Sign in
Sign in
Recover your password.
A password will be e-mailed to you.
ନବୀନ ନିବାସରେ ଶତାଧିକ ଆଇଏନ୍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ
ଭୁବନେଶ୍ୱର: ନବୀନ ନିବାସରେ ଶତାଧିକ ଆଇଏନ୍ଟିୟୁସିର କର୍ମକର୍ତ୍ତା ବିଜୁ ଶ୍ରମିକ ସାମ୍ମୁଖ୍ୟରେ ସାମିଲ ହୋଇଛନ୍ତି | ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ନବଗଠିତ ଓଡ଼ିଶା ବିଦ୍ୟୁତ କର୍ମଚାରୀ ମହାସଂଘର ଏକ ଶୋଭାଯାତ୍ରା କ୍ୟାପିଟାଲ୍ ହସ୍ପିଟାଲ ଛକରୁ ବାହାରି ନବୀନ ନିବାସରେ ପହଞ୍ଚିଥିଲା …
ରାଫେଲ : ଅମ୍ବାନୀଙ୍କୁ ଅନୁକମ୍ପା – ସରକାରଙ୍କ ସ୍ୱଚ୍ଛତା ଓ ସାଧୁତା !
||ବିଭୂତି ପତି||
ମୂଲ୍ୟ, ଅମ୍ବାନୀଙ୍କୁ ଅହେତୁକ ଅନୁକମ୍ପା ଏବଂ ପ୍ରିୟାପ୍ରିତି ତୋଷଣ - ଏହି ତିନୋଟି କଥା ରାଫେଲ ଯୁଦ୍ଧବିମାନ ଚୁକ୍ତିକୁ ବିବାଦ ଘେରକୁ ଟାଣିନେଇଛି ଏବଂ ବହୁ ସନ୍ଦେହର ଭାନୁମତି ପେଡ଼ି ଖୋଲି ଦେଇଛି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାକୁ ହାତେଇବା ତଥା ମୋଦୀଙ୍କ ବହୁ…
ପୌର ନିର୍ବାଚନ ନେଇ ସଜବାଜ, ରାଜ୍ୟ ନିର୍ବାଚନ କମିଶନ ନେଲେ ବୈଠକ
ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନେଇ ବୈଠକରେ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଆସନ୍ତା ସାଧାରଣ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛିା ରାଜ୍ୟ ନିର୍ବାଚନ କମିଶନର ନବକୁମାର ନାୟକଙ୍କ ଅଧ୍ୟକ୍ଷତାରେ ତିନୋଟି ପର୍ଯ୍ୟାୟରେ…
ଫେକର କମ୍ପାନୀର ଶ୍ରମିକ ମାରଣ ନୀତି, ମରିବା ପର୍ଯ୍ୟନ୍ତ ଅନଶନରେ ବସିବେ ଦମ୍ପତି
ମଜଦୁର ସଙ୍ଘ କାହା ହିତରେ : ଖଣି ମାଲିକ ନା ଖଟିଖିଆ ମଜଦୁରମାନଙ୍କ ହିତରେ
ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକ (ଶାସକ ପ୍ରଶାସକ) : କାଳିଆ ପାଣି ଖଣି ଅଂଚଳରେ ଥିବା ଫେକର କମ୍ପାନୀରେ ଚାଲିଛି ଶ୍ରମିକ ମାରଣ ନୀତି | ଦୀପକ କୁମାର ଦାସ ଘର କୁଳିପଶି| ସେ ଆଜକୁ ୧୪ ବର୍ଷ ହେଲା ଓସ୍ତପାଳ…
୫-ଏ ସାଇଡ୍ ହକି, ଭାରତୀୟ ଦଳରେ ଓଡିଶାରୁ ଏକମାତ୍ର ସୁଦୀପ
ରାଉରକେଲା: ଆସନ୍ତା ଅକ୍ଟୋବର ୬ରୁ ୧୮ ତାରିଖ ପର୍ଯ୍ୟନ୍ତ ବୁଏନେସ ଆଏରିସ ଠାରେ ୨୦୧୮ ୟୁଥ୍ ଅଲିମ୍ପିକରେ ଅନୁଷ୍ଠିତ ହେବାକୁ ଥିବା ୫-ଏ ସାଇଡ୍ ହକି ପ୍ରତିଯୋଗିତା ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ସୁଦୀପ ଚିର୍ମାକୁ ସ୍ଥାନ ପାଇଛନ୍ତି…
