ବଡଚଣା ରୁ ପ୍ରଫୁଲ୍ଲ କୁମାର ସାହୁ : ସିହା ଗ୍ରାମ ପଞ୍ଚାୟତର ମିଞା ସାହୁ ନାମକ ଜଣେ ବିକଳାଙ୍ଗ ବିବାହିତ ଯୁବକ ସେ ତାଙ୍କ ଗ୍ରାମରେ ଛୋଟ ପାନ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ଵେଳେ ଗତ କାଲି ଵିଳମ୍ଵିତ ରାତିରେ ଗ୍ରାମର ପ୍ରାୟ କିଛି ଦୁରରେ ଥିବା କୋଲାସିଂହ ହରିକୁଣ୍ଡ ପୋଖରୀ ରେ ସଖାଳୁ ମରି ଭାସୁଥିବା ଉକ୍ତ ଗ୍ରାମର କିଛି ଲୋକ ଦେଖିଥିଲେ | ପରେ କୋଣସି ସୂତ୍ରରୁ ଖବର ପାଇ ବଡଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି |