Sign in
Sign in
Recover your password.
A password will be e-mailed to you.
ମୋବାଇଲରେ କଥା ହେଉଥିଲେ, ଘଟିଗଲା ଅଘଟଣ
ବାରିପଦା(ଅରବିନ୍ଦ ଦାସ)- ବର୍ତ୍ତମାନର ଅତ୍ୟାଧୁନିକ ଯୁଗରେ ଆବାଳ-ବୃଦ୍ଧ-ବନୀତା ସମସ୍ତଙ୍କ ନିକଟରେ ମୋବାଇଲ ଫୋନ ଅପରିହାର୍ଯ୍ୟ ଅଙ୍ଗ ହୋଇପଡ଼ିଥିବା ସମୟରେ ଏହା ମଧ୍ୟ ସ୍ଥଳ ବିଶେଷରେ ଜୀବନ ହାନୀର କାରଣ ପାଲଟୁଛି । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା…
ପଲସଦା ଗ୍ରାମପଂଚାୟତରେ ପିଠା କାର୍ଯ୍ୟକ୍ରମ
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ଥ ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମପଂଚାୟତରେ ଓଡିଶା ସରକାରଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମର ଅଂଶବିଶେଷ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକ ଅଧ୍ୟକ୍ଷ ଅଲତାଫ ମହମ୍ମଦ ମୁଖ୍ୟଅତିଥି ଭାବରେ…
ପିଠା ଚାଲୁ, ହେଲେ କ୍ୟାନ୍ସର ହସ୍ପିଟାଲ ଦରକାର
ପିଠା କାର୍ଯ୍ୟକ୍ରମରେ କ୍ୟାନ୍ସର ହସ୍ପିଟାଲ ଦାବୀ ।
ବିଜେପୁର/ଶାସକପ୍ରଶାସକ-ପଶ୍ଚିମଓଡ଼ିଶାରେ ଦିନକୁ ଦିନ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଖାସ କରି ବରଗଡ଼ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବଢିବା ଚିନ୍ତାର ବିଷୟ । ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ ଯାହାକି ଅଞ୍ଚଳ…
ସରିଲା ପ୍ରଥମ ପର୍ଯ୍ୟାୟ ପିଠା କାର୍ଯ୍ୟକ୍ରମ
ପାଇକମାଲରୁ ଅଶ୍ୱିନୀ ପାଣିଗ୍ରାହୀ :- ଦୀର୍ଘ 1 ସପ୍ତାହ ଧରି ଚାଲିଥିବା ରାଜ୍ୟ ସରକାରଙ୍କ ପିଠା କାର୍ଯ୍ୟକ୍ରମର ପ୍ରଥମ ପର୍ଯାୟ ଆଜି ଶେଷ ହେଇଯାଇଛି। ପାଇକମାଲ ବ୍ଲକ ର 22 ଟି ପଞ୍ଚାୟତ ରେ ପର୍ଯାୟ କ୍ରମେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇଥିଲା। ପାଇକମାଲ ବିଡ଼ିଓ ଶ୍ରୀ…
ଚାଷୀଙ୍କୁ ନବୀନଙ୍କ କାଳିଆ ଭରସା
ଭୁବନେଶ୍ୱର : ଚରମ ଦୁର୍ଦ୍ଦିନ ଆଉ ଦୁର୍ଦ୍ଦଶା ଭିତରେ ଗତି କରୁଥିବା ରାଜ୍ୟର ଚାଷୀଙ୍କୁ ଏଣେ କାଳିଆ ଭରସା | କାଳିଆ ମାନେ KALIA (K-କୃଷକ A-ଆସିଷ୍ଟାନ୍ସ ଫର L-ଲାଇଭଲିହୁଡ଼ ଆଣ୍ଡ I-ଇନକମ A-ଅଗମେଣ୍ଟେସନ ) ସ୍କିମ | ରାଜ୍ୟ ସରକାର ଚାଷୀଙ୍କୁ ବେଟି ଦେଇଛନ୍ତି ଏଇ କାଳିଆ ସ୍କିମ ଟି | …
