“ସେ ଥିଲେ ପ୍ରାଚୀନ କଳା, ସଂସ୍କୃତି ସାହିତ୍ୟର ଅପାଠୋଇ ପୂଜାରିଣୀ”

ନାରୀ କବି ମା ତମାଳିନୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ନିତ୍ୟାନନ୍ଦ ପାଠାଗାର ପକ୍ଷରୁ ଶ୍ରୀକରଣସାହି ସ୍ଥିତ ରାଧାମୋହନ ମନ୍ଦିର ପ୍ରାଙ୍ଗଣଠାରେ ବ୍ୟବସାୟୀ ଗୌରହରି ପଟ୍ଟନାୟକଙ୍କ ମାତା ସ୍ୱର୍ଗତ ତମାଳିନୀ ପଟ୍ଟନାୟକଙ୍କୁ ଅଶ୍ରୁଳ…

ତୁମ ମିଛିମିଛିକା ପିଠା ଫେରାଇ ଆଣ : କଂଗ୍ରେସ 

ଭୁବନେଶ୍ୱର :   People’s Empowerment - Enabiling Transparancy and Enhancing Acccountability ବା ‘ପିଠା’ ନାଁରେ ସରକାର ଏକ ନିର୍ବାଚନୀ ପ୍ରହେଳିକା ଆରମ୍ଭ କରିଛନ୍ତି । ଏ କାର୍ଯ୍ୟକ୍ରମ ବାସ୍ତବରେ ‘ପିଟା’ । କିନ୍ତୁ ସରକାର ଗାଁ ଲୋକଙ୍କ ମନରେ ମିଛିମିଛିକା ଖୁସି ସୃଷ୍ଟି…

“ଫୋକସରେ ଓଡିଶା, ଉପହାର ସମ୍ଭାର ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ” 

୧୪,୫୨୩ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ କାର୍ଯ୍ୟାରମ୍ଭ କରିବେ ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ ପାଇକବିଦ୍ରୋହ ସ୍ମାରକୀ ମୁଦ୍ରା, ଡାକଟିକେଟ ଓ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପାଇକ ବିଦ୍ରୋହ ଗବେଷଣା ଚେୟାରର ହେବ ଶୁଭାରମ୍ଭ  ନୂଆଦିଲୀ/ଭୁବନେଶ୍ୱର -ଆସନ୍ତା ୨୪ ତାରିଖରେ…

ଓଡିଶାରେ କୃଷି ଋଣ ଛାଡ ହେବା ଦରକାର: ବିଜେପିି

ଭୁବନେଶ୍ୱର, ୨୦ ଡିସେମ୍ବର - ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ପାଇଁ ନୀତି ଆୟୋଗର ପ୍ରସ୍ତାବ ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । କିନ୍ତୁ ଅପରପକ୍ଷେ ରାଜ୍ୟସରକାର ଚାଷୀମାନଙ୍କୁ ରୋଜଗାରକ୍ଷମ କରାଇବାରେ ବିଫଳ ହୋଇଛନ୍ତି । କୃଷି ବିଭାଗ ପକ୍ଷରୁ ଚାଷ ଜମିକୁ ପାଣି, ବିଜୁଳୀ, ବିହନ ଯୋଗାଇ…

ମହିଳା ସଂରକ୍ଷଣ ପ୍ରସଙ୍ଗ ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ ଗଣ

ଭୁବନେଶ୍ୱର : ବିଜୁ ଜନତା ଦଳର ମାନ୍ୟବର ରାଜ୍ୟସଭା ଓ ଲୋକସଭା ସାଂସଦମାନେ ଆଜି ଭାରତର ମାନ୍ୟବର ଉପ-ରାଷ୍ଟ୍ରପତି ଶ୍ରୀ ଭେଙ୍କିଆ ନାଇଡୁଙ୍କୁ ଭେଟି ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାଗୁଡିକରେ ୩୩% ସଂରକ୍ଷଣ ଲାଗି ସମର୍ଥନ ଜଣାଇବାକୁ ପ୍ରସ୍ତାବ ଦେଇଥିଲେ । ବିଜେଡି ସଂସଦୀୟ ଦଳର ନେତା…

