Sign in
Sign in
Recover your password.
A password will be e-mailed to you.
କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ :ଜଳର ସୁପରିଚାଳନା ଓ ସୁବିନିଯୋଗ ଉପରେ…
Paralakhemundi/Balakrisna Panigrahi : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତି ହୋଇଯାଇଛି । କ୍ଷୁଦ୍ର ଜଳ ସେଚନ ବିଭାଜନର ନିର୍ବାହୀ…
ବୁଧାପାଲି ଗ୍ରାମରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ।
ପଦ୍ମପୁର/ନିିିଳ ଦୀପ-ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ବୁଧାପାଲି ଉପ୍ରା ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ କ୍ରମେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜବୋଡାସମ୍ବର ବିଡ଼ିଓ ଶ୍ରୀମତୀ…
ହତ୍ୟା ମାମଲା : ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ
ରାୟଗଡା/ସରୋଜ ସାହୁ :ଗୁଣିଗାରିଡି ସନ୍ଦେହରେ ହତ୍ୟା ଅଭିଯୋଗର ବିଚାରଣ କରି ୧୪ ଜଣ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ସହ ପଚିଶି ହଜାର ଟଙ୍କା ଲାଖାଏଁ ଅର୍ଥ ଦଣ୍ଡ ଦେବାକୁ ଶୁଣାଇଛନ୍ତି ରାୟଗଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦେବଦତ ଦାଶ ମହାପାତ୍ର । ଉକ୍ତ ବିଚାରଣରେ ୧୯ ଜଣ ସାକ୍ଷୀଙ୍କ…
୭୦ ତମ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ ଆଲୁମିନା ତରଫରୁ ଅନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା
ରାୟଗଡା(ସରୋଜ ସାହୁ) : ୭୦ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଠାରେ ଉକôଳ ଆଲୁମିନା କମ୍ପାନୀ ତରଫରୁ ଶିକ୍ଷାର ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅନ୍ତଃନିର୍ହୀତ ଗୁଣର ପରିପ୍ରକାଶ ନିମନ୍ତେ ଅନ୍ତଃ ବିଦ୍ୟାଳୟସ୍ତରରେ କନିଷ୍ଠ ଓ ବରିଷ୍ଠ …
ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ।
ପଦ୍ମପୁର/ନୀଳ ଦୀପ: ସ୍ଥାନୀୟ ରିକ୍ରେସନ ସେଣ୍ଟର ନଟରାଜ ପରିସର ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ହିନ୍ଦୀ ଜାଗରଣ ସାମୁଖ୍ୟ ପଦ୍ମପୁର ନଗର ସଂଯୋଜକ ଶ୍ରୀ ସୁନିଷ କୁମାର ଦୋରାଙ୍କ ଏକ ଭାବଗମ୍ଭୀର ପରିବେଶ ଭିତରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଭାରତୀ ପୂର୍ବ…
“ଅସାଧୁ ଲୋକ ମାନଙ୍କର ମେଂଟ ଅସାଧୁ ଉଦ୍ଦେଶ୍ୟରେ ହେଉଛି ପଶ୍ଚିମ ଓଡିଶାକୁ ଆହୁରି ଦରିଦ୍ର କରିବା ପାଇଁ “
ନବ-ନବୀନ ମିଶ୍ରଣ ପ୍ରସଙ୍ଗରେ କହିଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ / ଭୁବନେଶ୍ୱର – ଅସାଧୁ ଲୋକ ମାନଙ୍କର ମେଂଟ ଅସାଧୁ ଉଦେଶ୍ୟରେ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନେ ନିଜର ବିଫଳତାକୁ ଲୁଚାଇବା ପାଇଁ ସରକାରୀ କଳକୁ ଦୂରୁପଯୋଗ କରିି ମୁଖ୍ୟମନ୍ତ୍ରୀ ତାଙ୍କର…
ନବୀନଙ୍କ ଶରଣରେ ନବ : ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି
ଭୁବନେଶ୍ୱର : ନବୀନଙ୍କ ଶରଣରେ କଂଗ୍ରେସ ଛାଡ଼ିଥିବା ଝାରସୁଗୁଡ଼ା ବିଧାୟକ ନବ | ବିପୁଳ ସମର୍ଥକଙ୍କ ସହ ବିଜେଡିରେ କଲେ ଦମଦାର ଏଣ୍ଟ୍ରି | ନବ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତା, ନିର୍ବାଚିତ ପ୍ରତିନିଧି ଓ କର୍ମୀ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।…
“ଓଡିଶା ନିଜର ହକ୍ ଛାଡିବନି , କେନ୍ଦ୍ର ଅବହେଳାକୁ ଆଉ ବରଦାସ୍ତ କରାଯାଇପାରିବ ନାହିଁ”
ଝାରସୁଗୁଡାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - ଏଣିକି କେନ୍ଦ୍ର ସରକାରଙ୍କ ଅବହେଳାକୁ ଓଡିଶା ବରଦାସ୍ତ କରିବ ନାହିଁ । ନିଜର ହକ୍ ମଧ୍ୟ ଛାଡିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଝାରସୁଗୁଡାର ଅମଲ୍ଲିପାଲୀ ଠାରେ…
ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ଓଡିଶାର ୬୦ ହଜାର ମହିଳାଙ୍କ ସହ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ
ଉଜ୍ଜଳା ଯୋଜନା ରାଜ୍ୟରେ ଆଜି ଏକ ନୂଆ ଅନୁଭବ ତିଆରି କରିପାରିଛି -ଧର୍ମେନ୍ଦ୍ର
ମହିଳା ମାନଙ୍କର ରହିଥିବା ସ୍ୱପ୍ନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାସ୍ତବରେ ପରିଣତ କରିଛନ୍ତି-ମେନକା
ନୂଆଦିଲ୍ଲୀ – ଭାରତବର୍ଷର ୬ କୋଟି ଘରେ ଉଜ୍ଜଳା ଯୋଜନା ପହଂଚାଯାଇପାରିଛି । ଓଡିଶାରେ ଏହି ସଂଖ୍ୟା…
ମହିଳାଙ୍କ ଗଳିତ ଶବ ଉଦ୍ଧାର,ହତ୍ୟା ସନେ୍ଦହ
ବାରିପଦା/ଦିଲ୍ଲୀପ ମହାନ୍ତି :, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅର୍ନ୍ତଗତ ଡୁମୁରିଆ ଗାଁ ନିକଟସ୍ଥ ସୁବର୍ଣ୍ଣରେଖା କେନାଲ କଡରେ ଥିବା ରିଜର୍ଭ ଫେରେଷ୍ଟ ଜଲଙ୍ଗନିକଟରୁ ଗୁରୁବାର ପୁଲିସ ଜଣେ ଅଜଣା ମହିଳାଙ୍କ ଗଳିତ ଶବକୁ ଉଦ୍ଧାର କରିଛି । ଏନେଇ ପୁଲିସ ଥାନାରେ ୩/୧୯ନମ୍ବରରେ ଏକ ମାମଲା…