୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ : କଂସଙ୍କ ପରେ ବରଣ ହେଲେ ମନ୍ତ୍ରୀ ଶକ୍ରାଜିତ୍ୟ ଓ ଅକ୍ରୁର 

||ଗାଇସିଲେଟ/କେଦାର ନାଥ ସାହୁ|| ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲିର ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବପାଇଁ ଗତ ତା୨୮/୧୨/୨୦୧୮ରିଖ କଂସ ବରଣ ସଂପୂର୍ଣ୍ଣ ହୋଇ ଥିବା ବେଳେ ଆଜି ମହାମନ୍ତ୍ରୀ ଶକ୍ରାଜୀତ ଏବଂ ଅକ୍ରୁର ଭୂମିକା ପାଇଁ କଳାକାର ବରଣ କରାଯାଇଛି । ଏ ବର୍ଷ କଂସ ଭୂମିକାରେ…

ଶ୍ରମିକଙ୍କୁ ଶ୍ରମମନ୍ତ୍ରୀ ସୁଶାନ୍ତଙ୍କ ଆହ୍ବାନ  : ନିର୍ମାଣ ଶ୍ରମିକ କାର୍ଡ ତିଆରି ପାଇଁ କେହି ଦଲାଲ ଟଙ୍କା ମାଗିଲେ…

  ହଲଦିପାଲିଠାରେ ନିର୍ମାଣ ଶ୍ରମିକ ସଚେତନତା ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ସୋହେଲା(ଶାସକପ୍ରଶାସକ)-ନିର୍ମାଣ ଶ୍ରମିକ କାର୍ଡ  ହେଉଛି ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରୁଥିବା ନିର୍ମାଣ ଶ୍ରମିକ ଭାଇଭଉଣୀ ମାନଙ୍କ ହକ୍  । ଏହା ସେମାନଙ୍କ ପ୍ରତି ଦୟା ନୁହେଁ  । ମାନ୍ୟବର…

୨୪ତମ ସର୍ବଭାରତୀୟ ଛିନ୍ଦେକେଲା କ୍ରିକେଟ କପ ୨୦୧୮ ଉଦଯାପିତ: ଖୋର୍ଦ୍ଧା ଦଳ ଚମ୍ପିୟାନ,ଆଗାମୀ ବର୍ଷ ଦେଶ ବାହାରୁ ଆସିବେ…

ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେକେଲା ମିନି ଷ୍ଟାଡିୟମ ଠାରେ ଚାଲିଥିବା ସର୍ବଭାରତୀୟ ଛିନ୍ଦେକେଲା କ୍ରିକେଟ କପ ଉଦଯାପିତ ହୋଇଯାଇଛି  । ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ଇଷ୍ଟକୋଷ୍ଟ ଖୋର୍ଦ୍ଧା ଓ ନାଗପୁର ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ଉଦଘାଟନୀ ଉତ୍ସବରେ…

ଗୌଡମାଲ ପଲ୍ଲିମଙ୍ଗଲ ଯୁବକସଂଘ ଆନୁକୁଲ୍ୟରେ ଦ୍ୱିଦିବସୀୟ ଫୁଟବଲ ପ୍ରତିଯୋଗିତା

ଝାରବନ୍ଧ/ସଦାନନ୍ଦ ବେହେରା-ଝାରବନ୍ଧ ବ୍ଳକ ଅନ୍ତର୍ଗତ ଗୌଡମାଲ ପଲ୍ଲିମଙ୍ଗଲ ଯୁବକସଂଘ ଆନୁକୁଲ୍ୟରେ ଦ୍ୱିଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି  । ପ୍ରତିଯୋଗିତାକୁ ବିଜେପି ନେତା ସୁବାଷ ଚୌହାନ ଯୋଗଦେଇ ଶୁଭ ଉଦଘାଟିତ କରିଥିଲେ । ଏହି ପ୍ରତିଯୋଗିତାରେ…

ଜୟ ଦୁର୍ଗା କ୍ରିକେଟ କପ ତୁର୍ଲା :  ଗୌଡ଼ମାଲ ବିଜେତା

ଝାରବନ୍ଧ(ସଦାନନ୍ଦ ବେହେରା):-ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ,ତୁର୍ଲା ଗ୍ରାମରେ ଜୟ ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ  ରେ24 ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ଗୌଡ଼ମାଲ ଏବଂ ଗଡ଼ଫୁଲଝର ମଧ୍ୟ ରେ ଖେଳା ଯାଇଥିଲା ଏବଂ ଗୌଡ଼ମାଲ ବିଜେତା …

