Sign in
Sign in
Recover your password.
A password will be e-mailed to you.
ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ : କଂଗ୍ରେସ
ଭଦ୍ରକରେ କଂଗ୍ରେସ ପକ୍ଷରୁ ମହିଳା ସମ୍ମାନ ସମାବେଶ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) : ରାଜ୍ୟରେ ଶାସନ ଗାଦିରେ ଥିବା ବିଜେଡ଼ି ଦଳର ସ୍ଲୋଗାନ ‘ମା’ଙ୍କୁ ସମ୍ମାନ’ ଏକ ପ୍ରହସନ । ବିଗତ ୧୮ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ ନାାରୀ ନିର୍ଯ୍ୟାତନା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ନାରୀ…
କୁକୁଡା ଫର୍ମରେ ଭୟାବହ ଅଗ୍ନିକାଣ୍ଡ : କୋଟିଏରୁ ଉର୍ଧ୍ଵ ଟଙ୍କାର ଜିନିଷପତ୍ର ନଷ୍ଟ
ବାରିପଦା(ଦିଲ୍ଲୀପ ମହାନ୍ତି)ମୟୁରଭଞ ଜିଲା ରାସଗୋବୋନ୍ଦପୁର ବ୍ଲକର ଛାତନ ଠାରେ ଥିବା ଭେଙ୍କ ରିସର୍ଚ ଏବଂ ବ୍ରିଡିଙ୍ଗ ଫାର୍ମ ପ୍ରାଇଭେଟ ଲିମିଟେଡ ନାମକ ଏକ କୁକୁଡା ଫାର୍ମରେ ଆଜି ପ୍ରାୟ ପୂର୍ବାହ୍ନ ୯ ଟା ପାଖାପାଖି ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଅଛି । କୁକୁଡା ଫାର୍ମର ଅଣ୍ଡାରୁ ଚିଆଁ…
ବାଟ ହୁଡ଼ା ଗୁଣପୁର ଥେରୁବାଲି ରେଳପଥର ସଂଯୋଗୀକରଣ : ସାଂସଦ କଥା ଦେଇ ଭୁଲିଗଲେ, ଏବେ ଲୋକ କରିବେ ହିସାବ
ଗୁଣୁପୁରରୁ ସିଦ୍ଧାର୍ଥ ଦାଶ : ଏନ୍ ଭାସ୍କର ରାଓ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଦକ୍ଷିଣ ଓଡିଶା ବାସୀଙ୍କୁ ଦେଇଥିବା ପ୍ରତିଶୃତି ମଧ୍ୟରୁ ଏକ ପ୍ରମୁଖ ପ୍ରତିଶୃତି ଥିଲା ଗୁଣପୁର ଥେରୁବାଲି ରେଳ ପଥର ସଂଯୋଗୀକରଣ; ଯାହାର ଶବଦ ବର୍ତ୍ତମାନ ଯାଏଁ ଶୁଭା ଯାଉନାହିଁ। କେନ୍ଦ୍ର…
୧୦ତମ ମହୁଲମୁଣ୍ଡା ଭିପିଏଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ,ବଡ଼ବାହାଳ ଚାମ୍ପିଅନ
ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ବ୍ଲକ ମହୁଲମୁଣ୍ଡା ପଡ଼ିଆରେ ଚାଲିଥିବା ୧୦ତମ ଭିପିଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଛି | ଫାଇନାଲ ମ୍ୟାଚରେ କୁକୁଡ଼ାବାହାଳୀକୁ ହରାଇ ବଡ଼ବାହାଳ ଚାମ୍ପିଅନ୍ ହୋଇଛି I ବଡ଼ବାହାଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା |…
କାହାକୁ ଲାଜନାହିଁ କି ଅନୁଶୋଚନା ବି ନାହିଁ : ବାରମ୍ବାର ନିରୀହଙ୍କ ମୁଣ୍ଡ ଗଡୁଛି, ହେଲେ ନେତାଙ୍କ ରାଜନୀତି ସରୁନି
କେତେ ମଲେ ଚେତିବେ ଗାଲେଇ ଥିବା ଶାସନ-ପ୍ରଶାସନ !!!!!
