ଧର୍ମେନ୍ଦ୍ରଙ୍କ ସ୍ୱାଗତ ପାଇଁ ପଦ୍ମପୁର ପ୍ରସ୍ତୁତ 

ପଦ୍ମପୁତ୍ର/ ନୀଳ ଦୀପ :   ପଦ୍ମପୁର ଆସୁଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ବ୍ୟାପି ଚାଲି ଥିବା ଜନ ସମ୍ପର୍କ ପଦଯାତ୍ରାରେ ଯୋଗ ଦେବା ପାଇଁ ପଦ୍ମପୁର ଆସୁଛନ୍ତି କେନ୍ଦ୍ର ମନ୍ତ୍ରୀ। ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ପଦ୍ମପୁର ଗସ୍ତକୁ…

Uco bank ATM ରେ ଡକାୟତି ଉଦ୍ୟମ

ବରଗଡ/ଗୌରାଙ୍ଗ ଦାଶ  :- ବରଗଡ ଜିଲ୍ଲାର ର ପାଇକମାଲ ରେ ଅବସ୍ଥିତ UCO ବ୍ୟାଙ୍କ ର ATM ରେ ଗତ ରାତିରେ ଏକ ବିରାଟ ଧରଣ ର ଡକାୟତି ଉଦ୍ୟମ କରାଯାଇଛି । ଡକାୟତ ମାନେ ATM ମେସିନ କୁ ଭାଙ୍ଗି ଦେଇଥିବା ବେଳେ ଏକ ବେଟ୍ରି ନେଇଯାଇଥିବା ଜଣା ପଡ଼ିଛି । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂଚନା ପରେ…

ଆଗାମୀ ନିର୍ବାଚନ ଓଡିଆ ଲୋକଙ୍କ ପାଇଁ ଜବାବ ମାଗିବାର ନିର୍ବାଚନ ହେବ-ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱରରେ ବିଜେପିର ଜନପରାମର୍ଶ ପଦଯାତ୍ରା ଓ ସାଧାରଣ ସଭା "ସୁନା ଚାମଚ ଧରି ଜନ୍ମ ନେଇଥିବା ଲୋକ ଗରିବ ଲୋକମାନଙ୍କର ଦୁଃଖ ବୁଝିପାରିବେନି , ମାତ୍ର ବାସନମଜାଳି, ଚା ବିକାଳି ଘରର ପୁଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବଙ୍କ ଦୁଃଖ ବୁଝୁଛନ୍ତି" ଭୋଗରାଇ/ ଭୁବନେଶ୍ୱର(UJJWAL kAR) -…

ସୂର୍ଯ୍ୟଙ୍କ ଅଭିଯୋଗ ପତ୍ରର ଉତରରେ ଚିଠି ଲେଖିଲେ ଧର୍ମେନ୍ଦ୍ର 

- ଖବର କାଗଜ ରିପୋର୍ଟ ଉପରେ ଲେଖାଯାଇଥିବା ଚିଠି ସମ୍ପୂର୍ଣ୍ଣ ଭ୍ରମାତ୍ମକ ତଥ୍ୟ ଉପରେ ପର୍ଯ୍ୟବେସିତ  - ସବୁ ଗରିବ ପରିବାରକୁ ଏଲପିଜି ସଂଯୋଗ ଦେବାରେ ସହଯୋଗର ହାତ ବଢାଇବାକୁ ଅନୁରୋଧ ନୂଆଦିଲ୍ଲୀ /ଭୁବନେଶ୍ୱର - ଉଜ୍ଜ୍ୱଳା ଯୋଜନା ଓଡ଼ିଶାରେ ବିଫଳ ହେବା ନେଇ ଯୋଗାଣ ମନ୍ତ୍ରୀ…

ଖଣି ପ୍ରଭାବିତ ଅଞ୍ଚଳରେ ରୁଙ୍ଗଟାର ସିଏସଆର କାର୍ଯ୍ୟକ୍ରମ :  ଶିକ୍ଷାର ମାନ ଅଭିବୃଦ୍ଧି ନିମନ୍ତେ ରୁଙ୍ଗଟାର ଉଦ୍ୟମ…

ଯୋଡା/ବଡ଼ବିଲ (ଚିତ୍ତ ରଞ୍ଜନ କର)  ଖଣି ପ୍ରଭାବିତ ଅଂଚଳରେ  ଶିକ୍ଷା ମାନର ଅଭିବୃଦ୍ଧି ତଥା ଶିକ୍ଷା ଭିତ୍ତିଭୂମିର ବିକାଶ ନିମନ୍ତେ ରୁଙ୍ଗ୍ଟା କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଜାରି ରଖିଛି | ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିଃ ଅଧୀନରେ ପରିଚାଳିତ ସାନଇନ୍ଦୁପୁର ଲୌହ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ଉଦଯାପିତ

