ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ଆଣି ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରାଯାଉ 

ଭୁବନେଶ୍ୱର : ଦେଶର ପ୍ରଚଳିତ ନିର୍ବାଚନୀ ବ୍ୟବସ୍ଥାରେ ସଂସ୍କାର ଆଣି ସମାନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ପ୍ରଚଳନ କରିବା ଉଚିତ ବୋଲି ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି । ଡିସେମ୍ବର ୧୬ ତାରିଖ ଦିନ ସ୍ଥାନୀୟ ଲୋହିୟା ଏକାଡେମୀ ପରିସରରେ ଆୟୋଜିତ ‘ସିଟିଜେନ୍ସ ଫୋରମ, ଓଡ଼ିଶା’ର ପ୍ରଥମ…

“ପୁସ୍ତକ ଜୀବନର ଚଲାପଥକୁ କୁସୁମିତ କରେ’

କଳିଙ୍ଗନଗର ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା ଯାଜପୁରରୁ ସୁବାସ ଚନ୍ଦ୍ର ନାୟକ : ସ୍ଥାନୀୟ ରାଜୀବ ଗାନ୍ଧୀ ଷ୍ଟାଡିୟମ ପରିସରରେ ଚାଲିଥିବା ୫ମ ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଓ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଯୋଗଦେଇ ପୁସ୍ତକ…

ସୂଚନା ଅଧିକାର ଆଇନକୁ ଫୁ.. .. ..ତଥ୍ୟ  ଦେବା ପାଇଁ ପୌରପରିଷଦ ନାରାଜ

ବାରିପଦା(ଦିଲ୍ଲୀପ ମହାନ୍ତି )- ସୂଚନା ଅଧିକାର ଆଇନ-୨୦୦୫କୁ ଫୁ .. ମାରୁଛନ୍ତି ବାରିପଦା  ବାରିପଦା ପୌରପରିଷଦର ଜନ ସୂଚନା ଅଧିକାରୀ । ୨୦୧୬ -୧୭ ଓ ୨୦୧୭-୧୮ ଆର୍ଥିକ ବର୍ଷରେ ପୌରପରିଷଦ ପକ୍ଷରୁ ୱାର୍ଡ  ନଂ ୧୧ରେ ହୋଇଥିବା ନିର୍ମାଣ କାର୍ଯ୍ୟଗୁଡ଼ିକ ସମ୍ବନ୍ଧରେ ସମ୍ପୃକ୍ତ ୱାର୍ଡ  ନହରପଦା…

ପୀଠା ଯୋଜନା ଆରମ୍ଭ :  ଯୋଜନା ସଂପର୍କରେ ସମସ୍ତେ ଜାଣିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ।

ଯାଜପୁର/ jAYASHANKAR DASH  ଯାଜପୁର ଜିଲ୍ଲାର ୩୧୧ ଗୋଟି ପଞ୍ଚାୟତ ମଧ୍ୟରୁ ୫୬ ଟି ପଞ୍ଚାୟତରେ ରାଜ୍ୟ  ସରକାରଙ୍କର ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଚ୍ଥି ।  ଏହି ପଞ୍ଚାୟତ ମାନଙ୍କରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା, ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା, ମଧୁବାବୁ…

ବଲାଙ୍ଗିର ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ବଲାଙ୍ଗିର(ନିରୋଜ ମିଶ୍ର )  ଅଦ୍ୟ ନବଜୀବନ ବିଦ୍ୟାପୀଠ ବଲାଙ୍ଗିର ର ପ୍ରଧାନ ଶିକ୍ଷକ କିଶୋର ବାଗଙ୍କ ଅଧ୍ୟକ୍ଷତାରେ ବଲାଙ୍ଗିର ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି ।  ଓଡିଶା ସରକାରଙ୍କ ପରିବେଶ ଓ ଅରଣ୍ୟ ବିଭାଗ ଆନୁକୂଲ୍ୟରେ ପାଳିତ ଏହି ଦିବସର ଉଦ୍ଦେଶ୍ୟ ହେଉଛି ଛାତ୍ର…

ପାଇକମାଲ ବ୍ଲକ ର 4ଗୋଟି ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ

ପାଇକମାଲ :-ପାଇକମାଲ ବ୍ଲକ ର 4ଗୋଟି ପଞ୍ଚାୟତ ଯଥା ପାଇକମାଲ , ଭୁବନେଶ୍ୱରପୁର , ଝିଟିକି ଓ କାନ୍ଶଡା ପଞ୍ଚାୟତ ରେ ରାଜ୍ୟ ସରକାରଙ୍କର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ରାଜ୍ୟ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବାବଦରେ ସବିଶେଷ ତଥ୍ୟ ପ୍ରତ୍ୟେକ ବ୍ୟକ୍ତି ଙ୍କର ନିକଟରେ…

୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଭାଗ ନେବା ପାଇଁ ମୟୂରଭଞ୍ଜ ଟିମ

ବାରିପଦା(ଦିଲ୍ଲୀପ ମହାନ୍ତି )- ଡ଼ିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ପରିସରରେ ହେବାକୁ ଥିବା ୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା(ବାଳକ ବର୍ଗ)ରେ ଭାଗ ନେବା ପାଇଁ ମୟୂରଭଞ୍ଜ ଟିମ ଆଜି ଅନୁଗୁଳ ଯାତ୍ରା କରିଛନ୍ତି । ଉକ୍ତ ୧୫ ଜଣିଆ ଟିମରେ ସୁବିତ…

ପ୍ରଥମ ରାଜବୋଡାସମ୍ବର ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ ।

ବରଗଡ଼(ଗୌରାଙ୍ଗ ଦାଶ/ନିଳ ଦୀପ) ପ୍ରଥମ ରାଜବୋଡାସମ୍ବର ଏକ ଦିବସୀୟ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ପଦ୍ମପୁର ଉପଖଣ୍ଡସ୍ଥ ଦିପ୍ତିପୁର ଖେଳପଡିଆ ଠାରେ ଶୁଭ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ…

୪ର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ , ବରଭଟା ଫାଇନାଲରେ

ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମପଞ୍ଚାୟତ,ନୂଆପଡ଼ା ଗ୍ରାମ ମାଁ ବିନ୍ଧ୍ୟବାସିନୀ ସ୍ପୋର୍ଟିଂ କ୍ଲବ ନୂଆପଡ଼ା ୨୦୧୮-୧୯ ଆନୁକୂଲ୍ୟରେ ୪ର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଯାଇଛି ।ଉକ୍ତ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ପୁଟୁକା ଗ୍ରାମର ଗଉତିଆ…

ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟକ୍ରମ 

ପଦ୍ମପୁରରୁ ନୀଳ ଦୀପ/ ଗାଇସିଲେଟରୁ କେଦାର ସାହୁ  : ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଗନିଅାଁପାଲି ଗ୍ରା.ପ ସଭା ଗୃହରେ ଗାଇସିଲାଟ ବ୍ଲକ ବିଡିଓ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଶନିବାର ଦିନ ଆମ ଗାଁ ଆମ ବିକାଶ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ବ୍ଲକ ଚେଆରମେନ ବାସନ୍ତୀ…