କଦଳୀଗଡ଼ ହାଇସ୍କୁଲ ରେ ବାର୍ଷିକ କ୍ରୀଡ଼ା ଉତ୍ସବ

ରେଢ଼ାଖୋଲ ରୁ ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ଼ ହାଇସ୍କୁଲ ରେ 2018-19 ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସମିତି ସଭ୍ୟ ଶ୍ରୀ ଧର୍ମେନ୍ଦ୍ର କଅଁର ଯୋଗ ଦେଇ କ୍ରୀଡ଼ା…

ମୟୂରଭଞ୍ଜ ଜିଲ୍ଲାକୁ କ୍ରମାଗତ ଅବହେଳା ପ୍ରତିବାଦରେ ଜେଏମଏମ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକମାନଙ୍କ…

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶାରେ ସର୍ବବୃହତ୍ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ମୟୂରଭଞ୍ଜ ପ୍ରତି ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ ତଥା ବୈମାତୃକ ମନୋଭାବ ପୋଷଣ କରିଆସୁଛି ବୋଲି ଅଭିଯୋଗ ବାଢ଼ିଛି ଜେଏମଏମ । ଏହି…

ସବୁଦିନ ସ୍କୁଲ ଯିବା ଅଭିଯାନ : ଜିଲ୍ଲାସ୍ତରୀୟ ଲୋକକଳା ସଂଘ ଓ ଜିଲ୍ଲା ବ୍ଲକ ଅଧିକାରୀମାନଙ୍କ ଅଭିମୁଖୀକରଣ…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ- ଓଡିଶା ସରକାର ଏବଂ ଗଜପତି ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟେ ୟୁନିସେଫ ଓଡିଶା ଶାଖା ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ସରକାରଙ୍କ ସବୁଦିନ…

ଜିଲ୍ଲା ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା- ୨୦୧୮

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ଗୌଡକୁଦ ପ୍ରତିଯୋଗିତା ୨୦୧୮ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର କ୍ରୀଡା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ଉଦ୍‍ଘାଟନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମରେ …

ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ।

ଗାଇସିଲେଟ/କେଦାର ନାଥ ସାହୁ :ଗାଇସିଲେଟ ବ୍ଲକ ସ୍ଥିତ ବରିହାପୁଖାପାଣି ଗ୍ରାମର ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟର ୨୮ତମ ଏକ ଦିବସିୟ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟ ଖେଳକୁ ଶ୍ରୀଯୁକ୍ତ କ୍ଷମାସାଗର ସାହୁ ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ…

ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ଆୟୁଷ ମନ୍ତ୍ରୀଙ୍କ ପତ୍ର : ରାଜ୍ୟ ସରକାରଙ୍କ ଅବହେଳାରୁ ବାଲେଶ୍ୱରରେ ପ୍ରତିଷ୍ଠା ହୋଇପାରୁନି…

୧ ଡିସେମ୍ବର - ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ବାଲେଶ୍ୱରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସପିଟାଲ ପ୍ରତିଷ୍ଠାରେ ସମସ୍ୟା ଉପୁଜିଛି ବୋଲି କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖି ଜଣାଇଛନ୍ତି । ପୂର୍ବରୁ ଢେଙ୍କାନାଳ ଓ…

କହିଁ ପେ ନୀଗାହେ, କହିଁପେ ନିଶାନା :  ଶ୍ରୀକାନ୍ତଙ୍କ  ଗଡ଼ରେ ନିରଞ୍ଜନଙ୍କ ଦଳିତ ସମାବେଶ ଭାୟା ଏସସି ସେଲ 

ଭୁବନେଶ୍ୱର -ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ନିରଞ୍ଜନ ବିରୋଧୀ ପ୍ରଚାରକୁ ପ୍ରତିହତ କରିବା ପାଇଁ ତାଙ୍କ ଗଡରେ ମାନେ ସେ ଯେଉଁଠୁ ସଂସଦ ଭାବେ ଜିତି ମନ୍ତ୍ରୀ ହୋଇଥିଲେ ବାଲେଶ୍ୱରରେ କଂଗ୍ରେସର ଏସସି ସେଲ କରିବ ସମାବେଶ ମାଇନସ ଶ୍ରୀକାନ୍ତ  | ରାଜ୍ୟ ସାରା ବୁଲି ଦଳିତଙ୍କ…

ଜିଲ୍ଲାସ୍ତରରେ ବିଜେଡି ଲୋକଙ୍କୁ ବଖାଣିବ “କାଳିଆ” ମାହାତ୍ମ୍ୟ 

ଭୁବନେଶ୍ୱର: ରାଜ୍ୟରେ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କ୍ୟାବିନେଟ୍‍ ବୈଠକରେ ଐତିହାସିକ ‘କାଳିଆ’ (କୃଷକଙ୍କ ଜୀବନ ଧାରଣର ମାନ ଓ ଆୟ ବୃଦ୍ଧି କ୍ଷେତ୍ରରେ…

ଡ଼ିଏମକେ ଓ ଏଆଇଏଡ଼ିଏମକେ ନେତାଙ୍କୁ ଭେଟି ଆଲୋଚନା କଲେ ଦେବୀ,ଦିଲ୍ଲୀରେ ଶିବୁ ସୋରେନ୍‍ଙ୍କୁ ଭେଟିଲେ ଅନୁଭବ 

ନବୀନ ପଟ୍ଟନାୟକଙ୍କ ମହିଳା ସଂରକ୍ଷଣ ପ୍ରସ୍ତାବ: ତାମିଲନାଡୁରେ ମିଳିଲା ସମର୍ଥନ ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଦଳର ଉପ-ସଭାପତି ତଥା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଡ଼ିଏମକେ ଓ ଏଆଇଡିଏମ୍‍ ନେତାମାନଙ୍କୁ ଭେଟି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାଗୁଡିକରେ ୩୩% ସ୍ଥାନ…

ସର୍ବ ଭାରତୀୟ କବାଡି ପ୍ରତିଯୋଗିତା :ଭିଲାଇ ବିଜେତା, ଯାଜପୁର ଉପ ବିଜେତା 

 ଝାରବନ୍ଧରୁ ସଦାନନ୍ଦ ବେହେରା  ଝାରବନ୍ଧ, ବରଗଡ଼,ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତଗତ ବିଜାଢୋଲ ଗ୍ରାମରେ ମହାଲଷ୍ମୀ ପୂଜା ଅବସରରେ, ସର୍ବ ଭାରତୀୟ ମହିଳା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। 38 ବର୍ଷରୁ ଲଗାତାର ଭାବରେ ମା ଲଷ୍ମୀପୂଜା ଅବସରରେ କମିଟି ତରଫରୁ କବାଡି ପ୍ରତିଯୋଗିତା ଆୟୋଜନ…