ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ ପାଳିତ

ଜଗତସିଂହପୁର,ତା-୨୬.୦୬.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଠାରେ ଅବକାରୀ ବିଭାଗ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ସେବନ ଓ ଅବୈଧ ଚୋରା ଚାଲାଣ ବିରୋଧ ଦିବସ…

ପୂର୍ବ ଶତ୍ରୁତାରୁ ମହାଭାରତ !! ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ବ ଶତ୍ରୁତାକୁ ନେଇ ଏକ ମହିଳାଙ୍କୁ ଗାଁ ଦାଣ୍ଡରେ ନିର୍ବସ୍ତ୍ର କରିବା ସହ ମାଡ଼ ମାରି ଲହୁଲୁହାଣ କରିବା ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ମୋହନାର ଜେ.ଏମ୍.ଏଫ.ସି. ବିକାଶ କିରଣ ମିଶ୍ର ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୨୩…

ବୁଦ୍ଧିଜୀବୀ ସମ୍ମିଳନୀରେ ସରକାରଙ୍କ ଦୁଇ ବର୍ଷର ବିକାଶ କାର୍ଯ୍ୟର ଚିତ୍ର ଉପସ୍ଥାପନ

ଝାରସୁଗୁଡ଼ାରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ କୃଷି କ୍ଷେତ୍ରରେ ଉନ୍ନତି ଦାବି; ‘ବିକାଶର ଧାରା, ଓଡ଼ିଶା ସାରା’ ପୁସ୍ତକ ଲୋକାର୍ପିତ ଝାରସୁଗୁଡ଼ା, ୨୬ ଜୁନ:ଝାରସୁଗୁଡ଼ା ସହରର ବଢ଼େଇମୁଣ୍ଡାସ୍ଥିତ ଇଞ୍ଜିନିୟରିଂ ସ୍କୁଲ ପରିସରରେ ଶୁକ୍ରବାର ନିର୍ବାଚନମଣ୍ଡଳୀ ସ୍ତରୀୟ ବୁଦ୍ଧିଜୀବୀ…

ବିଶ୍ୱ ନିଶା ନିବାରଣ ଦିବସ ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ଉପରେ ଗୁରୁତ୍ୱ

ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ): ବିଶ୍ୱ ନିଶା ନିବାରଣ ଦିବସ ଏବଂ ଅବୈଧ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧୀ ଆନ୍ତର୍ଜାତୀୟ ଦିବସ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।…

ମହରମ୍ ଅବସରରେ ହୁସୈନୀ ଜାନିସାର କମିଟିର ତତ୍ତ୍ୱାବଧାନରେ ବାଲେଶ୍ୱର ସହରର ୧୦ଟି ମହଲ୍ଲାରୁ ବାହାରିଲା “ହୁସୈନୀ…

ବାଲେଶ୍ୱର: ମହରମ୍ ଅବସରରେ ହଜରତ ଇମାମ ହୁସେନ (ରଜି.)ଙ୍କ ମହାନ ତ୍ୟାଗ, ବଳିଦାନ ଓ ସତ୍ୟ-ନ୍ୟାୟର ଅମର ବାର୍ତ୍ତାକୁ ସମାଜରେ ପ୍ରଚାର କରିବା ଉଦ୍ଦେଶ୍ୟରେ ବାଲେଶ୍ୱରର ଦଶ ଟି ମହଲ୍ଲାରୁ ହୁସୈନୀ ଜାନିସାର କମିଟିର ତତ୍ତ୍ୱାବଧାନରେ ଏକ ଗମ୍ଭୀର ଓ ଶ୍ରଦ୍ଧାଭରା "ହୁସୈନୀ ଶୋଭାଯାତ୍ରା" ଅନୁଷ୍ଠିତ…

ଝାରସୁଗୁଡ଼ାରେ ଭାଜପାର ମିଶ୍ରଣ ପର୍ବ: ଶତାଧିକ ନେତା ଓ କର୍ମୀଙ୍କ ଦଳରେ ଯୋଗଦାନ

ଝାରସୁଗୁଡ଼ା:ଝାରସୁଗୁଡ଼ା ସହରର ବିଟିଏମ୍ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଶୁକ୍ରବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଏବଂ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ବିଭିନ୍ନ ଅଞ୍ଚଳର ଶତାଧିକ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ…

୩୫ତମ ଓ ୩୬ତମ, ​ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

 ୨୦୨୩ ବର୍ଷ ପାଇଁ ଶ୍ରୀ ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ ଏବଂ ୨୦୨୪ ବର୍ଷ ପାଇଁ ଶ୍ରୀମତୀ ନମ୍ରତା ଦାସ ପାଇଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସମ୍ମାନ । ୬୨ଟି ବିଭାଗରେ ସମ୍ମାନିତ ହେଲେ ଚଳଚ୍ଚିତ୍ର କଳାକାର କଳିଙ୍ଗ ଷ୍ଟୁଡ଼ିଓକୁ ଦେଶର ଏକ ପ୍ରମୁଖ ଡିଜିଟାଲ୍ ଏବଂ…

ଓଡ଼ିଶାରେ ଜିଓର ଦବଦବା: ମଇ ମାସରେ ରାଜ୍ୟରେ ନୂଆ ମୋବାଇଲ୍ ଉପଭୋକ୍ତା ଯୋଡିଥିବା ଏକମାତ୍ର ସେବା ପ୍ରଦାନକାରୀ ହୋଇଛି…

- ୧ କୋଟି ୮୮ ଲକ୍ଷରୁ ଅଧିକ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସହିତ ଜିଓ ୱାୟାରଲେସ୍, ୱାୟାରଲାଇନ୍ ଏବଂ ଏଫଡବ୍ଲୁଏ କ୍ଷେତ୍ରରେ ଓଡ଼ିଶାରେ ଏକ ନମ୍ବର - ମଇ ମାସରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଛି ଜିଓ, ହଜାର…

ସ୍କୁଲ ବହି ତ୍ରୁଟି ପାଇଁ ଗଠିତ କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କଲେ:କମିଟିର ସୁପାରିଶ ଅନୁଯାୟୀ…

ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟର (Teachers Training & SCERT) ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହିତ ତିନି ଜଣ ସହକାରୀ ନିର୍ଦେଶକ ନିଲମ୍ବିତ ୬ ଜଣ ସହକାରୀ ନିର୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପିଲାଙ୍କ ଶିକ୍ଷା ପାଇଁ କମିଟିର ୧୪ ଟି ସୁପାରିଶ…

ଟିପିଏସ୍ଓଡିଏଲ ତରଫରୁ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ

• କର୍ମଚାରୀଙ୍କ ମିଳିତ ପ୍ରୟାସରେ ୨୫୦କି.ଗ୍ରାରୁ ଅଧିକ ଆବର୍ଜନା ସଂଗ୍ରହ ବ୍ରହ୍ମପୁର, ଜୁନ୍ : ପରିବେଶ ସଂରକ୍ଷଣ ଏବଂ ସମାଜ କଲ୍ୟାଣ ଲକ୍ଷ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଗଞ୍ଜାମ ଜିଲ୍ଲାସ୍ଥିତ ସୋନାପୁର ବେଳାଭୂମିରେ ସଫେଇ ଅଭିଯାନ…