ପ୍ଲାଷ୍ଟିକ୍ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ
ପାରାଦୀପ : ପାରାଦୀପଠାରେ ନୂତନ ଭାବେ ନିର୍ମିତ ହେବାକୁ ଯାଉଥିବା ପ୍ଲାଷ୍ଟିକ ପାର୍କରେ ଗୁରୁବାର ଟାଇଡ଼ାଲ୍ ଟ୍ରେଡ଼ିଂ ପ୍ରା.ଲି. ପକ୍ଷରୁ ଏକ ପ୍ଲାଷ୍ଟିକ କାରଖାନା ଏବଂ ଆରାଧନା ପ୍ଲାଷ୍ଟିକ ଇଣ୍ଡିଆର ଭିତ୍ତପ୍ରସ୍ତର ସ୍ଥାପନ ହୋଇଯାଇଛି । ପାରାଦୀପ ପେଟ୍ରୋକେମିକାଲର ଇଡ଼ି ଅବିନାଶ କୁମାର…
ପାରାଦୀପ ଇଫକୋ ରେଳବାଇ ସାଇଡ଼ିଂ ପ୍ରକଳ୍ପ ଉଦଘାଟିତ
ପାରାଦୀପ, ୨୩ା୮ ଆଜି ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସିଂ ଜରୀଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଫକୋ ରେଳବାଇ ସାଇଡ଼ିଂ ପ୍ରକଳ୍ପୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଜଗତସିଂହପୁର ଜିଲାପାଳ ଜାମୀନି ଷଡ଼ଙ୍ଗୀ, ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର.ଙ୍କ ସମେତ ରାଜ୍ୟ ସରକାରଙ୍କ…
ଦନ୍ତା ଆକ୍ରମଣରେ ଜଣେ ମହିଳା ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଓ ରରୁଆଁ ଥାନା ଅନ୍ତର୍ଗତ ଜାମୁତି ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଉକ୍ତ ଗ୍ରାମର ଶର୍ମିଷ୍ଠା ମହାନ୍ତ(୪୦) ନାମକ ଏକ ମହିଳାର ମୃତୁ୍ୟ ହୋଇଛି । ଅଗଷ୍ଟ ୨୨ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଶର୍ମିଷ୍ଠା ପଡେ଼ାଶୀ ଘରୁ…
ତିର୍ତ୍ତୋଲ ବ୍ଳକ କର୍ମଚାରୀଙ୍କ ମନମାନି, ହାତଗୁଂଜା ନଦେଲେ ଭତ୍ତା ହେଉନି
ତିର୍ତ୍ତୋଲ/ରମେଶ ମହାନ୍ତି -କିଛିଦିନ ହେବ ତିର୍ତ୍ତୋଲ ବ୍ଳକ କର୍ମଚାରୀଙ୍କ ମନମାନିକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଛି।ଏପରିକି ଏଇ କିଛି ଦିନ ପୂର୍ବେ ଉକ୍ତ ବ୍ଲକ କମ୍ପ୍ୟୁଟର ଡାଟାଏନ୍ଟରି ଅପରେଟରଙ୍କ କାରନାମା ଲୋକଲୋଚନକୁ ଆସିବା ପରେ ତାଙ୍କୁ ନିଳମ୍ବି କରାଯାଇଥିଲା।ସେହିପରି…
Hockey India announces India U18 Men’s & Women’s hockey teams for Buenos Aires 2018…
~ VivekSagar Prasad will lead the Junior Men's team while SalimaTete will be the Captain of the Junior Women's team ~
New Delhi, 23 August 2018: Hockey India today announced the Indian U18 Men’s and Women’s Hockey Teams for the Hockey…