅଞ୍ଚଳରେ ସିଏସଆର ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏଏମ/ଏନଏସ ପୋର୍ଟସ୍ କୁ ସ୍ଥାନୀୟ ସ୍ୱାୟତ୍ତ ଶାସନ ଦିବସ ୨୦୨୬ ଅବସରରେ ପାରାଦୀପ ପୌରପାଳିକା ପକ୍ଷରୁ ସମ୍ମାନଜନକ ସିଏସଆର ଉତ୍କର୍ଷ ସମ୍ମାନ ୨୦୨୬