Sign in
Sign in
Recover your password.
A password will be e-mailed to you.
ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରାତ୍ରକାଳୀନ ଆହାର- ଭାତ,ଡାଲମାର ଶୁଭାରମ୍ଭ
ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରରେ ଦିନଭଳି ସରକାରଙ୍କ ପକ୍ଷରୁ ୫ଟଙ୍କାରେ ଦିଆଯାଉଥିବା ଭାତ,ଡାଲମା ରାତ୍ରିରେ ମଧ୍ୟ ଆହାର କେନ୍ଦ୍ରରେ ୫ଟଙ୍କାରେ ମିଳିବ ଗତକାଲି ରାତ୍ର ୭ଟାରେ ଆହାର କେନ୍ଦ୍ରରେ ରାତ୍ରୀକାଳୀନ ଆହାର କେନ୍ଦ୍ର ୫ଟଙ୍କାରେ ଭାତ,ଡାଲମା…
ସିଗାରେଟ୍ ମାଗି ଆତଙ୍କ ୩ ଯୁବକଙ୍କ ଆତଙ୍କରାଜ : କାଠଫାଳିଆ ମାଡ଼ରେ ସମିତି ସଭ୍ୟ ଙ୍କ ମୁଣ୍ଡ ଫାଟିଲା
ରେଢ଼ାଖୋଲରୁ ଯଶୋବନ୍ତ ନାରାୟଣ ସାହୁ
ସାମାନ୍ୟ ଘଟଣାରୁ କଦଳୀଗଡ଼ ସମିତି ସଭ୍ୟ ଧର୍ମେନ୍ଦ୍ର କଅଁରଙ୍କୁ କାଠଫାଳିଆରେ ଆକ୍ରମଣ କରାଯାଇଛି Iମଙ୍ଗଳବାର ସନ୍ଧ୍ୟାରେ କଦଳୀଗଡ଼ ର ବିଶିପାଲି ଛକରେ ଥିବା ଅଜିତ ବେହେରାଙ୍କ ଜଳଖିଆ ଦୋକାନ ପାଖରେ ତିନି ଜଣ ଯୁବକ ସମିତି ସଭ୍ୟ ଧର୍ମେନ୍ଦ୍ର…
“ପୁରୀରୁ ଲଢ଼ିବା ଚର୍ଚ୍ଚା କେବଳ କଳ୍ପନା ଜଳ୍ପନା ‘ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ
-ଆପଣ ପୁରୀରୁ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚା ହେଉଛି | ତାହା କେତେଦୂର ସତ !!!
-ଏହା କେବଳ କଳ୍ପନା ଜଳ୍ପନା ମାତ୍ର
ପୁରୀରୁ ନିର୍ବାଚନ ଲଢ଼ିବା ସମ୍ପର୍କରେ ଗଣମାଧ୍ୟମ ସରବରାହ ସଂସ୍ଥା ଏଏନଆଇକୁ ନିଜ ଉତ୍ତର ରଖି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନବ ବର୍ଷ ଉପଲକ୍ଷେ ଅନ୍ନ ପ୍ରସାଦ ବଣ୍ଟନ
ବଲାଙ୍ଗୀର, (ନିରୋଜ ମିଶ୍ର) ନୂତନ ବର୍ଷ ଆଗମନରେ ବଲାଙ୍ଗୀର କୋଶଳ ମଣ୍ଡପ କମ୍ପେ୍ଳକ୍ସ ଦୋକାନୀ ସଂଘ ତରଫରୁ ଆବାଳ ବୃଦ୍ଧ ବନିତାଙ୍କୁ ହନୁମାନ ମନ୍ଦିର ପରିସରରେ ଅର୍ଣ୍ଣପ୍ରସାଦ ବଣ୍ଟନ କରାଯାଇଥିଲା । ସମଗ୍ର ବଲାଙ୍ଗୀର ଜିଲ୍ଲାବାସୀ ନବବର୍ଷର ଧୁନ୍ ରେ ମସଗୁଲ ଥିଲାବେଳେ କଳା ମଣ୍ଡଳ…
ଦୟା ନଦୀ କୂଳ ରଣ ଗୋହରୀକୁ ପର୍ଯ୍ୟଟନସ୍ଥଳି ମାନ୍ୟତା ଦାବି
ଭୁବନେଶ୍ୱର: ଐତିହ୍ୟସ୍ଥଳି କଳିଙ୍ଗ ଯୁଦ୍ଧ ଶେଷ ହୋଇଥିବା ଦୟା ନଦୀକୁଳ ରଣ ଗୋହରୀକୁ ପର୍ଯ୍ୟଟନସ୍ଥଳି କରିବାକୁ ଦାବି କରିଛନ୍ତି ଅମିୟ ଦାଶ । ଏକାମ୍ର ବିଜେପି ନେତା ଶ୍ରୀ ଦାଶ କହିଛନ୍ତି ଯେ, ଇଟିପୁର ପଂଚାୟତ ନିକଟ ରଣ ଗୋହରୀଠାରେ କଳିଙ୍ଗ ଯୁଦ୍ଧ ଶେଷ ହୋଇଥିଲା । ଏହା ବିଶ୍ୱ ପ୍ରସିଦ୍ଧ…
