Sign in
Sign in
Recover your password.
A password will be e-mailed to you.
ବିଜେପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ଗ୍ରାମରେ ଶୋକର ଛାୟା
ବିଜେପୁର :— ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମର ଅଙ୍କୁଶ ସାହୁ (୨୮), ପିତା ପୁରନ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଅଙ୍କୁଶ ସାହୁ ଲାଉମୁଣ୍ଡା ଧାନମଣ୍ଡିରେ କାମ ସାରି ବାଇକ୍ରେ…
ରାୟଗଡ଼ ଜିଲ୍ଲାରୁ ରମେଶ୍ୱରମ-ମଦୁରାଇ ଯାତ୍ରା କଲେ ଛଅଟି ଜିଲ୍ଲାର ୭୭୫ଜଣ ବରିଷ୍ଠ ନାଗରିକ l
"ବରିଷ୍ଠ ନାଗରିକଙ୍କୁ ପତାକା ହଲାଇ ଶୁଭେଚ୍ଛା ଜଣାଇଲେ -ଉପମୁଖ୍ୟମନ୍ତ୍ରୀ"
ରାୟଗଡା:-ତା.୧୫।୧୨- ବରିଷ୍ଠ ନାଗରିକ ତୀର୍ଥ ଯୋଜନାରେ ବରିଷ୍ଠ ନାଗରିକ ଯାତ୍ରlକୁ ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା l ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ…
ସରକାରୀ ଯୋଜନାରୁ ବଂଚିତ ବାପା ମାଆ ଛେଉଣ୍ଡ ଲଳିତା।
କେନ୍ଦୁଝର,ତା୧୫/୧୨- କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ୍ ଅନ୍ତର୍ଗତ ଜୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କାବେରୀପଶି ଗ୍ରାମର ବାପ,ମା' ଛେଉଣ୍ଡ ଝିଅ ଲଳିତା ମହାନ୍ତ ଏବେ ବେସାହାରା। ସରକାରୀ ସାହାଯ୍ୟ ଆଶାରେ ଅନେଇ ବସିଛି। କାବେରୀପଶି ଗାଁରେ ଜଳଧର ମହାନ୍ତଙ୍କର ଘର ସ୍ତ୍ରୀ ଓ ଝିଅଙ୍କୁ ନେଇ…
ସୋଆ ପକ୍ଷରୁ ପଠାଣି ସାମନ୍ତଙ୍କ ୧୯୦ତମ ଜନ୍ମଜୟନ୍ତୀ ପାଳିତ
ଭୁବନେଶ୍ୱର, ୧୫/୧୨: ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କର ୧୯୦ ତମ ଜନ୍ମଜୟନ୍ତୀ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି । ସାରା ବିଶ୍ୱରେ ବିଶିଷ୍ଟ ଜ୍ୟୋତିର୍ବଜ୍ଞାନୀ ଓ ଗଣିତଜ୍ଞ ଭାବେ ଖ୍ୟାତି ଅର୍ଜନ କରିଥିବା ତଥା…
ହୀରାକୁଦ୍ ୟୁନିଟରେ ଆଧୁନିକ ଏମଭିଆର୍ ପ୍ରଣାଳୀ ସହ ୧୦୦ କେଏଲଡି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ୍ ୟୁନିଟ ଉଦଘାଟିତ
ଭୁବନେଶ୍ୱର, ୧୫/୧୨: ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ହୀରାକୁଦ୍ ସ୍ମେଲ୍ଟର୍ ଏବଂ ପାୱର୍ ୟୁନିଟ୍, ସମ୍ବଲପୁର ଏକ ଗୁରୁତ୍ୱପୂର୍ଣ୍ଣ ସସ୍ଥାୟୀତ୍ୱରେ ମାଇଲଖୁଣ୍ଟ ହାସଲ କରିଛି। ଏଠାରେ ଆଧୁନିକ ମେକାନିକାଲ୍ ଭେପର୍ ରିକମ୍ପ୍ରେସନ୍ (ଏମଭିଆର୍) ପ୍ରଯୁକ୍ତି ସହିତ ୧୦୦ କେଏଲଡି କ୍ଷମତା…
ଦେବୀ ନଦୀରେ ଦେଖିବାକୁ ମିଳିଲା ଅଲିଭରିଡ଼ିଲି କଇଁଛ ଙ୍କମିଳନ ପ୍ରକ୍ରିୟା ,ପରିବେଶ ପାଇଁ ଶୁଭ ସଙ୍କେତ |
ଅସ୍ତରଙ୍ଗ :୧୫.୧୨.୨୦୨୫ ପ୍ରତି ବର୍ଷ ଭଳି ଚଳିତବର୍ଷ ଅସ୍ତରଙ୍ଗ ଦେବୀ ମୁହାଣ ଅଞ୍ଚଳ କୁ ଆସିଗଲେଣି ଅତିଥି ,ଯାହା ଅଲିଭରିଡ଼ିଲି ସାମୁଦ୍ରିକ କଇଁଛ ମାନଙ୍କୁ କୁହାଯାଇଥାଏ | ଏହି ସାମୁଦ୍ରିକ କଇଁଛ ଙ୍କ ଜୀବନ ଶୈଳୀ ବେଶ ନିଆରା ,ବର୍ଷର ସବୁ ସମୟରେ ଏହି ସାମୁଦ୍ରିକ କଇଁଛ ମାନେ ଭାରତ ମହାସାଗର…
ବଡଗାଁ ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
ସୁନ୍ଦରଗଡ଼, (ବସନ୍ତ କୁମାର ଜେନା) : ବଡଗାଁ ବ୍ଲକ ପରିସରରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର…
ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି.…
କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଳାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
କଟକ ତା ୧୫.୧୨.୨୦୨୫ ରିଖ – କଟକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସୱାନ୍ ସମ୍ମିଳନୀ କକ୍ଷଠାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୯୫ଟି ଅଭିଯୋଗ…
ଉଦଯାପିତ ହେଲା ସାଂସଦ ଖେଳ ମହୋତ୍ସବ
ବାସୁଦେବପୁର - ବାସୁଦେବପୁର ରେ ଅନୁଷ୍ଠିତ ହେଉ ଥିବା ସାଂସଦ ଖେଳ ମହୋତ୍ସବ ର ପଞ୍ଚମ ଦିବସ ର ଖେଳ ଉଦ୍ ଜାପାନୀ ହୋଇ ଯାଇଛି। ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ ର ଖେଳ ପଡିଆ ରେ ଆୟୋଜିତ ହେଉଥିବା ଏହି ଖେଳ ର ଉଦ୍ ଜାପାନୀ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ, ଅନ୍ୟ…