ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 3 ମୃତ 

0

ବରଗଡ଼ :- ଆଜି ସନ୍ଧ୍ୟାରେ ପଦ୍ମପୁର ର ବାଦୀମାଲ ଠାରେ ଏକ  ମର୍ମନ୍ତୁଦ ସଡକ ଦୁଘଟଣା ଘଟି ଯାଇଛି । ଉକ୍ତ ଦୁର୍ଘଟଣା ରେ ଏକ ତେଲ ଟେଙ୍କର  OD15D 7788 ଏକ ବାଇକ କୁ ସାମ୍ନା ପଟରୁ ପିଟି ଦେବାରୁ 3 ବାଇକ ଅରୋହି ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହେଇଯାଇଥିଲା । ମୃତକ ମାନେ ହେଲେ ବଲ୍ଲଭ ନାଗ , ଠାକୁର ଗହୀର , ଅର୍ଜୁନ ଦୀପ  ବୋଲି ଜଣାପଡ଼ିଛି । ମୃତକ ମାନେ ଭୋଇପାଲି ଓ ପୁଡାପଦର ଗ୍ରାମର ବୋଲି ଜଣା ପଡ଼ିଛି । ଦୁଘଟଣା ସ୍ଥଳକୁ ପୋଲିସ ପହଂଛି ଶବ ଜବତ କରି ଜବତ କରିବା ସହିତ ଘଟଣା ର ତଦନ୍ତ ଜାରି ରଖିଛି ।।

 

Leave A Reply

Your email address will not be published.