Sign in
Sign in
Recover your password.
A password will be e-mailed to you.
ଗାନ୍ଧୀଜୟନ୍ତିରେ ବିଜୁ ଯୁବବାହିନୀର ନିଶା ନିବାରଣ ଶପଥ ପାଠ
ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ରେ ଗାନ୍ଧୀଜୟନ୍ତି ଅବସରରେ ବିଜୁ ଯୁବବାହିନୀ ତରଫରୁ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି l ଉକ୍ତ ବୈଠକରେ ନିଶା ନିବାରଣ ପାଇଁ ଶପଥ ପାଠ କରିଥିଲେ l ଏବଂ ଆଗାମୀ ଦିନରେ କଦଳୀ ଗଡ଼ ଅଞ୍ଚଳ ରେ କେମିତି ନିଶା ନିବାରଣ ହେବ ସେହି…
ଗାନ୍ଧୀ ଜୟନ୍ତୀ ଉପଲକ୍ଷେ “ବାଲେଶ୍ୱରାଇଟ୍’ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ବାଲେଶ୍ୱରବାସୀଙ୍କ ଅନୁଷ୍ଠାନ "ବାଲେଶ୍ୱରାଇଟ୍' ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛିା ଗାନ୍ଧୀ ଜୟନ୍ତୀ ଉପଲକ୍ଷେ "ବାଲେଶ୍ୱରାଇଟ୍' ସଂସ୍ଥା ପକ୍ଷରୁ "ଜୀବନବିନ୍ଦୁ ଆଶ୍ରମ' ପରିସରରେ ୬୦ରୁ ଉର୍ଧ୍ଵ ଅନ୍ତେବାସୀଙ୍କ ସହିତ ସଦସ୍ୟସଦସ୍ୟାମାନେ ଜାତିର ପିତା ମହାତ୍ମା…
ୟୁନାଇଟେଡ଼ ପ୍ରେସ କ୍ଳବ ତରଫରୁ ବୃକ୍ଷରୋପଣ
ବ୍ୟାସନଗର/ବିଶ୍ୱଜିତ ମାଝୀ. : ଆଜି ଗାନ୍ଧୀଜୟନ୍ତୀ ଅବସରେ ୟୁନାଇଟେଡ଼ ପ୍ରେସ୍ କ୍ଳବ ଯାଜପୁର ରୋଡ ତରଫରୁ କ୍ଲବ ର ସଭାପତି ଚନ୍ଦ୍ରମଣି ପାତ୍ରଙ୍କ ଅଧ୍ୟକ୍ଷତାରେ କନେଇପୁର ଗୋଲେଈ ଛକ ଠାରୁ ପାଟୁଳି ରାସ୍ତା NH215ରାସ୍ତା କଡରେ ଦୁଇସହଟି ଲିମ୍ବ କଦମ୍ବ ମାହାଳିମ୍ବ ଚାକୁଣ୍ଡା ପ୍ରଭୁତି ଗଛ…
ପିଜୁଲି ଗଛରେ ଝୁଲିଲେ ଶିକ୍ଷକ : କାରଣ କଣ ସୂଈସାଇଡ ନୋଟରୁ ଜଣ ପଡିବ
ପାଇକମାଲ/ଗୌରାଙ୍ଗ ଚରଣ ଦାଶ :- ପାଇକମାଲ ନୃସିଂହନାଥ ରାସ୍ତାରେ ତହସିଲ ଛକରୁ ମାତ୍ର 200ମିଟର ଦୂରରେ ଏକ ପିଜୁଳି ଗଛରେ ଜଣେ ଯୁବଜ ଦଉଡି ଦେଇ ଝୁଲୁଥିବା ଅବସ୍ଥାରେ ସକାଳୁ କିଛି ଲୋକ ଦେଖିଥିଲେ । ମୁଖ୍ୟ ରାସ୍ତାରୁ ମାତ୍ର 30ରୁ40 ମିଟର ଦୂର ରେ ଏହି ଘଟଣା କିଛି ସମୟ ଭିତରେ ପ୍ରଚାର ହେଇ…
ଆନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦିବସ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ
paralakhemundi/ balakrishna panigrahi : ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ସ୍ତରୀୟ ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ଦିବସ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କାର୍ଯ୍ୟସବୁ ଅନୁଷ୍ଠିତ…
