ସଫଳ ଦିବ୍ୟାଙ୍ଗ ଓଏଏସ ଲେଖାରାମ : ଦୃଢ ଇଛାଶକ୍ତି ସଫଳତାର ବାଟ ଖୋଲିଦିଏ

ବଲାଙ୍ଗୀର :କଥାରେ ଅଛି ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ସବୁ ହାର ମାନିଥାଏ। ଯଦି ଆପଣଙ୍କ ମନୋବଳ ଦୃଢ଼ ଥିବ, ଯେତେ ବି ଦୁର୍ବଳତା ଥିଲେ ବି ଆପଣ କେବେ ହାର ମାନିବେ ନାହିଁ। ଏହି ଉକ୍ତିକୁ ଯଥାର୍ଥ କରି ଦେଖାଇଛନ୍ତି ବଲାଙ୍ଗିର ଜିଲ୍ଲାର ଦିବ୍ୟାଙ୍ଗ ଲେଖାରାମ ଭୋଇ। ଦୃଷ୍ଟିହୀନ ଲେଖାରାମ…

ଆଇଓସିଏଲର କାର୍ଯ୍ୟରତ ପ୍ରଭା କଣ୍ଟିନିଓସ୍ ୟୁଟିଲିଟି ସର୍ଭିସ୍ କମ୍ପାନୀକୁ ଧମକ ;  ଚାରିଜଣ କର୍ମଚାରୀଙ୍କୁ ଅଟକ ରଖି…

ପାରାଦୀପ   ଆଜି ସ୍ଥାନୀୟ ଇଫ୍କୋଛକର ଏକ ହୋଟଲରେ ଆଇଓସିଏଲ୍ ରିଫାଇନାରୀ ଅଧିନରେ କାର୍ଯ୍ୟ କରୁଥିବା ପ୍ରଭା କଣ୍ଟିନିଓସ୍ ୟୁଟିଲିଟି ସର୍ଭିସ୍ ତରଫରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ  ହୋଇଯାଇଛି । କମ୍ପାନୀର ମ୍ୟାନେଜର ଦେବାଶିଷ ଖଟୁଆ ଙ୍କ କହିବା ଅନୁସାଂରେ ଦୀର୍ଘ ଦୁଇ ମାସ ହେବ ଏକ…

 ତିର୍ତ୍ତୋଲ ବ୍ଲକରେ ରାସନକାର୍ଡ ରାଜନୀତି : ଏଠି ଗରିବ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ରାସନକାର୍ଡ, ଏମ୍ ଆଇ…

ତିର୍ତ୍ତୋଲ/ ରମେଶ ମହାନ୍ତି  ତିର୍ତ୍ତୋଲ ବ୍ଲକ ଅଞ୍ଚଳରେ ରାସନକାର୍ଡକୁ ନେଇ ଚାଲିଥିବା ହୀନ ରାଜନୀତି ଓ ଯୋଗାଣ ନିରୀକ୍ଷକ(ଏମ୍ ଆଇ)ଙ୍କ ପକ୍ଷପାତିତା ନିତି ଯୋଗୁଁ ବହୁ ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଉଥିବା ବେଳେ ଗରିବ ଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇପାରୁ ନାହାନ୍ତି ବୋଲି…

ଶ୍ରୀୟା ରାନୀଙ୍କ  ପ୍ରକଳ୍ପ ଜାତୀୟସ୍ତରକୁ ମନୋନୀତ 

ବଲାଙ୍ଗିର/ନିରୋଜ ମିଶ୍ର : ଭୁବନେଶ୍ୱରରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମିର୍ଧାପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ରୀୟା ରାନୀ ଦାଶଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ “ମିର୍ଧାପାଲି ଗ୍ରାମରେ ବିଦ୍ୟୁତ  ସଂକଟର ଦୂରୀକରଣରୁ ଗୋ…