ଓଏସ୍ଆରଟିସି ଆନେ୍ଦାଳନ ତେଜିଲା : ଭୂବନେଶ୍ୱର ଯିବ କ୍ରିୟାନୁଷ୍ଠାନ କମିଟି ।
ପଦ୍ମପୁର/ନିଳ ଦୀପ-ଓଡିଶା ରାଜ୍ୟ ପରିବହନ ସେବାର ପଦ୍ମପୁର ଶାଖାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଆସିଥିବା ବିଭାଗୀୟ ଅଧିକାରୀଙ୍କ ନିର୍ଦେଶକୁ ବିରୋଧ କରି ପଦ୍ମପୁର ଶାଖାର କର୍ମଚାରୀ,ପଦ୍ମପୁରର ବିଭିନ୍ନ ସାମାଜିକ ସଂଗଠନ,ଓକିଳ ସଂଘ,ନାଗରିକ କମିଟୀ,ବଣିକ ସଂଘ ଓ ବିଭିନ୍ନ ରାଜନୈତିକ…
ଟ୍ରକକୁ ପଛରୁ ଧକ୍କା ଦେଇଲା କାର :ଦୁଇ ମୃତ
କ୍ଷତି ପୁରଣ ନିମନ୍ତେ ଶବ ରଖି ରାସ୍ତା ରୋକ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା- ରାଇରଙ୍ଗପୁର ରାସ୍ତାର ଦୁନ୍ଦୁ ଛକ ନିକଟରେ ଜେଏଚ୍ ୦୫ ଏକେ-୪୮୩୩ ନମ୍ବର ବିଶିଷ୍ଟ ଏକ କାର ଢ଼ାବା ପାଶ୍ୱର୍ରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଓଆର ୧୧କେ ୮୨୪୯…
ବିଜେଡ଼ି ଛାତ୍ର ନେତା ଓ ସମର୍ଥକଙ୍କ ଲଙ୍କାକାଣ୍ଡ ; ବିଜୁ ଭବନରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ
ଛାତ୍ର ନେତା ସହିତ ୨ ଗିରଫ, ସହଯୋଗି ଫେରାର
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୮କୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ ଜଣାଇବା ନିମନ୍ତେ ଡ଼ିସେମ୍ବର ୩୧ ରାତି ବାରିପଦା ପୌରବାସୀ ମତୁଆଲା ହୋଇ ଉଠିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପାଶ୍ୱର୍ରେ ଥିବା ବିଜୁ ଭବନ…
ଆଇଏଏସ ପଦୋନ୍ନତି ପରେ ଯିଏ ଯେଉଁଠି ସିଏ ସେଇଠି : ଖାଲି ଯାହା ପଦବୀ ବଦଳିଲା, ପଦବୀ ଅପ ଗ୍ରେଡ଼ ହେଲା
ଭୁବନେଶ୍ବର : କିଛି ଦିନ ତଳେ ପଦୋନ୍ନତି ପାଇଥିବା ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ଆଇଏସ ପଦୋନ୍ନତି ପରେ ଯିଏ ଯେଉଁଠି ସିଏ ସେଇଠି : ଖାଲି ଯାହା ପଦବୀ ବଦଳିଲା | ବିଭାଗ ସମାନ, ଆଉ ସ୍ଥାନ ସମାନ | କେବଳ ଆବଶ୍ୟକ ଅନୁଯାୟୀ ପଦବୀକୁ ଯାହା ଅପ ଗ୍ରେଡ଼…
ଥିଲେ ଦିଅ – ନଥିଲେ ନିଅ
ମାୟାଧର ନାୟକ
ହାଡ଼ଭଙ୍ଗା ଶୀତ । କେବଳ ଆପଣ ଥରୁନାହାନ୍ତି - କମ୍ପୁଛି ସାରା ଓଡ଼ିଶା । ଫୁଲବାଣୀ, କନ୍ଧମାଳ, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବରଫ ପଡୁଛି । ଆଗକୁ ଶୀତ କେତେଦିନ ରହିବ କହିହେଉନି । ଜଳବାୟୁ, ପରିବେଶ ବିଗିଡ଼ି ଯାଇଛି । ପ୍ରକୃତିର ଅଭିଶାପ ଆମ ସମସ୍ତଙ୍କ ଉପରେ ।…