ଫୁଲବାଣୀ ରୁ ଲଢ଼ିବେ ଅଙ୍ଗଦ, ବିରମିତ୍ର ପୁରରୁ ମଖଲୁ

0

ଭୁବନେଶ୍ୱର : ବିଜୁ ଜନତା ଦଳ ଆଜି ଦୁଇଟି ଆସନ ପାଇଁ ତା ପ୍ରାର୍ଥୀ ଘୋଷଣା କରିଛି । ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ବିରାମିତ୍ରପୁର ବିଧାନସଭା କ୍ଷେତ୍ର ପାଇଁ ମଖଲୁ ଏକ୍କା ଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କନ୍ଧମାଳ ଲୋକସଭା ଆସନ ଅନ୍ତର୍ଗତ ଫୁଲବାଣୀ ବିଧାନସଭା କ୍ଷେତ୍ର ପାଇଁ ଅଙ୍ଗଦ କହଁରଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

Leave A Reply

Your email address will not be published.