ଝାରବନ୍ଧର ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ,ଗୌଡମାଲ ଦଳ ଚମ୍ପିୟାନ 

ଝାରବନ୍ଧ/ସଦାନନ୍ଦ ବେହେରା-ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧର ମଝିପଡା ଠାରେ ମାଁ ରକମା ଦେବୀ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି  । ଏହି ଟୁର୍ଣ୍ଣାମେଂଟରେ ଆଖପାଖ ଅଂଚଳର ୧୦ଗୋଟି ଦଳ ଅଂଶଗ୍ରହଣ କରିଥିଲେ  ।ଫାଇନାଲ ମ୍ୟାଚ ଗୌଡମେଳ ଓ ଗଡଫୁଲଝେର ମଧ୍ୟରେ ଅନୁଷ୍ଠିତ  ହୋଇଥିଲା ଏବଂ…

ଇଏ କି ସମ୍ମାନ, ବୀର ସୁରେନ୍ଦ୍ର ସାଏଙ୍କ ବୀର ଗାଥା ଜାତୀୟ ସଂଗ୍ରହାଳୟରେ ନାହିଁ !!

ସ୍ଥାନିତ କରିବା ପାଇଁ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ ହେମନ୍ତ ପଣ୍ଡା । ବଲାଙ୍ଗିର : ବ୍ରିଟିଶ ସରକାର ବିରୋଧରେ ବୀର ସୁରେନ୍ଦ୍ର ସାଏଙ୍କ ସାହସିକ ଲଢେଇ ସମଗ୍ର ଦେଶର ଏକ ବିରଳ ଘଟଣା ହୋଇଥିଲେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ଜାତୀୟ ସଂଗ୍ରହାଳୟ ମାନଙ୍କର ସ୍ୱାଧୀନତା ସଂଗ୍ରାମ…

କି ପାରିବାର : ଦର୍ପଣୀ ରୁ ସମିଆଁ ରାସ୍ତା କାମ ଚାଲିଛି ଯେ ସରିବା ନା ଧରୁନି

 .ବଡଚଣା/ ପ୍ରଫୁଲ୍ଲ କୁମାର ସାହୁ : ଦର୍ପଣୀ ରୁ ସମିଆଁ ଚାଲିଛି ରାସ୍ତା କାମ | କିନ୍ତୁ ସୁଧୁରୂନି ରାସ୍ତା ଅବସ୍ଥା |  ଏଠି ରାସ୍ତାର ଅବସ୍ଥା ଯୋଉ ତିମିରୀ କି ସେଇ ତିମିରେ |  ଉକ୍ତ ଠିକାସଂସ୍ତା ଯେମିତି ସବୁ ନିୟମକୁ ଅଣଦେଖା କରି ଏହି ରାସ୍ତାକାମ କରୁଛି ସେଥିରୁ ଜଣ ପଡୁଛି ଏ କାମ ପ୍ରତି…

ବିଜୁ କୃଷକ ଜନତା ଦଳର ରାଜ୍ୟ କମିଟି ଓ ଜିଲ୍ଲା ସଭାପତିଙ୍କ ନାମ ଘୋଷିତ 

ରାଜ୍ୟ କମିଟିରେ ୬ ଉପ ସଭାପତି, ୩ ସାଧାରଣ ସମ୍ପାଦକ ଓ ୫ ସମ୍ପାଦକ  ଭୁବନେଶ୍ୱର,(ଶାସକ ପ୍ରଶାସକ): ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜୁ କୃଷକ ଜନତା ଦଳ ସଂଗଠନକୁ ସୁଦୃଢ଼ ଓ ଅଧିକ କ୍ରିୟାଶୀଳ କରିବା ପାଇଁ ନିକଟରେ ବିଜୁ କୃଷକ ଜନତା ଦଳର ରାଜ୍ୟ…

