ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର,ହତ୍ୟା ସନ୍ଦେହ

0

କୋମନା/ ଭାଗିରଥି ଭୋଇ  : ନୂଆପଡା ଜିଲ୍ଲା କୋମନା ବ୍ଲକ ସୋଳବନ୍ଧ ଗ୍ରାମର ଏକ ଆମ୍ବ ଗଛରୁ ଏକ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ଉଲଭା ଗ୍ରାମର ବୋଲି ଜଣାପଡିଛି । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଆତ୍ମହତ୍ୟା ର ରୂପ ଦେବା ପାଇଁ ଚେଷ୍ଟା କରିଛି ତାହା ସ୍ପଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି । 

Leave A Reply

Your email address will not be published.