 ଛୋଟ ପିସି ଦାନବ ସରୋଜ ସାହୁଙ୍କ ସହ କଣ ସମ୍ପର୍କ : ଧର୍ମେନ୍ଦ୍ର 

କାଳିଆ ଓ ଉଜ୍ଜଳା ଯୋଜନା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ରଖିଲେ କେନ୍ଦ୍ରମନ୍ତ୍ରୀ ଚାଷୀଙ୍କୁ ସବୁଠୁ କଳାକନା ବୁଲାଇଥିବା ଲୋକମାନେ କାଳିଆର ସାହାରା ନେଉଛନ୍ତି-ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର(କୁମାର ଅଭିଶେଖ) -ଚାଷୀଙ୍କୁ ସବୁଠୁ କଳାକନା ବୁଲାଇଥିବା ଲୋକମାନେ କାଳିଆର…

ଇର୍ଷାରେ ବୁଡି ରହିଥିବା ଲୋକଙ୍କୁ ଭଗବାନ କ୍ଷମା କରି ଦିଅନ୍ତୁ : ଧର୍ମେନ୍ଦ୍ର  

ଉଜ୍ଜଳା ସାନିଟାରୀ ନାପ୍କିନ୍ ପ୍ରସ୍ତୁତି ଓ ବିପଣନ କେନ୍ଦ୍ରର ଶୁଭାରମ୍ଭ  ଓଡିଶାର ୨.୨୫ କୋଟି ମହିଳାମାନଙ୍କୁ ସ୍ୱାବଲମ୍ବୀ  ନକରିବା ପର୍ଯ୍ୟନ୍ତ ନୂଆ ଓଡିଶା ସମ୍ଭବ ନୁହେଁ-ଧର୍ମେନ୍ଦ୍ର  ଭୁବନେଶ୍ୱର(କୁମାର ଅଭିଶେଖ) -ନୂଆ ଭାରତ ନୂଆ ଓଡିଶା ବିନା ସମ୍ଭବ ନୁହେଁ । ସାଢେ ୪ କୋଟି…

ସାବଧାନ : ବାହାରେ ଫେରିଲେ ୫୦ ଫାଇନ

 ଓଡଗାଁ ଏନ୍ଏସିିକୁ ବାହ୍ୟ ଶୈାଚମୁକ୍ତ ସହର ଘୋଷଣା : ସ୍ୱଚ୍ଛ ଓଡଗାଁ ସୁସ୍ଥ ଓଡଗାଁ  ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ବିଜ୍ଞାପିତ ଅଂଚଳ ପରିଷଦ ଓଡ଼ଗାଁକୁ ବାହ୍ୟ ଶୈାଚମୁକ୍ତ ସହର ଘୋଷଣା କରାଯାଇଛି । ସ୍ୱଚ୍ଛ ଓଡଗାଁ ସୁସ୍ଥ ଓଡଗାଁ ଗଢିବାକୁ ହେଲେ ପଥମେ ନିଜେ ବାହ୍ୟ ଏବଂ ଆଭ୍ୟନ୍ତରୀଣ ସ୍ତରରେ…

ପିକଅପ ଭ୍ୟାନ ଦୁର୍ଘଟଣାରେ ଦୋକାନୀ ,ମୃତ ଗ୍ରାହକ ଗୁରୁତର : ଉତ୍ତେଜିତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ-ଓଡଗାଁ ମୁଖ୍ୟ ସଡକ ପଥର ନନ୍ଦିଘୋର ବସଷ୍ଟାଣ୍ଡ ନିକଟରେ ଏକ ପିକଅପ ଭ୍ୟାନ ବାଡଭାଙ୍ଗି ଦୋକାନ ଭିତରେ ପଶି ଯିବାରୁ  ଦୋକାନୀଙ୍କ  ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗ୍ରାହକ ଗୁରୁତର ଅବସ୍ଥାରେ ନୟାଗଡ ଡାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି ।…

 ବିଶାଳ ହିନ୍ଦୁ ସମ୍ମିଳନୀରେ ଯୋଗଦେବାକୁ ଗୁଣୁପୁରରୁ ଗଲେ ୧୪ଟି ବସରେ  ଯାତ୍ରୀ 

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଅବିଭକ୍ତ କୋରାପୁଟ ଜିଲ୍ଲା ଜୟପୁର ସହର ସ୍ଥିତ ଦଶହରା ପଡିଆ ଠାରେ ଆଜି ଅନୁଷ୍ଠିତ ହେଉଥିବା ବିଶାଳ ହିନ୍ଦୁ ସମ୍ମିଳନୀରେ ଯୋଗଦେବା ନିମନ୍ତେ ଗୁଣପୁର ସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ୧୪ ଗୋଟି ବସ୍ ଶୋଭାଯାତ୍ରୀ ଙ୍କୁ ନେଇ ଜୟପୁର ଅଭିମୁଖେ ଯାତ୍ରା…