ରାଜ୍ୟ ସରକାର ନିଜ ପାଣ୍ଠିରୁ ଅଧିକ ଏମ୍ଏସ୍ପି ଦିଅନ୍ତୁ, ଋଣ ଛାଡ କରନ୍ତୁ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ…
ଭୁବନେଶ୍ୱର – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିବା ଅବସରରେ ଓଡିଶାର ଚାଷୀ କିଭଳି ଭାବରେ ଏ ସରକାର ସମୟରେ ପ୍ରତାରିତ ହୋଇଛନ୍ତି ଏବଂ ଋଣ ଯନ୍ତାରେ ପଡି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି, ତାର…
ରାଜଧାନୀରେ ଟ୍ରାଫିକ୍ ସଚେତନତା, ସଡ଼କସୁରକ୍ଷା-ଜୀବନରକ୍ଷା
ଭୁବନେଶ୍ୱର : ଆମ ଦେଶରେ ପ୍ରତି ଘଂଟାରେ ୫୩ଟି ଦୁର୍ଘଟଣାରେ ୧୭ଜଣ ପ୍ରାଣ ହରାଉଥିବା ଏକ ସମୀକ୍ଷାରୁ ଜଣାଯାଇଛି । ଟ୍ରାଫିକ ନିୟମ ମାନିଲେ ଏଥିରୁ ବର୍ତି ପାରିବା । ସେହିପରି ରାଜଧାନୀ ଭୁବନେଶ୍ୱରରେ ସ୍ମାର୍ଟ ଟ୍ରାଫିକ୍ ସିଗନାଲ୍ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଏହାକୁ ସଚେତନତା ଆବଶ୍ୟକ…
ଜିଲ୍ଲାଗୁଡ଼ିକରେ କୃଷକ ମେଳାକୁ ଅଧିକ ଆକର୍ଷଣୀୟ ଓ ସୂଚନାଭିତିକ କରାଯିବ
• ରାଜ୍ୟ କୃଷି କ୍ଷେତ୍ରରେ ନିବେଶ ପାଇଁ ୧୦ ସଂସ୍ଥାଙ୍କ ଆଗ୍ରହ ପ୍ରକାଶ
• ଓଡ଼ିଶାରେ ୬୧.୮୦ ଲକ୍ଷ ହେକ୍ଟର ଜମିରେ ହେଉଛି ଚାଷ
• ୯୦% ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ
ଭୁବନେଶ୍ୱର: ରାଜ୍ୟର ଜିଲ୍ଲାଗୁଡ଼ିକରେ ଆୟୋଜନ କରାଯାଉଥିବା କୃଷକ ମେଳାଗୁଡ଼ିକୁ ଅଧିକ ସୂଚନା ଭିତିକ ଓ…
ଯୋଜନା ବାସ୍ତବତା ଠାରୁ ବହୁତ ଦୂରରେ : ବିକାଶ ପଥହୁଡା
ବଡ଼ଚଣାରୁ ଜୟଶଙ୍କର ଦାସଙ୍କ ସହ ପ୍ରଫୁଲ୍ଲ କୁମାର ସାହୁ
ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରିଚାଲିଛନ୍ତି । କିନ୍ତୁ ବାସ୍ତବ ପକ୍ଷେ ସେ ଯୋଜନା ଯେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନାହିଁ । ତାହା ସିହା ପଞ୍ଚାୟତରୁ ବୁଝା ପଡ଼ୁଛି । ଉକ୍ତ ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ,…
ସମସ୍ତ ତହସିଲରେ ପୁରୁଣା ଦଲିଲର ଦାଖଲ ଖାରଜ ବ୍ୟବସ୍ଥା ଜାନୁଆରୀ ୧୦ ପର୍ଯ୍ୟନ୍ତ ।
ଯାଜପୁର(ଜୟଶଙ୍କର ଦାଶ)
ଯାଜପୁର ଜିଲ୍ଲାର ସମସ୍ତ ତହସିଲରେ ପୁରୁଣା ଦଲିଲର ଦାଖଲ ଖାରଜ ବ୍ୟବସ୍ଥା କରାଯାଊଚ୍ଥି । ଚଳିତ ମାସ ୧୯ ତାରିଖ ଠାରୁ ଜାନୁଆରୀ ମାସ ୧୦ ତାରିଖ ପର୍ଯ୍ୟନ୍ତ ଏହି ଦାଖଲ ଖାରଜ କାର୍ଯ୍ୟକ୍ରମ ଜାରି ରହିବ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ରଂଜନ କୁମାର…