ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୮ତମ ବାର୍ଷିକ ଉତ୍ସବ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ପାରଳାଖେମୁଣ୍ଡି ସ୍ଥିତ ଶିଶୁମନ୍ଦିରରେ ବିଦ୍ୟାଳୟର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଚାର୍ଯ୍ୟ ସରୋଜ ପଣ୍ଡାଙ୍କ ସଭାପତିତ୍ୱରେ ଜିଲ୍ଲା ପାଳ ଅନୁପମ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିନୋଦ ଚନ୍ଦ୍ର ଜେନା…

୭ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦ୍‍ଯାପିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଏବଂ ମଞ୍ଚ ନାଟକର ପୁନରୁଦ୍ଧାର ଓ ପ୍ରଚାର ଉଦ୍ଦେଶ୍ୟରେ ଗତ ୩ଦିନ ବ୍ୟାପି ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ପଡିଆ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ନାଟ୍ୟ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ, ରାଜ୍ୟ…

ଉଜ୍ୱଳା- ସାନିଟେରୀ ନାପକିନ୍‍ ପ୍ରସ୍ତୁତି ଓ ଯୋଗ୍ୟତା ବ୍ୟବସ୍ଥାର  ଶୁଭାରମ୍ଭ ଓ ମହିଳାଙ୍କ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଉଜ୍ୱଳା- ସେନିଟେରୀ ନାପକିନ ପ୍ରସ୍ତୁତି ଓ ଯୋଗାଣ ବ୍ୟବସ୍ଥାର ଶୁଭାରମ୍ଭ ଏବଂ ସାନିଟେରି ନାପକିନ ଓ ଗ୍ୟାସ ସିଲିଣ୍ଡର ବ୍ୟବହାର ଉପରେ ମହିଳା ହିତାଧିକାରୀଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି…

ପୌର ପରିଷଦ  ସ୍ତରୀୟ ବିଜୁ ଜନତା ଦଳର ୱାର୍ଡ କମିଟି ବୈଠକ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପୌରପରିଷଦ ସ୍ତରୀୟ ଵାର୍ଡ କମିଟି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଳର ପାରଳା ନଗର ସଭାପତି ଜମିଦାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକ…

କୃତଜ୍ଞତା ଜ୍ଞାପନ  ଆମ ପରମ୍ପରାର ସର୍ବଶ୍ରେଷ୍ଠ  ଅବଦାନ: ଜିଲ୍ଲାପାଳ ।

ଯାଜପୁର, (ଜୟଶଙ୍କର ଦାଶ) ମୁଖ୍ୟମନ୍ତ୍ରୀ କଳାକାର ସହାୟତା  ଯୋଜନା ରାଜ୍ୟ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ।  ଏହି ଯୋଜନା ସରକାର ପ୍ରଣୟନ କରି କଳାକାର  ମାନଙ୍କୁ  ଯେଊଁ ସମ୍ମାନ ପ୍ରଦର୍ଶନ କରିଚ୍ଥନ୍ତି ସେଥିପାଇଁ କଳାକାରମାନେ ଗର୍ବିତ ବୋଲି ଜିଲ୍ଲା  ପରିଷଦ ସଭାପତି ନରେଶ ଚନ୍ଦ୍ର…

ଅନଲାଇନ  ରେଜିଷ୍ଟ୍ରେସନ  ବିରୁଦ୍ଧରେ ଭଦ୍ରକ ମୋହରିର ସଂଘର ଆନ୍ଦୋଳନ 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  ସରକାରଙ୍କ ଜଦ୍ୱାରା ଅନ୍ଲାଇନ ରେଜିଷ୍ଟ୍ରସନ ପ୍ରକ୍ରିୟାକୁ ଘୋର ବିରୋଧ କରି ସମଗ୍ର ରାଜ୍ୟରେ ମୋହରିର ମାନେ ବିରୋଧ କରିଥିବା ବେଳେ ଭଦ୍ରକରେ ମଧ୍ୟ ଦିନ ତମାମ୍ ଆନ୍ଦୋଳନ  ଜାରି ରହିଥିଲା । ଭଦ୍ରକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ଜିଲ୍ଲା…

