“ସକାରାତ୍ମକ ଫଳାଫଳ ହାସଲ ନିମନ୍ତେ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ହୁଅନ୍ତୁ,” ବୋଲି ଆରଏସ.ପି ର ସିଇଓଙ୍କ ଉଲ୍ଲେଖ 

  ରାଉରକେଲା/ସୁଶାନ୍ତ ବେହେରା : “ଆମକୁ ସକାରାତ୍ମକ ଫଳାଫଳ ହାସଲ ନିମନ୍ତେ ନିଜର କାର୍ଯ୍ୟଧାରାରେ ଅଧିକ ସକ୍ରିୟ ଓ ଦାୟିତ୍ୱଶୀଳ ହେବା ଆବଶ୍ୟକ,”  ବୋଲି ମାନବ ସମ୍ବଳ ବିକାଶ କେନ୍ଦ୍ରଠାରେ ଅଗଷ୍ଟ ୨୩ ତାରିଖରେ ଅନୁଷ୍ଠିତ ‘ତାଲମେଲ୍’ର ଷୋଡଶ ଅଧିବେଶନରେ ଉଦବୋଧନ ଦେଇ ରାଉରକେଲା ଇସ୍ପାତ…

କା ରେ ଚାଲିଛି ପ୍ରଶାସନ :ଏତେବଡ ଜିଲ୍ଲା, ଦୁଇଟି ଗୁରୁ ଦାୟିତ୍ୱ ଜଣେ ଅଧିକାରୀଙ୍କୁ

  ଆରଟିଓ ଦାୟିତ୍ୱ ତୁଲାଉଛନ୍ତି ବାରିପଦା ଉପଜିଲ୍ଲାପାଳ ଆଖତାର, ଲୋକ ହନ୍ତସନ୍ତ  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଓଡ଼ିଶାର ସମସ୍ତ ଜିଲ୍ଲାଠାରୁ ବୃହତ୍ତମ ଜିଲ୍ଲା ଏବଂ ଏହା ଏକ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ଭାବେ ପରିଚିତ । ଜିଲ୍ଲାରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ…

ଏଣିକି ଓଡ଼ିଆରେ ଲେଖାହେବ ସବୁ  ସରକାରୀ ବିଦ୍ୟାଳୟଗୁଡ଼ିକର ନାମଫଳକ : ଏକାଭଳି ହେବ ସବୁ ଫଳକର ରଙ୍ଗ 

  ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖାହେବା ସହିତ ଏହାର ରଙ୍ଗ ଗୋଟିଏ ପ୍ରକାର ହେବା  ଆବଶ୍ୟକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି | ଏହି ନିର୍ଦ୍ଦେଶନାମାକୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ,…

ସର୍ପାଘାତରେ ଯୁବ ବିଜେଡି ନେତାଙ୍କ ଦେହାନ୍ତ :ଶୋକଵ୍ୟକ୍ତ ସହ ସମବେଦନା ଜଣାଇଲେ ବିଜେଡି ଯୁବ ସଭାପତି

ଭୁବନେଶ୍ୱର :  ଗୁରୁବାର  ପୂର୍ବାହ୍ନରେ ଭଦ୍ରକଜିଲ୍ଲାରବିଜୁ ଯୁବଜନତା ଦଳର ଉପସଭାପତି ଜୟଦେବ ସାହୁଙ୍କୁ ଏକ ବିଶାକ୍ତ ସର୍ପ ଦଂଶନ କରିବାରୁ ସେ ମୃତୁ୍ୟବରଣ କରିଛନ୍ତି  । ତାଙ୍କରଏହି ଅକାଳ ବିୟୋଗରେ ବିଜୁଜନତା ଦଳର ଏକ ଅପୂରଣୀୟ କ୍ଷତି ଘଟିଛି ।ସେ ଜଣେ ଦୃଢ ଯୁବ ସଂଗଠକ ଭାବେ ଧାମନଗର ତଥା…

 ବିଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର :ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କେଉଟିପାଲି ଗ୍ରାମର ଏକ ଧାନ ବିଲରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଖବର ନେବାରୁ ଜଣାଯାଏ ଯେ ମନମୁଣ୍ଡା ଥାନା ଅନ୍ତର୍ଗତ ଗୋଚ୍ଛାପଡା ଗ୍ରାମର ମିନକେତନ ପଟେଲ ଗତକାଲି ରାତିରେ ଘରୁ ବାହାରି ନିଜ…

ଅଭିନୟ ସାରି ବାହୁଡ଼ି ଗଲେ ଦେବୁ ଦା

ଭୁବନେଶ୍ୱର :  ଓଡ଼ିଆ  ସିନେ ଜଗତର ବହୂଖୀ ପ୍ରତିଭା ତଥା ଅପରଦ୍ୱନ୍ଦୀ ଅଭିନେତା ଦେବୁ ବୋଷ ସମସ୍ତଙ୍କ ଅତିପ୍ରିୟ ଦେବୁ ଡା  ଆଉ ନାହାନ୍ତି | ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ ତଥା ଅଭିନୟ ଜଗତରେ ଏକ ଅପୂରଣୀୟ ରିକ୍ତ ସ୍ଥାନ ସୃଷ୍ଟି କରିଦେଇ ନିଜ ଅଭିନୟ ସାରି ବାହୁଡ଼ି ଯାଇଛନ୍ତି ଆରପାରକୁ…

ତେଲ ନଦୀରୁ ବୃଦ୍ଧା ଉଦ୍ଧାର 

ବୌଦ୍ଧ(ସିମୁନ୍ ନାଏକ) ; ତେଲ ନଦୀ ପୋଲ ତଳରୁ ଖସି ଜଳସ୍ରୋତରେ ଭାସିଯାଉଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ଜୈନିକା ବୃଦ୍ଧା ଜଣକ ବୁଧୁବାର ସନ୍ଧ୍ୟାରେ ମନମୁଣ୍ଡା ରୁୁ ସୋନପୁର ଯାଉଥିବା ବେଳେ କୌଣସି କାରଣରୁ ତେଲନଦୀ ପୋଲରୁ ତଳକୁ ଖସିପଡିଥିଲେ ।…

ତିଲେଶ୍ୱର ଆରଇସି ବିଶ୍ୱକର୍ମା ପୂଜା ପ୍ରସ୍ତୁତି ବୈଠକ

ସଭ୍ୟଙ୍କ ଚାନ୍ଦାରେ ପୂଜା  ନିଷ୍ପତି ସହ ଏକ ରକ୍ତଦାନ ଶିବିର ଆୟୋଜନ ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ରୟାଲ ଇଗଲ କ୍ଲବର ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ କ୍ଲବର ପୁର୍ବତନ ସଭାପତି ସଚିନ କୁମାର ବେହେରାଙ୍କ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ର ମୃତ୍ୟୁ

ପାଇକମାଲ/ଗୌରାଙ୍ଗ ଦାଶ  :- ଏକ ଅଭାବନୀୟ ଘଟଣା କ୍ରମରେ ବୁଧବାର ପାଇକମାଲ ବ୍ଲକ ର କେଛୋଦାଦାର ଗ୍ରାମର ଦିବାକର ଲୁହାର ଙ୍କର ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହେଇ ଯାଇଥିଲା। ଆଜି ଦୀପହର ପ୍ରାୟ 2ଘଣ୍ଟା ସମୟରେ ହୀରାପୁର ନିକଟସ୍ଥ ଏକ ବିଲରେ କାମ କରୁଥିବା ସମୟରେ ଗୋଟେ ଟ୍ରାକ୍ଟର ଫସି…