Sign in
Sign in
Recover your password.
A password will be e-mailed to you.
ଖଇନି ପାଇଁ ଫାଇନ
ଯାଜପୁର/ଜୟଶଙ୍କର ଦାଶ : ପାନ,ଗୁଟକା ଭଳି ସ୍ୱାସ୍ଥ୍ୟ ହାନିକାରକ ଦ୍ରବ୍ୟ ଗୁଡିକୁ ବର୍ଜନ ପାଇଁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ୱାର ନିବେଦନ ଓ ଅବଗତ କରାଯାଊଥିଲେ ମଧ୍ୟ ତାହାକୁ ଅନେକ ଊଲଙ୍ଘନ କରୁଥିବା ସବୁବେଳେ ଦେଖିବାକୁ ମିଳିଥାଏ । କେତେକ ବ୍ୟକ୍ତି ଏହାକୁ ଏକ ଖାନ୍ଦାନୀ…
ପ୍ରତ୍ୟେକଙ୍କ ଘରେ ପାଇଖାନା ଏକ ସମ୍ମାନ ଓ ସଭ୍ୟତାର ପ୍ରତୀକ: ଜିଲ୍ଲାପାଳ ।
ଯାଜପୁର(ଜୟଶଙ୍କର ଦାଶ) :ପ୍ରତ୍ୟେକଙ୍କ ଘରେ ପାଇଖାନା ଏକ ସମ୍ମାନ, ସଭ୍ୟତା ଓ ସ୍ୱାଭିମାନର ପ୍ରତୀକ । ଆମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆହୁରି ୪୩ ଶତାଂଶ ପାଇଖାନା ନିର୍ମାଣର ଆବଶ୍ୟକତା ରହିଚ୍ଥି । ତେଣୁ ପାଇଖାନା ପାଇଁ ଆଊ ଏକ ବିପ୍ଳବର ଆବଶ୍ୟକତା ରହିଚ୍ଥି ବୋଲି ଜିଲ୍ଲାପାଳ ରଂଜନ…
ଦିବ୍ୟାଙ୍ଗ ମାନେ ଦୟାର ପାତ୍ର ନୁହଁନ୍ତି : ଜିଲ୍ଲାପାଳ ।
ଯାଜପୁର(ଜୟଶଙ୍କର ଦାଶ) : ସମସ୍ତ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଦିବ୍ୟାଙ୍ଗ ମାନଙ୍କ ସୁବିଧା ପାଇଁ ରା଼ମ୍ପ ହେବା ବାଧ୍ୟତାମୂଳକ ବୋଲି ସରକାର ଆଇନ ପ୍ରଣୟନ କରିଚ୍ଥନ୍ତି । ଚଳିତ ନଭେମ୍ୱର ୧୫ ତାରିଖ ସୁଦ୍ଧା ସବୁଠାରେ ର୍ୟାମ୍ପ ହୋଇଥିବା ଜରୁରୀ । ଏହି ତାରିଖ ପରେ ଜିଲ୍ଲା…
ଜିଲ୍ଲା ମହୋତ୍ସବ “ଯଯାତି“ ନଭେମ୍ୱର ୧୮ ରୁ ।
ଯାଜପୁର/jayshankar dash : ଜିଲା ମହୋତ୍ସବ “ଯଯାତି“ ସପ୍ତମ ଥର ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଊଚ୍ଥି । ଚଳିତ ବର୍ଷ ନଭେମ୍ୱର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଏହା ଆୟୋଜିତ ହେବ । ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ …
ମୁଁ ଖାଣ୍ଟି ବିଜେପି : ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଜେପି ପାଇଁ କାର୍ଯ୍ୟ କରୁଥିବି – ରାଜକିଶୋର ଦାସ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଁ ଖାଣ୍ଟି ବିଜେପି । ମୟୂରଭଞ୍ଜ ଜିଲ୍ଲାରେ ବିଜେପିକୁ ନିଜ ହାତରେ ଗଢ଼ିବା ସହିତ କିଛି ନେତା ମଧ୍ୟ ତିଆରି କରିଛି । ମୋର ଶରୀର ଓ ଆତ୍ମା ବିଜେପିରେ ରହିଛି ଓ ଆଗକୁ ମଧ୍ୟ ରହିଥିବ । କେନ୍ଦ୍ର ଓ ରାଜ୍ୟ ନେତାମାନେ ମୟୂରଭଞ୍ଜ ଜିଲ୍ଲାରେ ମୋର ନେତୃତ୍ୱ ପ୍ରତି…
ମହରମ ଓ ଗଣେଶ ଭସାଣି ଶୋଭାଯାତ୍ରା ପାଇଁ ଦାବୀକଲା କଂଗ୍ରେସ
ଭଦ୍ରକ/ସତ୍ୟ ସ୍ୱାମୀ : ଭଦ୍ରକର ମହରମ ଓ ଗଣେଶ ଭସାଣି ଶୋଭଯାତ୍ରାକୁ ନେଇ ହିନ୍ଦୁ, ମୁସ୍ଲିମ ଉଭୟ ସଂପ୍ରଦାୟର ହିତାକାଙ୍କ୍ଷୀ, ଦାୟିତ୍ୱବାନ ନାଗରିକମାନେ ଏବଂ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ମୁସ୍ଲିମ ଜମାତର କର୍ମକର୍ତ୍ତାମାନଙ୍କ ବାରମ୍ବାର ନିବେଦନ ଓ ଆଲୋଚନା ସତ୍ତ୍ୱେ ପ୍ରଶାସନ…
ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ବଲାଙ୍ଗିର/ନିରୋଜ ମିଶ୍ର - ସ୍ଥାନୀୟ କଦମପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଦକ୍ଷିଣ-ପଶ୍ଚିମ ସମ୍ଭାଗର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ସନାତନ ଠାକୁର,…
ପ୍ରବାସେ ମାଟିର ବାସ : ଓମାନରେ ନୁଆଖାଇ ଭେଟଘାଟ
ଓମାନରୁ ଉମେଶ ପାଣିଗ୍ରାହୀ/ ପଦ୍ମପୁରରୁ ନୀଳ ଦୀପ : ପ୍ରବାସରେ ରହି ବି ଭୁଲିନଥିଲେ ଓଡିଆମାନେ ମହାନ ଗଣପର୍ବ ନୂଆଖାଇ ପାଳିବାକୁ | ଅସୀମ ଉତ୍ସାହ ଓ ଉଦିପନା ସହ ଓମାନରେ ବସବାସ କରୁଥିବା ପ୍ରବାସୀ ପ୍ରବାସୀ ପଶ୍ଚିମ ଓଡିଶାଭାଇ ଓ ଭଉଣୀ ମାନେ ନୂଆଖାଇ ପାଳନ କରିବା ସହ ପାର୍ବଣ ମୁଖର ହୋଇ…
ରାଜବୋଡାସମ୍ବର ଉପ-ଡାକଘର ପକ୍ଷରୁ ସ୍ୱଚ୍ଛତା ଅଭିଜାନ
ପଦ୍ମପୁର(Nila Deep)- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ଥିତ ରାଜବୋଡାସମ୍ବର ଉପ-ଡାକଘର ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛତା ଉପରେ ନିଜର…
ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଇଁ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ।
ଯାଜପୁର/Jayashankar Dash :ଯାଜପୁର ଜିଲ୍ଲା ସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସ୍କୁଲ ପରିସରରେ ଜିଲ୍ଳ୍ା ସୂଚନା ଓ ଲୋକ…