ଦାମଙ୍କ ବିନା ଦମ ଦେଖାଇଲେ ପ୍ରତାପ, ଦାମଙ୍କ ଗଡ କୁଜଙ୍ଗରେ ମହିଳାଙ୍କ ଗର୍ଜ୍ଜନ

ପାରାଦୀପ/କୁଜଙ୍ଗ(ଉପେନ୍ଦ୍ର ଗୁରୁ)- ବିଜେଡିରୁ ବିଦା ହୋଇଥିବା ପୂର୍ବତନ ମନ୍ତ୍ରୀ  ଦାମୋଦର ରାଉତଙ୍କ ଗଡ ବୋଲି କୁହାଯାଉଥିବା  କୁଜଙ୍ଗ ବ୍ଳକ ପଡିଆଠାରେ ବିଜେଡି ମହିଳା ସମାବେଶ କରି ଦମ ଦେଖାଇଛି ଦାମଙ୍କ ମାଇନସ କରି । ପାରଦୀପ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡା…

ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ସମାବେଶ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାରଳାଖେମୁଣ୍ଡି ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ମହିଳା ସମାବେଶ ଆୟୋଜିତ ହୋଇଥିଲା। ଏହି ସଭାକୁ ଗଜପତି ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ନର୍ମଦା ଦଳେଇ ସଭାପତିତ୍ବ କରିଥିଲେ। ଉକ୍ତ ସମାବେଶରେ ପୂର୍ବତନ ବିଧାୟକ…

ଗୁଣାର୍ଣ୍ନବ ସାହିତ୍ୟ ଓ ସଂସ୍କୃତି ସମ୍ମାନ ମହୋତ୍ସବ  – ୨୦୧୮ ଅନୁଷ୍ଠିତ

(ଗୁଣପୁର ରୁ ସିଦ୍ଧାର୍ଥ ଦାଶ) : ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଗୁଣପୁର ବ୍ରହ୍ମକଳ୍ପ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଗୁଣପୁର ଗୁଣାର୍ଣ୍ନବ ସାହିତ୍ୟ ଓ ସଂସ୍କୃତି ସମ୍ମାନ ମହୋତ୍ସବ  - ୨୦୧୮ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ପଦ୍ମଭୂଷଣ ଶ୍ରୀ ରମାକାନ୍ତ…

ଗୁଣପୁର ଉନ୍ନୟନ ଯୁବ ସଂଗଠନ ପକ୍ଷରୁ ୪ ଦଫା ଦାବି ନେଇ ସ୍ମାରକ ପତ୍ର ପ୍ରଦାନ ।

ଗୁଣପୁର ରୁ ସିଦ୍ଧାର୍ଥ ଦାଶ : ଗୁଣପୁର ଉନ୍ନୟନ ଯୁବ ସଂଗଠନ ପକ୍ଷ୍ୟରୁ ଆଜି ରାୟଗଡା ଜିଲ୍ଲା ଗୁଣପୁର ଠାରେ 4 ଦଫା ଦାବୀ ନେଇ ଆବାହକ ଉମା ଶଙ୍କର ଦାଶ, ସଦସ୍ୟ ଶକ୍ତି ପ୍ରଦ ଦାଶ, ସୁମନ ସାହୁକାର, ଏସ୍. ସନ୍ତୋଷ କୁମାର, ସିଦ୍ଧାର୍ଥ ପ୍ରେମ ଦାଶ, ସନ୍ତୋଷ କୁମାର ଗୁରୁ, ରାମନାଥ ମହାନ୍ତି ଓ…

ରାୟଗଡ ଠକ୍କର ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

ରାୟଗଡରୁ ସରୋଜ କୁମାର ସାହୁ :  ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ର ଦର ହୁ ହୁ ଭାବେ ବଢୁଥିବା ବେଳେ ପେଟ୍ରୋଲ ପମ୍ପ ର ମାଲିକଙ୍କ ଦ୍ୱାରା ତେଲ ପକାଇବା ରେ ଠକୁଥିବା ସଧାରଣ ଜନତାଙ୍କୁ ବୋଝ ଉପରେ ଲଳିତା ବିଡା ସଦୃଶ।ଗତ କିଛି ଦିନ ତଳେ ପୁରୀ ଜିଲ୍ଲାରେ ପେଟ୍ରୋଲ ପକାଇବା ଠକାମୀ ଧରା…

ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନିନ୍ଦା 

 ଗୁଣପୁରରୁ ସିଦ୍ଧାର୍ଥ ଦାଶ : ଖବର ସଂଗ୍ରହ ସମୟ ରେ ପୁରୀ ଠାରେ ପୋଲିସ୍ ର ଲାଠି ଚାଳନା ଓ ମରଣାତ୍ମକ ଆକ୍ରମଣ ଘଟଣା କୁ ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଂଘ ଘୋର ନିନ୍ଦା ପ୍ରକଟ କରିଛି । ଯଥା ଶୀଘ୍ର ଦୋଷୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସଂଘ…

ଅବାଧରେ ଚାଲିଛି ନିଶାକାରବାର ,ଚେଇଁ ଶୋଇଛି ପୋଲିସ ପ୍ରଶାସନ

ଯାଜପୁରରୁ ସୁବାଷଚନ୍ଦ୍ର ନାୟକ(ଶାସକ ପ୍ରଶାସକ) ସଂପୁର୍ଣ୍ଣ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ କାହିଁ କେତେ ଦିନରୁ ବିଭିନ୍ନ ସ୍ୱେଚ୍ଛାସେବୀଅନୁଷ୍ଠାନ ମହିଳା ସଂଗଠନ ସମାଜସେବୀ ବୁଦ୍ଧିଜୀବି ଛାତ୍ର ଅନୁଷ୍ଠାନ ଓ ସରକାରଙ୍କର ବିଭିନ୍ନ ବିଜ୍ଞାପନ, ପ୍ରଥପ୍ରାନ୍ତ ନାଟକ ସେମିନାର ଇତ୍ୟାଦି ଇତ୍ୟାଦି…

ଲୋଇସିଂହା : ବିଜେଡି ଭିତରୁ ବିଦେଶୀ ହଟାଓ ଅଭିଯାନ , ଦଳୀୟ  ଫାଟ ଜଳଜଳ 

ବଲାଙ୍ଗୀର/ନିରୋଜ ମିଶ୍ର :  ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡିରେ ଫଟା ଜଳଜଳ | ବିଧାୟକ ଯୋଗେନ୍ଦ୍ର ବେହେରାଙ୍କ ବିରୋଧରେ ଅସନ୍ତୋଷ ପ୍ରବଳ | ତାଙ୍କୁ ବିଦେଶୀ  ବୋଲି ଆଖ୍ୟା ଦେଇ ଲୋଇସିଂହା ବଞ୍ଚାଅ ଅଭିଯାନ ମୁଣ୍ଡ ଟେକିଛି | ଆଉ ଖିଡ ପୁଣି ପର୍ଯ୍ୟବେକ୍ଷକ ସୁଶାନ୍ତ ସିଂଙ୍କ ଆଗରେ…

କେନ୍ଦ୍ରମନ୍ତ୍ରୀ ମେଡିକାଲ ଆସିଲେ, ହେଲେ  ମୁଖ୍ୟ ଫାଟକରୁ ଚାଲିଗଲେ 

 ଘୁ ଉଦୟଗିରି/ଗଗନ ପ୍ରଧାନ :  ଘୁ ଉଦୟଗିରି ସିଏଚସି ଗେଟକୁ  ଆସିଲେ କିନ୍ତୁ ମେଡିକାଲ  ଭିତରକୁ  ପ୍ରବେଶ କଲେନାହିଁ  କି  ମେଡ଼ିକାଲର ଦୁର୍ଦ୍ଦଶା କି ରୋଗୀଙ୍କ ଦୁଃଖ ବୁଝିବାକୁ ବା ରୋଗୀଙ୍କୁ  ସାକ୍ଷାତ କଲେନାହିଁ  କେନ୍ଦ୍ର ମନ୍ତ୍ରୀ  ଜୁଏଲ  ଓରାମ | କେବଳ ସ୍ୱଚ୍ଛତା ଅଭିଯାନ ପାଇଁ ଡେମୋ…

 ଅଶୋକଂକୁ ବାଧୁଛି କାହିଁକି, ସାମ୍ବାଦିକଙ୍କୁ  ବିଜେପି  ନେତାଙ୍କ  ନାଲିଆଖି

 ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ  : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି  ଠାରେ  ବିଜେପି ପକ୍ଷରୁ  ସ୍ଵଛ  ଭାରତ  କାର୍ଯ୍ୟକ୍ରମ  କରାଯାଇଛି .ଏହି  କାର୍ଯ୍ୟକ୍ରମ  ରେ  କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇଥିଲେ .ମାନ୍ୟବର କେନ୍ଦ୍ରମନ୍ତ୍ରୀ  କମୁନିଟି  ହେଲଥ ସେଣ୍ଟର  ମେନ ଗେଟ  ଠାରେ ସ୍ଵଛ…