ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିର ବାର୍ଷିକୋତ୍ସବ 

ବଲାଙ୍ଗିର(ନିରୋଜ ମିଶ୍ର)- ଜ୍ଞାନଜ୍ୟୋତି ତପୋବନ ଶିକ୍ଷା ମନ୍ଦିରର ତୃତୀୟ ବାର୍ଷିକୋତ୍ସବ  ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଜେଡି ଅର୍କେଶ ନାରାୟଣ ସିଂଦେଓ, ସମ୍ମାନୀତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର, ଏବିଇଓ…

  “ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ପିଠା ଯୋଜନା ବାସି ପିଠା”

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ପଦ୍ମପୁର ଗସ୍ତ  । ପଦ୍ମପୁର/ନୀଳ ଦୀପ  ବରଗଡ ଜିଲ୍ଲା ପଦ୍ମପୁର ରେ କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ ସମ୍ପର୍କ ପଦ ଯାତ୍ରା ରେ ଯୋଗ ଦେଇଥିଲେ । ପଦ୍ମପୁର ଶତିଭଟା ଏରୋଡ୍ରାମ ଫିଲ୍ଡରେ କେନ୍ଦ୍ର…

ପାଇକମାଲ ପୋଲିସକୁ ବଡ ସଫଳତା ଧରା  ପଡିଲେ 2 ସନ୍ଦିଗ୍ଧ ATM ଲୁଟେରା

ବରଗଡ/ଗୌରାଙ୍ଗ ଦାଶ   ବରଗଡ ଜିଲ୍ଲାର ପାଇକମାଲ ରେ ଥିବା ୟୁକୋ  ବ୍ୟାଙ୍କ ଏଟିଏମ ଲୂଟ ଉଦ୍ୟମ ମାମଲାରେ ଆଜି ପାଇକମାଲ ପୋଲିସ 2 ସନ୍ଦିଗ୍ଧ ଯୁବକ ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଗତ ରାତି ଆଜି ଭୋର ରୁ ପାଇକମାଲ ୟୁକୋ  ବ୍ୟାଙ୍କ ନିକତସ୍ତ ଏଟିଏମ କୁ କିଛି ଯୁବଜ ଲୂଟ…

“ଆଦିବାସୀ ନେତା ସ୍ବର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ହତ୍ୟାକାରୀଙ୍କୁ ଧରିବାରେ ସରକାର ବିଫଳ”

ରାୟଗଡ଼ାରୁ ସରୋଜ କୁମାର ସାହୁ , ପୂର୍ବତନ ୱାର୍ଡ ମେମ୍ବର ତଥା ଆଦିବାସୀ ନେତା ସ୍ବର୍ଗତ ଭାଗିରଥି ମାଣ୍ଡାଙ୍ଗିଙ୍କ ଅଷ୍ଟତମ ଶ୍ରାଦ୍ଧ ବାର୍ଷିକୀରେ ଜିଲ୍ଲା ଆଦିବାସୀ ମହାସଂଘ ସ୍ଥାନୀୟ ତେଜସ୍ୱି ହୋଟେଲର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା । ଉକ୍ତ ସାମ୍ବାଦିକ…

ହାତୀ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଜେ.ଏମ୍.ଏମ୍. ପୁଣି ହରତାଳର ଚେତାବନୀ

ଶାସକ ପ୍ରଶାସକ (ବାରିପଦା) -ପଡୋଶୀ ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ବିଗତ ୧୦ ବର୍ଷ ଧରି ଓଡିଶା ମୟୂରଭଞ୍ଜ ଜିଲ୍ଲାର ମୁଖ୍ୟତଃ ମରୋଡା, ଶୁଳିଆପଦା ଓ ରାସଗୋବିନ୍ଦପୁର ବ୍ଲକ୍ ମଧ୍ୟ ଦେଇ ବର୍ଷତମାମ୍ ଶତାଧିକ ହାତୀ ପ୍ରବେଶ କରି ଏହି ସମସ୍ତ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଓ ଧନଜୀବନ, ଚାଷବାସ…