ବାରିପଦା ପିଚ ରେଡ୍ଡି : ଆଗପଛ ହୋଇ ଖେଳିବେ ମୋଦି ଓ ନବୀନ କିଣିବାକୁ ମୟୁରଭଞ୍ଜିଆଙ୍କ ମନ 

ବାରିପଦା(Dillip Mohanty)-ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକକୁ ଦଖଲ କରିବା ସହିତ ୪୭.୩୨ ପ୍ରତିଶତ ହାରରେ ମୋଟ ୫ଲକ୍ଷ ୭୩ହଜାର୨୮୭ଖଣ୍ଡ ଭୋଟ ପାଇ ୫୬ଟି ଆସନ ମଧ୍ୟରୁ ୪୯ଟି ଆସନରେ ବିଜୟୀ ହୋଇ ଜିଲ୍ଲାପରିଷଦକୁ ଦଖଲ କରି ନୂଆ ଇତିହାସ ସୃଷ୍ଟି କରିବା ପରେ…

   ପାୱାର ଏମ୍ପେ୍ଲାଇଜ ୟୁନିୟନର କର୍ମକର୍ତ୍ତା ଚୟନ  

ବାରିପଦା(ଅରବିନ୍ଦ ଦାସ )-ବାରିପଦା ପୌରପରିଷଦର ବାଘଡ଼ାରୋଡ଼ସ୍ଥିତ ପାୱାର ଏମ୍ପେ୍ଲାଇଜ ୟୁନିୟନ କାର୍ଯ୍ୟାଳୟ ପରିସରରେ   ୟୁନିୟନ ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ  ସାଧାରଣ ସଭା ଆୟୋଜିତ ହୋଇଥିଲା । ଏଥିରେ ବାରିପଦା ବିଦୁ୍ୟତ୍ ଡ଼ିଭିଜନ ଅନ୍ତର୍ଗତ ୧୪ଟି ସେକସନ,…

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା  ଦାବି ଜୋର୍ ଧରିଲା 

ଭୁବନେଶ୍ୱର:ସମଗ୍ର ଭାରତବର୍ଷରେ ୪ଗୋଟି ଧାମ । ୪ ଧାମ ମଧ୍ୟରୁ ପୁରୀର ମାହାତ୍ମ୍ୟ ଅନନ୍ୟ । ବ୍ରିଟିଶ୍ ଶାସନ ସମୟରେ ପୁରୀ ସହରରେ ବହୁ ଜ୍ଞାନର ଆଲୋଚନା ହେଉଥିଲା । ସଂସ୍କୃତ ଭାଷା ପରେ ଓଡ଼ିଆରେ ସର୍ବାଧିକ ତାଳପତ୍ର ପୋଥି ଏହି ସହରରେ ଦେଖିବାକୁ ମିଳିଥାଏ ।  ପୁରୀ ଜ୍ଞାନର ଭଣ୍ଡାରଭାବେ ମଧ୍ୟ…

ସଡକ ସୁରକ୍ଷା ଜନ ସଚେତନତା ଶିବିର ଅନୁଷ୍ଠିତ ।

ଯାଜପୁର(ଜୟଶଙ୍କର ଦାଶ),ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ଜନ ସଚେତନତା ଶିବିର  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଚ୍ଥି ।  ସଡକ ସୁରକ୍ଷା ନିୟମ କାନୁନକୁ ନ ମାନିବା ପଂଳରେ ପ୍ରତିଦିନ ସଡକ ଦୁର୍ଘଟଣା ବାରମ୍ୱାର ଘଟୁଚ୍ଥି ଓ ଅକାରଣରେ ମୂଲ୍ୟବାନ ଜୀବନ…

ଜିଲ୍ଲାସ୍ତରୀୟ ଇଭିଏମ ଭିଭିପାଟ ସଚେତନତା ଅଭିଯାନର ହେଣ୍ଡସ ଅନ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲାରେ ନିର୍ବାଚନ ବେଳେ ନୂତନ ଭାବେ ବ୍ୟବହାର ହେବାକୁ ଥିବା ଇଭିମେ ଭିଭିପାର୍ଟ ମେସିନର ସଠିକ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ…