ଚାଞ୍ଚଲ୍ୟ : ପାଣିଟାଙ୍କିରୁ ମିଳିଲା ଶବ 

0

 ବାରିପଦା/ ଦିଲ୍ଲୀପ ମହାନ୍ତି :  ସରକାରୀ ପାଣିଟାଙ୍କି ରେ ମିଳିଲା 10 ଦିନ ପୂର୍ବର ଶବ  । ଏହା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଭଅଁର।। ଗ୍ରାମର ଶିରିଶ ମିରିଡ଼ିଆ ର 18 ବର୍ଷ ର ପୁଅ ସତ୍ୟ ମିରିଡ଼ିଆ | ଏହାକୁ ହତ୍ୟା ବୋଲି ସନ୍ଦେହ କରାଯାଉଛି | ଏହି ଅଘଟଣ ପଛର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପରେ ତାହା ସ୍ପଷ୍ଟ ଜଣାପଡିବ | 

Leave A Reply

Your email address will not be published.