Sign in
Sign in
Recover your password.
A password will be e-mailed to you.
ସଡ଼କ ଦୁର୍ଘଟଣାରେ 2 ଆହତ
ଜମନକିରା(ଅଜୟ କୁମାର ବାଘ)
ତିଳେବଣି -କୁଚିଣ୍ଡା 49ନମ୍ବର ଜାତୀୟ ରାଜପଥ ଲାଡ଼ ନିକଟରେ ବାଇକରୁ ପଡ଼ି ଦୁଇ ଯୁବକ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ l ତାଙ୍କୁ କୁଚିଣ୍ଡା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି
ଶତାୟୁ ମହୀୟସୀ ଧର୍ମପ୍ରାଣାଙ୍କ ପରଲୋକ
ବଲାଙ୍ଗୀର, (ନିରୋଜ ମିଶ୍ର) - ବଲାଙ୍ଗୀର ରୁଗୁଡିପଡା ନିବାସୀ ଶତାୟୁ ମହୀୟସୀ ଉଷା ପଣ୍ଡାଙ୍କ ରବିବାର ସକାଳ ୭ଟା ୧୦ ମିନିଟରେ ପରଲୋକ ହୋଇଥିଲା । ତାଙ୍କ ବେଳକୁ ତାଙ୍କୁ ଶହେ ବର୍ଷ ବୟସ ହେଉଥିଲା । ତାଙ୍କ ବେଳେ ତାଙ୍କ ପୁତ୍ର ସାମ୍ବାଦିକ ତଥା କ୍ରୀଡା ସଂଗଠନ ସୁଧୀର ଚନ୍ଦ୍ର ପଣ୍ଡା, ବୋହୂ,…
ଗାନ୍ଧୀ ଜୈବ ବିଜ୍ଞାନ ଅନୁଷ୍ଠାନର କୃଷି ମହାବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ଛତୁ ଦିବସ
ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁରର ଜି.ଆଇ.ଇ.ଟି ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଗାନ୍ଧୀ ଜୈବ ବିଜ୍ଞାନ ଅନୁଷ୍ଠାନର କୃଷି ମହାବିଦ୍ୟାଳୟ ଆନୁକୂଲ୍ୟରେ ଆଜି ଜାତୀୟ ଛତୁ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କୃଷି ମହା ବିଦ୍ୟାଳୟ ର ଡ଼ିନ୍ ସନ୍ତୋଷ…
ଶହୀଦ ରତିକାନ୍ତ କୂଳଦୀପ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା: ଡିଆରକେ ଚମ୍ପିଆନ
ବାରିପଦା (ଦିଲ୍ଲୀପ ମହାନ୍ତି) - ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପରିସରରେ ଚାରିଦିନଧରି ଅନୁଷ୍ଠିତ ହୋଇଆସୁଥିବା ଶହୀଦ ରତିକାନ୍ତ କୂଳଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରେ ଡିଆରକେ ଦଳ ଉଦଳା କ୍ରିକେଟ ଟିମ କୁ ସାତ ଉଇକେଟ ରେ ପରାସ୍ତ କରି ଚମ୍ପିଆନ ହୋଇଅଛି…
ଗଛରେ ବାଡେଇଲା ବଲେରୋ, ଗୋଟିଏ ପରିବାରର ୭ ଗୁରୁତର
ପଦ୍ମପୁର/ ନୀଳ ଦୀପ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତାର ବିଜାଡିହି ଛକଠାରେ ଭାରସାମ୍ୟ ହରାଇ ଏକ ବୋଲେରୋ ଦୁର୍ଘଟଣା ହୋଇଛି । ସୂଚନା ଅନୁସାରେ ପଦ୍ମପୁର ସହରର କଟାପଡା ନିବାସୀ ସୁରୁ ମହାକୁରଙ୍କ ପରିବାର ଆଜି ବଣଭୋଜି ପାଇଁ ଦୁର୍ଗେଇଖୋଲ ଯାଇଥିଲେ, ସେଠାରୁ ଫେରିବା ସମୟରେ…
ଗୁଜୁରାଟ୍ ବିଧାନସଭା ଉପନିର୍ବାଚନରେ ବାଜି ମାରିନେଲା ବିଜେପି ।
ଗାନ୍ଧିନଗର : ଗୁଜୁରାଟ୍ ରେ ଅନୁଷ୍ଠିତ ହୋଇଥିବା ବିଧାନସଭା ଉପନିର୍ବାଚନରେ ବାଜି ମାରିନେଇଛି ବିଜେପି । ରାଜ୍ୟର ଯସଦନ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହୋଇଥିବା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ କୁଅଁରଜି ବାୱଲିଆ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଅବସର…
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ଓଡିଶା ପାଇକ ମହାସଂଘ
"ଓଡିଶା ଗସ୍ତ ଅବସରରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରନ୍ତୁ ପ୍ରଧାନମନ୍ତ୍ରୀ"
ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆଗମନ ଓ ସର୍ବୋପରି ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ବରୁଣେଇଠାରେ ଅବସ୍ଥିତ ପାଇକ ବିଦ୍ରୋହର ସ୍ମୃତି,…
ଅନ ଲାଇନ ସପିଙ୍ଗ ମାମଲା : ମୋବାଇଲ ମଗାଇଥିଲେ, ଆସୁ ଆସୁ ସାବୁନ ହୋଇଗଲା
କୋରିଆର ମ୍ୟାନେଜର ସହିତ ଡେ଼ଲିଭରୀ ବୟ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅନ ଲାଇନରେ ସପିଙ୍ଗ କରି ଠକାମୀର ଶିକାର ହୋଇଛନ୍ତି ପୁଲିସ ବିଭାଗର ଜଣେ କନେଷ୍ଟବଳ । ମାମଲା ଥାନାରେ ପହଁଞ୍ଚିବା ପରେ କୋରିଆର ଡେ଼ଲିଭରୀ ଡ଼ଟ କମ୍ କମ୍ପାନୀର ସ୍ଥାନୀୟ କେସି ସର୍କଲ ଶାଖାର ମ୍ୟାନେଜର ତଥା…
ଶହୀଦ ରତିକାନ୍ତ କୂଳଦୀପ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା : ଫାଇନାଲରେ ଡିଆରକେ ଏବଂ ଉଦଳା
ବାରିପଦା(ଦିଲ୍ଲୀପ ମହାନ୍ତି) - ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଠାରୁ ଶହୀଦ ରତିକାନ୍ତ କୂଳଦୀପ ମେୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଉଛି । ଏହି ଅବସରରେ ଶନିବାର ଦୁଇଟି ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ପ୍ରଥମ ସେମିଫାଇନାଲ ମ୍ୟାଚଟି…
ଶହୀଦ ରତିକାନ୍ତ ଓ କୂଳଦୀପଙ୍କୁ ମାଲ୍ୟାର୍ପଣ
ବାରିପଦା(ଦିଲ୍ଲୀପ ମହାନ୍ତି ) ଠିକ ୨୫ବର୍ଷ ପୂର୍ବେ ୧୯୯୩ମସିହା ଡିସେମ୍ବର ୨୨ତାରିଖ ଦିନ ବାରିପଦାରେ ଗୁଳିକାଣ୍ଡ ଘଟିଥିଲା । ଏହି ଗୁଳିକାଣ୍ଡରେ ବାରିପଦାର ନାଗରିକ ରତିକାନ୍ତ ଏବଂ କୂଳଦୀପ ଶହୀଦ ହୋଇଥିଲେ । ତେବେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ବାରିପଦା ଟ୍ରାଫିକ ଛକ ଠାରେ ଥିବା…