Sign in
Sign in
Recover your password.
A password will be e-mailed to you.
ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର : ଶିବିରାର୍ଥୀ ହଟହଟା
ନୂଆପଡା/ପ୍ରିୟବ୍ରତ ପଣ୍ଡା
ବୋଡେ଼ନ ବ୍ଲକ ସଦର ମହକୁମାରେ ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲା । ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ, ବ୍ଲକ ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହୀ ,ଡି ଏସ ଏସ ଓ ସୁଚିତ୍ରା ନନ୍ଦ ,ଭିନ୍ନକ୍ଷମ ସଂଗଠନ ନୂଆପଡା ର…
ପାରମ୍ପରିକ ମାଟି କଳା ପୁନରୁଦ୍ଧାର ପାଇଁ ମାଟି କଳା ବୋର୍ଡ ଗଠନ ହେଉ : ରାଜୁ ଘିବେଲା
ପଦ୍ମପୁର/ନିଳ ଦୀପ
ଦୀର୍ଘ ତିନିଦିନ ଧରି କପସିଲା କୋରାଲ ମଣ୍ଡପଠାରେ ଶ୍ରୀଯୁକ୍ତ ହରିବୋଲ ରଣାଙ୍କ ସଭାପତିତ୍ୱରେ ଚାଲିଥିବା ପଦ୍ମପୁର ବ୍ଳକ ସ୍ତରୀୟ କୋରାଲ ପୂଜାର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ଯୁବନେତା ତଥା ଜଣ ଶୁଣା ସମାଜସେବୀ ଶ୍ରୀଯୁକ୍ତ ରାଜୁ ଘିବେଲା ମୁଖ୍ୟ ଅତିଥି…
ଓଡ଼ିଆ ସାଉଣ୍ଡ ଇଞ୍ଜିନିୟର ସୁବାଷ ସାହୁଙ୍କ ଫିଲ୍ମ ମାଲ୍ଟା ଚଳଚ୍ଚିତ୍ର ଉତ୍ସବ ନିମନ୍ତେ ମନୋନୀତ ।
ଭୁବନେଶ୍ୱର : ଓଡ଼ିଆ ପୁଅଙ୍କ କମାଲ୍ । ବଲିଉଡ୍ର ପ୍ରଖ୍ୟାତ୍ ସାଉଣ୍ଡ ଇଞ୍ଜିନିୟର ସୁବାଷ ସାହୁଙ୍କର ଡକ୍ୟୁମେଂଟାରୀ ଫିଲ୍ମ “ଦି ସାଉଣ୍ଡ ମ୍ୟାନ୍ ମଙ୍ଗେସ୍ ଦେଶାଇ” ମାଲ୍ଟା ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଛି । ଏହି ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେବା ପାଇଁ…
ଖୁବ ଶୀଘ୍ର ୧୯୫୦ ଜଣ ସହକାରୀ ସର୍ଜନ ପଦବୀରେ ନିଯୁକ୍ତି
ନାମ ସୁପାରିଶ କରିବାକୁ ଓଡିଶା ଲୋକସେବା ଆୟୋଗଙ୍କୁ ଅନୁରୋଧ କଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର(ଶାସକ ପ୍ରଶାସକ)
ରାଜ୍ୟରେ ଖାଲିଥିବା ଗୃପ୍-ଏ (ଜୁନିୟର ବ୍ରାଂଚ)ର ୧୯୫୦ ଜଣ ମେଡିକାଲ ଅଫିସର ( ସହକାରୀ ସର୍ଜନ ) ନିଯୁକ୍ତି ପାଇଁ ନାମ ସୁପାରିଶ କରିବାକୁ ଓଡିଶା ଲୋକସେବା ଆୟୋଗକଙ୍କୁ…
ଚଳିତ ବର୍ଷ ୧୯ ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ – ଖୁବ୍ ଶୀଘ୍ର ଆଉ ୭ ଟି
ଭୁବନେଶ୍ୱର (ଶାସକ ପ୍ରଶାସକ) ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡରେ ଗତ କାଲି ଏକ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହାକୁ ମିଶାଇ ଚଳିତ ,୨୦୧୮-୧୯ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ ୧୯ ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି ଏବଂ ଖୁବଶୀଘ୍ର …
ଗ୍ରାମ ପାଞ୍ଚାୟତ ଧଉରାଭଟା ଗ୍ରାମ ଆନୁକୂଲ୍ୟରେ 37ତମ ମାଣବସା ଲଷ୍ମୀପୂଜା
ଝାରବନ୍ଧ(ଜଗଦଳପୁର)/ହେମସାଗର ସାହୁ
ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମ ପାଞ୍ଚାୟତ ଧଉରାଭଟା ଗ୍ରାମ ଆନୁକୂଲ୍ୟରେ 37ତମ ମାଣବସା ଲଷ୍ମୀପୂଜା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବକୁ ପୁଟୁକା ଗ୍ରାମର ଗଉତିଆ ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁଙ୍କ କରକମଲରେ ଶୁଭ ଉତଘାଟିତ ହୋଇଯାଇଛି। ଉକ୍ତ ଉତ୍ସବରେ…
ଶଙ୍ଖ ବଜାଇବାକୁ ଖୋଜି ନପାଇବାରୁ ମନ୍ତ୍ରୀ ଖପ୍ପା
ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍ଘାଟନ କଲେ ମନ୍ତ୍ରୀ ଆରୁଖ
ଗୁଣୁପୁର/ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନ କରିଥିଲେ । ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ରେ ୨ କୋଟି ୮୫ ଲକ୍ଷ…
କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ
ଭାସ୍କର କିଛି କରୁ ନାହାନ୍ତି ତ ରାମମୁର୍ତ୍ତିଙ୍କ ବିରୋଧରେ
ଗୁଣପୁରରୁ ସିଦ୍ଧାର୍ଥ ଦାଶ
ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନୀ ଉତ୍ସଵ ମଧ୍ୟରେ ଶାସକ ବିଜେଡ଼ି ଦଳର ଏକ ରାଜନୈତିକ ଦୃଷ୍ଟି କୋଣ…
ବରଗଡ଼ରେ ଏନ୍ସିପିସିଆର୍ ଟିମ୍, ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶେଲ୍ଟର୍ ହୋମ୍ରେ ତନାଘନା ।
ବରଗଡ଼/ଶାସକପ୍ରଶାସକ-ଢେଙ୍କାନାଳ ଜିଲା ବେଲଟିକିରିସ୍ଥିତ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଶେଲଟର୍ ହୋମରେ ଅନ୍ତେବାସିନୀଙ୍କୁ ଯୌନ ଶୋଷଣ ଘଟଣା ପଦାକୁ ଆସିବା ପରେ ଏହି ସଂସ୍ଥାର ଶାଖା ଗୁଡ଼ିକରେ ଛାନଭିନ୍ କରାଯାଉଛି। ଏହି କ୍ରମରେ ଶୁକ୍ରବାର ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍ସିପିସିଆର୍)…
ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପ୍ରଚାର ସର୍ବସ୍ୱ : ବିଜେଡି
ଭୁବନେଶ୍ୱର: ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଚିଠି ଲେଖିଛନ୍ତି, ତାହା ପ୍ରଚାର ସର୍ବସ୍ୱ । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଏବଂ ତାଙ୍କ ମନ୍ତ୍ରାଳୟମାନେ ରାଜ୍ୟ ସରକାରଙ୍କୁ…