ଆର ଉଦୟଗିରିରେ ଯୁଗ୍ମ ଜନଶୁଣାଣୀ
parlakhemundi/balakrishna panigrahi : ଆର ଉଦୟଗିରି ବ୍ଲକ ସ୍ଥିତ ଗଙ୍ଗାବାଡ ଗ୍ରାମପଞ୍ଚାୟତରେ ୦୧.୧୦.୨୦୧୮ରିଖ ଦିନ ଯୁଗ୍ମ ଜନଶୁଣାଣୀ ହୋଇଥିଲା । ଏହି ଅବସରରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଏସ.ପି ଅମୁଲ୍ୟ କୁମାର ଦାସଙ୍କ ସହିତ ସି.ଡି.ଏମ.ଓ ବିପିନ କୁମାର ପାଣିଗ୍ରାହୀ ଓ…
ନୃସିଂହନାଥ ସଫେଇ ସେନା ଦ୍ୱାରା ସଫେଇ ଅଭିଯାନ ।
ପାଇକମାଳ/ଗୌରାଙ୍ଗ ଚରଣ ଦାଶ :- ଶ୍ରୀ ଶ୍ରୀ ନୃସିଂହନାଥ ସଫେଇ ସେନା ଦ୍ୱାରା ଆଜି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କର ପବିତ୍ର ଜନ୍ମଦିବଶରେ ପାଇକମାଳର ବିଭିନ୍ନ ସ୍ଥାନରେ ସଫେଇ କରାଯାଇଥିଲା । ସକାଳୁ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିରର କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପରୁଷୋତ୍ତମ ପ୍ରଧାନ ଓ…
କେନ୍ଦ୍ର ପେଟ୍ରୋଲ ଓ ଡିଜେଲ୍ ଉପରୁ ଉତ୍ପାଦ ଶୁଳ୍କ କମାଉ: ବିଜେଡି
ଭୁବନେଶ୍ୱର,: ପେଟ୍ରୋଲ, ଡିଜେଲ୍ ଓ ରନ୍ଧନ ଗ୍ୟାସ୍ ଦର ପ୍ରାୟତଃ ପ୍ରତିଦିନ ବଢ଼ୁଥିଲା ବେଳେ କେନ୍ଦ୍ରରେ ବିଜେପି ସରକାର ନିଦାବିଷ୍ଣୁ ହୋଇ ବସିଥିବାରୁ ଏବଂ ଦାମ କମାଇବା ନେଇ କୌଣସି ପଦକ୍ଷେପ ନେଉନଥିବାରୁ ଏହାର ପ୍ରତିବାଦରେ ଆଜି ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ରାଜଭବନ ଆଗରେ…
ଗୁଜୁରାଟ ଭଦୋଦ୍ରାରେ ନୂଆଖାଇ ଭେଟଘାଟ ।
ପଦ୍ମପୁରରୁ ନିଲ ଦୀପ/ଗୁଜରାଟରୁ ସୁଶାନ୍ତ ପାଢୀ : ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଗୁଜୁରାଟର ଭଦୋଦ୍ରା ସହର ସ୍ଥିତ ଓଏନଜିସି ଅଫିସର କ୍ଲବରେ ବଡ ଧୁମଧାମରେ ନୂଆଖାଇ ଭେଟ ପାଳନ କରାଯାଇଛି । ପଶ୍ଚିମ ଓଡିଶାର ଗର୍ବ ଓ ପାରମ୍ପରିକ ପର୍ବ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ଭଦୋଦ୍ରାରେ ରହୁଥିବା…
ଜିଲ୍ଲା ବାହାରୁ ଆସି ମାତିଛନ୍ତି ଲୁଟେରା : ଡିକିଭାଙ୍ଗି ୯୮ ହଜାର ଚୋରୀ ଘଟଣାରେ ଜଣେ ଅଟକ-ଜିଲ୍ଲା ବାହାରକୁ ଗଲେ…
ପଦ୍ମପୁର(ନୀଳ ଦୀପ) - ଗତ ତା ୨୭.୦୯ରିଖ ଦିନ ପଦ୍ମପୁର ସ୍ତିତ ପୁରୁଣାବସ୍ତି ରୋଡରେ ଥିବା ଶର୍ମା ମେଡିକାଲ ସମ୍ମୁଖରୁ ଖଇରପାଲି ଗ୍ରାମର ରଣଜିତ୍ ସିଂ ବରିହା ଓ ମାନଭଂଜନ ସିଂ ବରିହା ପଦ୍ମପୁର ସମବାୟ ବ୍ୟାଙ୍କରୁ ୯୮ ହଜାର ଉଠାଇ ଡିକିରେ ରଖି ଔଷଧ କିଣୁଥିବା ସମୟରେ କେହି ଜଣେ ଅଜଣା ବ୍ୟକ୍ତି…