ବଲାଙ୍ଗୀର/ ନିରୋଜ ମିଶ୍ର : ବାରମ୍ବାର ଅଘଟଣ ଘଟୁଛି ଅଘଟଣ | ଅକାରଣରେ ଗଡୁଛି ନିରୀହଙ୍କ ମୁଣ୍ଡ | ଉଜୁଡି ଯାଉଛି ପରିବାର | ତଥାପି ଗାଲେଇ ଯାଇଛନ୍ତି ରାଜନେତା, ପ୍ରଶାସନ ଲାଚାର | ସତରେ କାହା ମୁହଁରେ ଲାଜ ନାହିଁ ଟିକେ, ଅନୁଶୋଚନା…
ସେବାୟତଙ୍କ ପାଖରେ ସରକାର ଆତ୍ମ ସମର୍ପଣ କରିଛନ୍ତି – କଂଗ୍ରେସ
ଭୁବନେଶ୍ୱର - ଗତ ଗୁରୁବାର ଶ୍ରୀମନ୍ଦିର ସେବାୟତ ଏବଂ ପୋଲିସ ବିବାଦକୁ ଆଧାର କରି ସେବାୟତମାନେ ଯେଭଳି ଭାବେ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ କଲେ ଏହାକୁ ସମାଧାନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୧୨ ଘଂଟା ସମୟ ଲାଗିଲା । ଅର୍ଥାତ୍ ୧୨ ଘଂଟା କାଳ ଖାଡା ଓପାସ ରହିଲେ ପ୍ରଭୁ…
ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଶ୍ରବଣଯନ୍ତ୍ର ପ୍ରଦାନ କଲେ ଶକ୍ତିମନ୍ତ୍ରୀ
ସୋହେଲା(ଶାସକପ୍ରଶାସକ)-ବରଗଡ ଜିଲା ସୋହେଲା ବ୍ଲକ ଅଫିସଠାରେ ଆଜି ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ଓ ଶ୍ରବଣଯନ୍ତ୍ର ପ୍ରଦାନ କରିଥିଲେ । ରେଂଗାଲି ପଂଚାୟତ ଅନ୍ତର୍ଗତ ଗି୍ରଂଜେଲ ଗ୍ରାମର ନବମୀ ରୁହିଦାସ,ବିରିପାଲି ଗ୍ରାମର ଭଗବାନ ହରିପାଲ ଓ ଚକବାହାଲ…
ପୃଥ୍ୱୀରାଜ ଗୌସାଲାର ନବ ନିର୍ମିତ ଗୋ ଗୃହକୁ ଉଦ୍ଘାଟନ କରିବା ସହ ଗୋପୂଜନ କଲେ ରାଜ୍ୟପାଳ
ବଲାଙ୍ଗୀର/ ନିରୋଜ ମିଶ୍ର : ଆଜି ବଲାଙ୍ଗୀର ଟାଉନରେ ପହଚିଂ ଥିଲେ ମହାମହିମ ରାଜ୍ୟପାଳ ଗୋ ସେବା ଉପରେ ଲୋକଙ୍କୁ ବୁଝାଇଥିଲେ । ଏକ ସମୀକ୍ଷା ବୈଠକ କରିଥିଲେ । ପୃଥ୍ୱୀରାଜ ଗୋଶାଳା ଉନ୍ନତି ପାଇଁ ରାଜ୍ୟପାଳ ୧ ଲକ୍ଷଟଙ୍କା ଅନୁଦାନ ଘୋଷଣା କରିଥିଲେ ।
ଆଜି ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ…
ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ କପ : ସାମିଲ ହୋଇଛନ୍ତି ୨୪ଗୋଟି ଦଳ
ଝାରବନ୍ଧ-ଝାରବନ୍ଧ ବ୍ଳକ ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ କପ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଯୁବନେତା ତଥା ଲୋକ ପ୍ରିୟ ସମାଜସେବୀ ରାଜୁ ଘିବେଲା ମୁଖ୍ୟ ଅତିଥି ଭାବରେ ଏବଂ ପୂର୍ବତନ ବିଜେପି ବ୍ଳକ ସଭାପତି ସନ୍ତୋଷ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଶୁଭଉଦଘାଟନ…
ଆମର ପରବ ମହୋତ୍ସବରେ ଝୁମିଲେ ସହସ୍ରାଧିକ ଦର୍ଶକ
ପାଇକମାଲ :-ପାଇକମାଲ ର କଳାପ୍ରେମୀ ଯୁବକ ମାନଙ୍କର ଉଦ୍ୟମ ରେ ଗତ କାଲି ସନ୍ଧ୍ୟା ସମୟରେ ପାଇକମାଲ ହାଇ ସ୍କୁଲ ପଡ଼ିଆରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେଇଯାଇଛି। ଆମର ଗୀତ ଅନୁଷ୍ଠାନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି ତଥା ପ୍ରସିଦ୍ଧ ନୃତ୍ୟ…