କରାମାଡ ସହ ଝିପି ଝିପି ବର୍ଷା On Mar 17, 2019 12 Share କୋମନା/ ଭାଗିରଥି ଭୋଇ : କୋମନା ଅଂଚଳରେ ରବିବାର ଝିପି ଝିପି ବର୍ଷା ସହ କରାମାଡ ହୋଇଛି । ବର୍ଷା ହେବା ଫଳରେ ଗରମରୁ ଲୋକଙ୍କୁ ଟିକେ ଆରାମ ମିଲିଛି । ଆହୁରି ୪-୫ ଦିନ ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ ତରଫରୁ ସୂଚନା ମିଲିଛି । 12 Share FacebookTwitterGoogle+ReddItWhatsAppPinterestEmail