ତିତଲି ପ୍ରଭାବରେ ପାହାଡ ଧସି ୧୮ଜଣଙ୍କ ଜୀବନହାନୀ ହୋଇଥିବା ବାରଘର ଗ୍ରାମର ୭୬ଜଣ ପରିବାରଙ୍କୁ ଘର ନିର୍ମାଣ ପାଇଁ ୭୬୦ଟି…

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ଗତ ଅକ୍‍ଟୋବର ୧୦ତାରିଖ ରାତିରେ ସାମୁଦ୍ରିକ ଝଡବାତ୍ୟା ତିତଲି ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ଓ ଜୀବନହାନି ହୋଇଥିଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଅନ୍ତର୍ଗତ ବାରଘର ଗ୍ରାମ । ବାରଘର ଗ୍ରାମ ସମୁଦ୍ର ପତନ ଠାରୁ ପ୍ରାୟ…

ସର୍ବାଧିକ ତିତଲି ପ୍ରବାହିତ ଗଙ୍ଗାବାଡ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ 

 ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ସମେତ ୫୮୧ଜଣଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ସର୍ବାଧିକ ତିତଲି ପ୍ରଭାବିତ ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରକାରୀ ଯୋଜନା ଗୁଡିକ ଉପରେ ଲୋକଙ୍କୁ…

ପିଠା କାର୍ଯ୍ୟକ୍ରମରେ ଅବ୍ୟବସ୍ଥାକୁ ନେଇ କ୍ଷୁବ୍ଧ ହୋଇ ଭୋକରେ ଫେରିଲେ  ହିତାଧିକାରୀ 

ନା ଅରଜିବା ବଦଳରେ ବଦନାମ ହେଉଛନ୍ତି ସରକାର  ଗାଇସିଲାଟ/କେଦାର ନାଥ ସାହୁ ବରଗଡ ଜିଲ୍ଲା ଗାଇସିଲାଟ ବ୍ଳକ ଅନ୍ତର୍ଗତ  ରାଇସଲପଦର ଗ୍ରାମରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ଛଅଖଣ୍ଡ ଗ୍ରାମରୁ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଲୋକେ ଯୋଗ ଦେଇଥିଲେ । ପ୍ରାୟ ସକାଳ ୭ ଟା ରୁ ଆସି…

ଗୁଣୁପୁର ଜଗନ୍ନାଥପୁର ପଞ୍ଚାୟତରେ ପୀଠା

ଗୁଣପୁର ରୁ ସିଦ୍ଧାର୍ଥ ଦାଶ  ରାୟଗଡ଼ା ଜିଲ୍ଲାର ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଠାରେ ରାଜ୍ୟ  ସରକାରଙ୍କର ପୀଠା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଚ୍ଥି ।  ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ , ସମ୍ମାନିତ…

ଗର୍ଭବତୀ ଓ ଶିଶୁ ଙ୍କୁ ମାଗଣା ସେବା ଯୋଗାଇବେ କିନ୍ନର ।

ଗୁଣୁପୁର/ ସିଦ୍ଧ।ର୍ଥ ଦାସ : ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ଗର୍ଭବତୀ ଓ ଶିଶୁ ଙ୍କୁ ମାଗଣା ସେବା ଯୋଗାଇବେ କିନ୍ନର । ଏହି କ୍ରମରେ ଗୁଣପୁର ମା ମାଝିଗୌରୀ କମ୍ୟୁନିଟିବେସ୍ଡ଼ ଅର୍ଗାନାଇଜେସନ୍ ର କିନ୍ନର ମାନେ ୧୦ ଟି ପଞ୍ଚାୟତ ରେ ଏହି କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ…