ତୈଳ ଓ ଗ୍ୟାସ ପ୍ରକଳ୍ପ ପାଇଁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି 

୪ଟି ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଲେ ନୂଆଦିଲ୍ଲୀ/ଭୁବନେଶ୍ୱର ରାଜ୍ୟରେ ପ୍ରସ୍ତାବିତ କେନ୍ଦ୍ର ପେଟ୍ରୋଲିୟମ ବିଭାଗର ବିଭିନ୍ନ ପ୍ରକଳ୍ପ ରାଜ୍ୟର ସ୍ୱାର୍ଥ ବିଶେଷ ଭାବରେ ରାଜ୍ୟର ଯୁବପୀଢିଙ୍କ ପାଇଁ ଚାକିରୀ ଓ ରୋଜଗାର ସମ୍ଭାବନା ଆଣିଥିବା ବେଳେ ରାଜ୍ୟ…

ରାଜନାଥଙ୍କୁ ନବୀନଙ୍କ ଚିଠି :  ତିତିଲି କ୍ଷତିପୂରଣ ରାଶି ଜଲଦି ଦିଆଯାଉ 

ଭୁବନେଶ୍ୱର- ତିତଲି ବାତ୍ୟାରେ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଥିଲେ ହେଁ ବର୍ତମାନ ସୁଦ୍ଧା କ୍ଷତିର ଭରଣା ପାଇଁ କୌଣସି କେନ୍ଦ୍ରୀୟ ଅନୁଦାନ ଏ ପର୍ଯ୍ୟନ୍ତ ମିଳିନାହିଁ । ଅଥଚ ଅନ୍ୟ ରାଜ୍ୟ ମାନଙ୍କୁ ଇତି ମଧ୍ୟରେ କେନ୍ଦ୍ରୀୟ ଅନୁଦାନ ମିଳି ସାରିଛି । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ କ୍ଷତିଭରଣା ଲାଗି…

ଟାଟା ଷ୍ଟିଲ୍ ୟାଟସ୍ ଦ୍ୱାଦଶ  ସଂସ୍କରଣ ବିଜେତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

 ୨୦ ବିଜେତାଙ୍କୁ ୨୦୧୯ ମେ’ରେ ଇସ୍ରୋ ପରିଦର୍ଶନରେ ନିଆଯିବ  ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ପରିମାଣ ଗତବର୍ଷର ୩୨,୦୦୦ ତୁଳନାରେ ପାଖାପାଖି ଦୁଇ ଗୁଣ ବଢ଼ି ହୋଇଛି ୬୩,୦୦୦ ଭୁବନେଶ୍ୱର:  ଟାଟା ଷ୍ଟିଲର  ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ୨୦୧୮-୧୯ର ୧୨ତମ ସଂସ୍କରଣର ୨୦…

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ବୀଦିବସୀୟ ବାର୍ଷିକ କ୍ରୀଡା ଉଦଯାପିତ

ପଦ୍ମପୁର/ନିଳ ଦୀପ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଓ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳିମାରାଣୀ ମହାନ୍ତି ଓ ସାପଲହର ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ପବିତ୍ର ମୋହନ ପ୍ରଧାନ,ବରିକେଳ…

ରାଜ୍ୟସ୍ତରୀୟ ବସନ୍ତ ପାଲ ମେମୋରିଏଲ ଫୁଟବଲ:ବଲାଙ୍ଗିର ଏଫସି ବିଜୟୀ

ବଲାଙ୍ଗିର:  ବସନ୍ତ ପାଲ (ଘନା) ମେମୋରିଏଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ବଲାଙ୍ଗିର ମିଶନ ପଡିଆରେ ଦ୍ୱିତୀୟ ଦିବସ ମ୍ୟାଚରେ ବଲାଙ୍ଗିର ଏଫସି ୧-୦ ଗୋଲରେ ସମ୍ବଲପୁର ·ରବାଟି କୁହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲ କୁ ଉନ୍ନିତ ହୋଇଛି । ବିଜୟୀ ଦଳ ତରଫରୁ ମିଥୁନ ନାଏକ ଗୋଟିଏ ଗୋଳ ଦେଇଥିଲେ । ଖେଳକୁ…

 ଭଣ୍ଡାରିପୋଖରୀରେ ସତ୍ୟଙ୍କ ଶକ୍ତି ପ୍ରଦର୍ଶନ 

ବିଶାଳ ରାଲି ଓ ଯୁବ ଗର୍ଜନ ସମାବେଶ ପରେ ଭଣ୍ଡାରୀପୋଖରିରୁ ଲଢ଼ିବା ଥୟ ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ ସତ୍ୟ ନାୟକ କୋଉଠୁ ଲଢ଼ିବେ ! ଲୋକସଭା ନା ବିଧାନ ସଭା ନା ଲଢ଼ିବେନି !! ଏମିତି ଅନେକ ପ୍ରଶ୍ନ ଶୁଣିବାକୁ ମିଳୁଥିଲା ସାମ୍ବାଦିକରୁ ରାଜନେତା ପାଲଟି ଥିବା ସତ୍ୟ ପ୍ରକାଶ ନାୟକଙ୍କ ସମ୍ପର୍କରେ…

ତରଜଙ୍ଗା ଓ ଜଡତିରା ର ୨ ଭିନ୍ନକ୍ଷମଙ୍କୁ ହୁଇଲ୍ ଚେୟାର ପ୍ରଦାନ

ତିର୍ତ୍ତୋଲ/ ରମେଶ ମହାନ୍ତି  ତିର୍ତ୍ତୋଲ ବ୍ଳକ କାର୍ଯ୍ୟାଳୟ ପରିସରରେ ବ୍ଲକ ପକ୍ଷରୁ ୨ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି।ଜଡତିରା ପଞ୍ଚାୟତର ଭିନ୍ନକ୍ଷମ ଗଗନ ବିହାରୀ ନାଥଙ୍କୁ ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି ବ୍ଲକ ପକ୍ଷରୁ ଏକ ହୁଇଲ୍ ଚେୟାର…

ମୁଖ୍ୟମନ୍ତ୍ରୀଙ୍କ ସହ ହକି ମ୍ୟାଚ୍‌ ଦେଖିଲେ ପୂର୍ବତନ ମାଓବାଦୀ, କହିଲେ: ’ଏବେ ଲାଗୁଛି ଆମେ ମୁଖ୍ୟ ସ୍ରୋତରେ…

 ଭୁବନେଶ୍ୱର : ଜଙ୍ଗଲ ଭିତରେ ପୁଲିସ ଓ ସାଧାରଣ ଜନତାଙ୍କୁ ସରକାରୀ ପକ୍ଷ କହି ବନ୍ଧୁକ ନିଶାଣକୁ ଆଣୁଥିବା ଲୋକଟି ଆଜି ଭଦ୍ର ଓ ଗଣତାନ୍ତ୍ରିକ ଶାସନ ଧାରାର ପକ୍ଷଧର ସାଜିଛି। ଆଜି ଅନୁଭବ କରିଛି ଯେ, ସତରେ ଗଣତନ୍ତ୍ର ହିଁ ଶାସନର ପ୍ରକୃଷ୍ଟ ଧାରା। ଏହି ଧାରାରେ ବିକାଶ ସମ୍ଭବ, ତାହା ପୁଣି…

ବିଭାଗର ଏଇ ଅଧିକାରୀଙ୍କୁ ଗାଲୁଆ କହିବନି ତା ଆଉ କଣ କହିବ !!!

 ପାଇପ ଫାଟି ଆଁ, ନିଘୋଡ଼ ନିଦରେ ଜନସ୍ୱାସ୍ଥ୍ୟ ବିଭାଗ  ବାରମ୍ବାର ଅଭିଯୋଗ ସତ୍ତ୍ୱେ ମରାମତି ହେଉନି, ହଜାର ହଜାର ଗେଲନ ପାଣି ନଷ୍ଟ ହେଉଛି ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ  ସ୍ଥାନୀୟ ଅଞ୍ଚଳବାସୀଙ୍କ ଅଭିଯୋଗ ହେବା ସତ୍ତ୍ୱେ ପାରଳାଖେମୁଣ୍ଡି ଜନସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି…

୪ର୍ଥ ବାଟାଲିଅନ ସିଆରପିଏଫ ତରଫରୁ ମାଗଣା ଚକ୍ଷୁ ଚିକତ୍ସା ଶିବିର ଆୟୋଜିତ 

ରାୟଗଡ଼ାରୁ ସରୋଜ କୁମାର ସାହୁ ସ୍ଥାନୀୟ ପିତାମହଲ ଠାରେ ଥିବା ଏଲ ଭି ପ୍ରସାଦ ଚକ୍ଷୁ ଚିକତ୍ସା ଅନୁଷ୍ଠାନରେ ୪ର୍ଥ ବାଟାଲିଅନ ସିଆରପିଏଫ ତରଫରୁ ଏକ ମାଗଣା ଚକ୍ଷୁ ଶିବିର ଆୟୋଜନ କରାଯାଇଥିଲା । ଉକ୍ତ ଶିବିରକୁ ସିଆରପିଏଫ ଡିଆଇଜିପି ଶ୍ରୀ ଏସ୍. ଡି. ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…