ସୌମ୍ୟଙ୍କ ଚାନେଲରେ କିଏ ସେ ଜୟଙ୍କ ଚାର

ଗତ ଦୁଇଦିନ ହେଲା ଗୋଟେ ଏକଜିଟ ପୋଲ କଣ ଗୋଟେ ହେଲା ଯେ ତାକୁ ନେଇ ଏବେ ରାଜ୍ୟ ଉଠୁଛି ପଡୁଛି | ଚୁପ ବସିଥିବା ନେତା ମାନଙ୍କୁ କହିବାକୁ ପଡୁଛି | ସେ ଜୁଏଲ ହୁଅନ୍ତୁ ବା ଦାମ, ସେମାନେ ନିଜ ନିଜ ସ୍ପେକୁଲେସନରେ ଏକଜିଟ ପୋଲକୁ ଅଗ୍ରାହ୍ୟ କରୁଛନ୍ତି | ଅବଶ୍ୟ ଏକଜିଟ ପୋଲ କେତେ ଆଧାର ଯୁକ୍ତ ବା…

ଫନିବାତ୍ୟା ପରେ ତାଳବସ୍ତ ଗ୍ରା.ପରେ ଘୋର ପାନୀୟ ଜଳ ସଂକଟ

 ବାଙ୍କୀ, (ଆଶିଷ କୁମାର ମହାପାତ୍ର)  ଫନି ବାତ୍ୟା ପରେ ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ତାଳବସ୍ତ ଗ୍ରା.ପରେ ଘୋର ପାନୀୟ ଜଳ ସଂକଟ ଦେଖା ଦେଇଛି । ବାତ୍ୟାପରେ ବତ୍ତମାନ ସୁଦ୍ଧା ଗ୍ରା.ପରେ ଥିବା ପାନୀୟ ଜଳ ପ୍ରକଳ୍ପକୁ  ଏ ପର୍ଯ୍ୟନ୍ତ ବିଦୁ୍ୟତ୍  ଯୋଗାଣ କରାଯାଇ ନଥିବାରୁ ଏବଂ ବର୍ଷସାରା…

ଫନିବାତ୍ୟାରେ ଜଙ୍ଗଲରେ ଶହଶହ ବୃକ୍ଷ ଭାଙ୍ଗିପଡିଛି

କିପରି ଜଙ୍ଗଲରେ ନିଆଁ ନ ଲାଗିବ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ  ବାଙ୍କୀ(ଆଶିଷ କୁମାର ମହାପାତ୍ର)  ସାମୁଦ୍ରିକ ଝଡବାତ୍ୟା ଫନିରେ ବଡବଡ ଗଛମାନ ସହିତ ଅନେକ ଗଛର ଡାଳଭାଙ୍ଗି ଜଙ୍ଗଲମଧ୍ୟରେ ଏବେବି ପଡିରହିଛି । ବାତ୍ୟାର ୧୩ଦିନ ପରେ ମଧ୍ୟ ବାଙ୍କୀ ଅଂଚଳରେ ଅବସ୍ଥିତ ଚନ୍ଦକା - ଡମପଡ଼ା…

 ମ୍ୟାଟ୍ରିକ ପରୀକ୍ଷା ଫଳ : ମୟୂରଭଞ୍ଜ ଜିଲ୍ଲାରେ ପାଶ ହାର ୬୮.୭୯ ପ୍ରତିଶତ ।

ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା-୨୦୧୯ର ଫଳ ମେ ୨୧ ମଙ୍ଗଳବାର ପ୍ରକାଶ ପାଇଛି । ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ଗଣଶିକ୍ଷା ସଚିବ  ଭାବରେ ପରୀକ୍ଷାଫଳ ପୁସ୍ତିକାକୁ ଉନ୍ମୋଚନ କରିଥିଲେ ।…

ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ପିଳାଙ୍କ ବାଜିମାତ:୯୦ ପ୍ରତିଶତ ଉପରେ ସୌମ୍ୟ ଓ ଅଂଶୁମନ 

ମେଲଛାମୁଣ୍ଡା (ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ମେଲଛାମୁଣ୍ଡା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ବୋଡ ପରୀକ୍ଷାରେ ବାଜିମାତ କରିବା ସହ ବିଦ୍ୟାଳୟ ତଥା ଅଂଚଳ ପାଇଁ ଗୌରବ ଆଣିଛନ୍ତି । ପିଳାଙ୍କ ସଫଳତାରେ ଅଭିବାବକ, ଶିକ୍ଷକ, ଶିକ୍ଷୟତ୍ରୀ…