ଗାଇସିଲାଟ/କେଦାର ନାଥ ସାହୁ  :ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।ଗାଇସିଲାଟ ଖେଳ ପଡ଼ିଆଠାରେ ଚାଲିଥିବା ଦ୍ବି ଦିବସିୟ ବାର୍ଷିକ କ୍ରୀଡା ସମାରୋହ ଆଜି ଉଦଯାପିତ ହୋଇଯାଇଛି ।ପ୍ରାତଃ ପର୍ଯ୍ୟାୟ ଖେଳକୁ ଅବସରପ୍ରାପ୍ତ ସେନାକର୍ମଚାରୀ …

ବିଜୁ କୃଷକ ଜନତା ଦଳ ପୁନର୍ଗଠିତ :  ପ୍ରସନ୍ନ ସଭାପତି, ପ୍ରତାପ ମହାସଚିବ 

ଭୁବନେଶ୍ୱର : ପୂର୍ବ ଘୋଷିତ ସମସ୍ତ ଆଦେଶନାମାକୁ ବାଦ୍ ଦେଇ ଆଜି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳର ରାଜ୍ୟ ସଭାପତି ଭାବେ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟକୁ ନିଯୁକ୍ତ କରିଥିବା ବେଳେ ମହାସଚିବ ଭାବେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ନିଯୁକ୍ତି…

ଆଗରୁ ଗର୍ଜୁଥିଲେ : ଏବେ ତିତିଲି କ୍ଷତିପୂରଣ କେନ୍ଦ୍ର ନଦେବାବେଳେ ରାଜ୍ୟ ବିଜେପି ଚୁପ କାହିଁକି : ବିଜେଡି 

ଭୁବନେଶ୍ୱର : ତିତିଲି ବାତ୍ୟା ପରେ ପ୍ରଭାବିତ ଅଞ୍ଚଳଗୁଡିକ ପରିଦର୍ଶନ କଲା ରାଜ୍ୟ ବିଜେପି । ରାଜ୍ୟ ସରକାରଙ୍କୁ ନିନ୍ଦିତ ଓ ଅପମାନିତ କରିବା ପାଇଁ ଅନେକ ଅପଚେଷ୍ଟା କଲେ ରାଜ୍ୟ ବିଜେପିର ସଦସ୍ୟମାନେ । ଏପରିକି ଅନେକ କୁମ୍ଭୀର କାନ୍ଦଣା କଲେ । କିନ୍ତୁ ଯେତେବେଳେ କେନ୍ଦ୍ର ସରକାର ତିତିଲିର…

ସିପିଆଇ କର୍ମକର୍ତ୍ତାଙ୍କୁ ଭେଟିଲେ କଳିକେଶ-କୁଳମଣି 

ଭୁବନେଶ୍ୱର,: ବିଜେଡିର ଏକ ପ୍ରତିନିଧି ଦଳ ଆଜି ଦିଲ୍ଲୀ ଠାରେ ସିପିଆଇ କର୍ମକର୍ତ୍ତାଙ୍କୁ ସାକ୍ଷାତ କରିଛନ୍ତି । ବିଜେଡି ତରଫରୁ ସାଂସଦ ଶ୍ରୀ କଳିକେଶ ନାରାୟଣ ସିଂହଦେଓ ଓ ଶ୍ରୀ କୁଳମଣି ସାମଲ ସିପିଆଇର ଜାତୀୟ ସଂପାଦକ ତଥା ସାଂସଦ ଡି. ରାଜାଙ୍କୁ ଭେଟି ସଂସଦ ଓ ସମସ୍ତ ବିଧାନସଭାରେ…

ବସ -ଟ୍ରକ ମୁହାଁ ମୁହିଁ, 7 ଆହତ

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ରୁ ଭୁବନେଶ୍ବର ଯାଉଥିବା ବେଳେ ମଣିବାବା ବସ ଆଉ ଟ୍ରକ ମଧ୍ୟ ରେ  ଧକ୍କା ହେଇ ୭ଜଣ ଗୁରୁତର ଆହତ ହୋଇ କଟକ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି ।କଟକ ଆଠଗଡ଼ ପାଖରେ ଏହି ଦୁର୍ଘଟଣା ଘଟିଥିବା ଖବର ମିଳିଛି ।