୭ମ ନିଯୁକ୍ତି ମେଳାରେ ବିଭିନ୍ନ କମ୍ପାନୀ ଦ୍ୱାରା ୮୮୧ ଜଣଙ୍କୁ ନିଯୁକ୍ତି –

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲା ପ୍ରଶାସନ ଓ ରାଜ୍ୟ ନିଯୁକ୍ତି ମିଶନର ମିଳିତ ଆୟୋଜନ କ୍ରମେ ବାରିପଦା ଉପଖଣ୍ଡସ୍ଥିତ ବାରିପଦା, ଶାମାଖୁଣ୍ଟା, ବଡ଼ସାହି, ବେତନଟୀ, ମୋରଡ଼ା, ରାସଗୋବିନ୍ଦପୁର, ଶୁଳିଆପଦା, କୁଳିଅଣା, ବାଙ୍ଗିରିପୋଷି, ସାରସକଣା, ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଲକ…

୭ମ ପୁସ୍ତକ ମେଳା ଉଦଘାଟିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ବାରିପଦା ଛଉପଡ଼ିଆ ପରିସରରେ ବାରିପଦା ପୁସ୍ତକ ମେଳା କମିଟି ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି ୭ମ ପୁସ୍ତକ ମେଳା । କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟକ ଭାବେ ଯୋଗ ଦେଇ ଆନୁଷ୍ଠାନିକ  ଭାବେ…

ଖାଇବାକୁ ନ ପାଇ ହଷ୍ଟେଲ ଛାଡି ରାସ୍ତାରେ ୧୦ ଜଣ ଛାତ୍ର 

ବାରିପଦା/ଦିଲ୍ଲୀପ ମହାନ୍ତି  :  ଖାଇବାକୁ ନ ପାଇ ହଷ୍ଟେଲ ଛାଡିଲେ ୧୦ ଜଣ ଛାତ୍ର । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଅଛି ମୟୁରଭଞ ଜିଲା ଯଶିପୁର ବ୍ଲକ କେଟରା ପ୍ରାଥମିକ ବିଦ୍ୟାଳୟରେ । ଆଜି ସକାଳୁ ହଷ୍ଟେଲ ଛାଡି ୧୦ ଜଣ ଛାତ୍ର ରାସ୍ତାରେ ଚାଲିଚାଲି ଯାଉଥିବା ସମୟରେ ପାଖାପାଖି ୫ କିଲୋମିଟର…

5କଳିଙ୍ଗନଗର ପୁସ୍ତକ ମେଳା ଅନୁଷ୍ଠିତ 

 ବ୍ୟାସନଗର ରୁ ବିଶ୍ୱଜିତ ମାଝୀ . ଯାଜପୁର ରୋଡ ବ୍ୟାସନଗର ସ୍ଥିତ ରାଜୀବଗାନ୍ଧି ଷ୍ଟାଡିୟମଠାରେ ୫ମ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଯୁବ ମହୋତ୍ସବ ଓ କଳିଙ୍ଗ ନଗର ପୁସ୍ତକ ମେଳା କୁ ଉଦଘାଟନ କରିଥିଲେ ଏସପି ଚରଣସିଂହ ମୀନା କଳିଙ୍ଗନଗର ପୁସ୍ତକମେଳା କମିଟି ସଭାପତି ବିଦ୍ୟାଧର ମହାନ୍ତିଙ୍କ…

୧୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ

PARALAKHEMUNDI/BALAKRISHA PANIGRAHI : ରା.ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଜପତି ଠାରେ ଚତୁର୍ଦ୍ଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ, ଓୟୁଏଟିର  ଯୁଗ୍ନ ନିର୍ଦ୍ଦେଶକ ଡ: ପ୍ରସଞ୍ଜିତ…