ଲୁଟକୁ ସୁରକ୍ଷା ଦେଉଛି ବନ, ରାଜସ୍ୱ ବିଭାଗ ଓ ପୋଲିସ

ଯାଜପୁର/ ଜୟଶଙ୍କର ଦାଶ :  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଂଚାୟତର ମାଣ୍ଡିଆଗଡା ମୁରାରୀପୁର ଗାଁ ନିକଟରୁ ହଜାର ହଜାର ଟ୍ରିପ ମୋରମ ଲୁଟ କରି ନିଆଗଲା । ଏହି ସ୍ଥାନଟି ଜଙ୍ଗଲ କିସମ ହୋଇଥିବା ବେଳେ ଏହା କଟକ ବନଖଣ୍ଡର ଡାଳିଯୋଡା ଫରେଷ୍ଟ ରେଞ୍ଜ…

ଫସଲ ଧୋଇ ନେଲା ପେଥାଇ,ଉଜାଡ଼ିଲା ଚାଷ ,ଚିନ୍ତାରେ ଚାଷୀ

ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ ରେଢ଼ାଖୋଲ ଉପଖଣ୍ଡରେ ଲଘୁଚାପଜନିତ ବର୍ଷା  ଓ ପ୍ରତିକୂଳ ପାଗ ଯୋଗୁଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି l ଦୁଇଦିନ କ୍ରମାଗତ ବର୍ଷା ହେବାରୁ ଉପଖଣ୍ଡରେ ବିଳମ୍ବ କିସମ ଅମଳଯୋଗ୍ୟ ଧାନ ବହୁଭାବରେ କ୍ଷତି ହୋଇଛି l ଧାନ କାଟାଯାଇ ଜମିରେ ଧାନ ପେଟା ପଡ଼ିଥିବା…

ମଣିଜଙ୍ଗାରେ “ପିଠା”କାର୍ଯ୍ୟକ୍ରମ,ପାଲା ଜରିଆରେ ସଚେତନତା

ତିର୍ତ୍ତୋଲ/ରମେଶ ମହାନ୍ତି  ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ ନାରାୟଣୀ ମନ୍ଦିର ପ୍ରାଙ୍ଗଣରେ "ପିଠା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜଗତସିଂହପୁର ଜିଲ୍ଲାର ଡେପୁଟି କଲେକ୍ଟରଙ୍କ ସମେତ…

କାର ଓ ଅଟୋ ମୁହାଁ ମୁହିଁ ଧକା , ଅଟୋ ଚାଳକଙ୍କ ମୃତ୍ୟୁ

ନୟାଗଡ (ବିଶ୍ୱଜିତ ନାୟକ)- ନୟାଗଡ ସହରର ପି.ଟି.ଏସ  ଛକ ଠାରେ ବୁଧବାର ରାତିରେ ଏକ କାର ଓ ଅଟୋ ମୁହାଁ ମୁହିଁ ଧକା ହେଇଛି I ଏଥିରେ ଅଟୋ ଚାଳକଙ୍କ ମୃତ୍ୟୁ  ଘଟିଛି I ଅଟୋଚାଳକ ହେଉଛନ୍ତି ଶରଣକୂଳ ଥାନା ହରିହରପୁର ଗ୍ରାମର ସୁମନ୍ତ ନାୟକ (୨୮) ଏବଉଁ କାର ଡ୍ରାଇଭର ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି…

ସବୁ ମଣ୍ଡି ଆଗରେ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ 

ଚାଷୀଙ୍କୁ ଋଣ ଛାଡ୍ ଦାବିରେ ବିଜେପି ପକ୍ଷରୁ ସଚିବାଳୟ ଓ ନବୀନ ନିବାସ ଘେରାଉ ଆସନ୍ତା ୮ରେ  ଭୁବନେଶ୍ୱର  - ରାଜ୍ୟରେ ଥିବା ୪,୩୮୧ ମଣ୍ଡି ଗୁଡିକରେ ଦେଖାଦେଇଥିବା ଅବ୍ୟବସ୍ଥାର ପ୍ରତିବାଦରେ ଏବଂ ଚାଷୀ ମାନଙ୍କୁ ଋଣ ଛାଡ୍ ଦାବିରେ ଆସନ୍ତା ୮ ତାରିଖରେ ବିଜେପି ପକ୍ଷରୁ ସଚିବାଳୟ ଘେରାଉ…