ଚାଲନ୍ତୁ ବିଶ୍ରାମ ପାଇଁ ଦିନଟିଏ ଉତ୍ସର୍ଗ କରିବା 

ବିଶ୍ୱ ବିଶ୍ରାମ ଦିବସ ପାଳିତ ଭଦ୍ରକ/ସତ୍ୟଭୂଷଣ ସ୍ୱାମୀ : ଚାଲନ୍ତୁ ବିଶ୍ରାମ ପାଇଁ ଦିନଟିଏ ଉତ୍ସର୍ଗ କରିବା ।  Lets dedicate a day for rest . ଏହି ମର୍ମ ନେଇ ଡିସେମ୍ବର ତିରିଶ ତାରିଖଟିକୁ ଦୀର୍ଘ ପାଞ୍ଚ ବର୍ଷ ଧରି ବିଶ୍ୱ ବିଶ୍ରାମ ଦିବସ ରୂପେ ପାଳନ କରାଯାଇଆସୁଛି । ସମାଜସେବୀ…

ଦିବ୍ୟାଙ୍ଗ-ଶିଶୁ ବୈଜ୍ଞାନିକଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଆୟୋଜକ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଶିଶୁ ବିଜ୍ଞାନ କଂଗ୍ରେସରେ ଯୋଗ ଦେଇଥିବା ତିନି ଜଣ ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।  ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ଦିବ୍ୟାଙ୍ଗ ଶିଶୁ ବୈଜ୍ଞାନିକ…

ଶହୀଦ ପୀଠ ବୀରଭୂମି  ଘେଁଷଠାରେ ଉପଖଣ୍ଡସ୍ତରୀୟ ବୀରତା ଦିବସ

ବରଗଡ/ନିଳ ଦୀପ- ଶହୀଦ ପୀଠ ବୀରଭୂମି ଘେଁଷଠାରେ ପ୍ରଶାସନ ତରଫରୁ ବୀରତା ଦିବସ ୨୦୧୮ ପାଳିତ ହୋଇଯାଇଛି  । ପଦ୍ମପୁର ଉପଜିଲ୍ଲାପାଲ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର,ଲୋକକବି ହଲଧର ନାଗ,ତଥା ଅନ୍ୟାନ୍ୟ ଅତିଥି ଏବଂ ଜନସାଧାରଣ ଏବଂ ସଂଗ୍ରାମୀ ବୀର ମାଧୋ ସିଂଙ୍କ ଘରକୁ ଯାଇ ତାଙ୍କର ଦାୟତଙ୍କ ସହିତ…

ଯୁବରାଜ କଂସଙ୍କ ରାଜ୍ୟାଭିଷେକ କଲେ ରାଜୁ ଘିବେଲା : ଦୁର୍ନିତିର ପର୍ଦାଫାସ ସହ ସମାଧାନ ପାଇଁ କଲେ ଆବେଦନ

ଝାରବନ୍ଧ/ସଦାନନ୍ଦ ବେହେରା -ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧ ବ୍ଲକ ଛୋଟଅନକି ପଂଚାୟତ ଅନ୍ତର୍ଗତ ଘୁଚାପାଲି ଠାର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି  । ପୌରାଣିକ କଥାବସ୍ତୁ ଅନୁସାରେ ସ୍ୱର୍ଗରୁ ଏକ ଶୁନ୍ୟ ବାଣୀ ହୋଇଥିଲା କି ଦେବକୀ ଗର୍ଭର ଅଷ୍ଟମ ସନ୍ତାନ ଯୁବରାଜ କଂସର ମୃତ୍ୟୁର କାରଣ…