ସାଢେ ସତେଇଶ ଲକ୍ଷ ଟଙ୍କା ଫିଙ୍ଗି ଗାଡି ଛୁ 

0 1

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ବିଶ୍ରା ଛକ ନିକଟରେ ମହିପାଣି ଗାଁ ରେ ଓଡ଼ି କାର ,ବିନା ନମ୍ବର ଥିବା ଗାଡ଼ିରେ 27,60,000 ଟଙ୍କା ଫିଙ୍ଗିଦେଇ କାର ଛୁ ହୋଇଯାଇଛି | ହେଲେ କାହାର ଟଙ୍କା ,କି କୋଉ ରାଜନୈତିକ ଦଳର କିଛି ସ୍ପଷ୍ଟ ଜଣାପଡିନାହିଁ  | ଫ୍ଲାଇଙ୍ଗସ୍କ୍ୱାର୍ଡ  ଗାଡିକୁ ଦେଖି ସନ୍ଦେହ କରି ରୋକିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଟଙ୍କା ଫିଙ୍ଗିଦେଇ ଛୁ ହୋଇ ଯାଇଛି ଗାଡି | ପୋଲିସ ଖୋଳତାଡ଼ ଚଳେଇଥିବା ବେଳେ ଏପର୍ଯ୍ୟନ୍ତ  କିଛି ସ୍ପଷ୍ଟ ହୋଇନି |

Leave A Reply

Your email address will not be published.