ଯାହା କହୁଛି କହୁଥାଉ ଏକଜିଟ ପୁଲ, ଫଳାଫଳ ବନାଇପାରେ ଫୁଲ 

  କିଏ ଜିତିବ ଓ ସରକାର ଗଢ଼ିବ, ଦୁଇ ରାତି ପହିଲେ ଇଭିଏମ କହିବ  ବାରିପଦା-  ମୁଖ୍ୟ ନିର୍ବାଚନ କମିଶନର ୨୦୧୯ ମାର୍ଚ୍ଚ ୧୦ ରବିବାର ଭାରତରେ ୭ ପର୍ଯ୍ୟାୟରେ ନିର୍ବାଚନୀ ମହାସଂଗ୍ରାମର ବିଗୁଲୁ ବଜାଇଥିଲେ ଓ ଏହି ମହାସମର ଗତ ମେ ୧୯ରେ ଶେଷ ହୋଇଥିଲା । ଇଭିଏମ ମଧ୍ୟରେ ପ୍ରାର୍ଥୀମାନଙ୍କର ଭାଗ୍ୟ…

ରାଜବୋଡାସମ୍ବର ବ୍ଲକ୍ର ମ୍ୟାଟ୍ରିକ୍ ପାସ ହାର ୮୭ ଶତକଡା

ପଦ୍ମପୁର- ଚଳିତ ବର୍ଷ ରାଜବୋଡାସମ୍ବର ବ୍ଲକ୍ ର ମ୍ୟାଟ୍ରିକ୍ ପାସ ହାର ୮୭ ଶତକଡା ରହିଛି । ବ୍ଲକରୁ ସର୍ବମୋଟ ୧୮୩୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୧୬୦୦ ପରୀକ୍ଷାର୍ଥୀ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ଏ୧-୩,ଏ୨-୩୩,ବି୧-୧୨୩,ବି୨-୨୯୩,ସି-୩୮୭,ଡି-୪୨୮,ଇ-୩୩୩ ଓ ୨୩୯…

ଛଟପଟ ଶୈଶବ, କିଏ ସହାୟତାର ହାତ ବଢାଇବ

ଅର୍ଥ ସାଜିଛି ବାଧକ ମୃତ୍ୟୁ ସହ ସଂଗ୍ରାମ କରୁଛି ମଳୟ       ସିନାପାଲିରୁ ନିରାକାର ମେହେର: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ପଂଚାୟତ  ତିଳେଇମାଳ ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି | ସରକାର ବିଭିନ୍ନ ଯୋଜନା ରେ କୋଟି କୋଟି ଟଙ୍କା ଖର୍ଚା କରୁଥିଲେ…

ମାତ୍ର ୭ ବର୍ଷରେ ଭୁତ କୋଠି ପାଲଟିଛି ୯ କୋଟିରେ ନିର୍ମିତ ବିଜୁ ପଟନାୟକ ବସ ଟର୍ମିନାଲ 

ବଡ଼ବିଲ: ବଡ଼ବିଲ ମ୍ୟୁନିସିପାଲିଟିର ୯ ନଂ ୱାର୍ଡରେ ଥିବା ବିଜୁ ପଟ୍ଟନାୟକ ବସ ଟର୍ମିନାଲ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ରହିଛି। ୨୦୧୨ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ଏହି ବସ ଟର୍ମିନାଲକୁ ଶାରଦା ମାଇନ୍ସ ସି ଏସ ଆର ମାଧ୍ୟମରେ ନିର୍ମାଣ କରି…

   ମହାନଦୀ କୂଳରେ ରହି ଶୋଷିଲା : କି ଦୁର୍ଭାଗ୍ୟ 

 ଜଳ ଯୋଗାଣ ବିଭାଗର ବିଚିତ୍ର ନୀତି, ଶୋଷିଲାଙ୍କ ସପନ ଅଧିକାରୀଙ୍କ ପାଇଁ ମୂଲ୍ୟହୀନ  ବୌଦ୍ଧ(ସୁମନ୍ ଲଉରିଆ) ; ଚିରଶ୍ରୋତା ମହାନଦୀ କୂଳରେ ଅବସ୍ଥିତ ହୋଇଥିବା ସତ୍ତ୍ୱେ  ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅପାରଗତା କାରଣ ଯୋଗୁଁ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ନଈ କୂଳିଆ ଶୋଷିଲା ଅଞ୍ଚଳ…