ଅଭିଯୋଗ: ମଦ୍ରାସା ଇସ୍ଲାମିୟା ନିଜେ ବିଜୁଳି ଚୋରିକରି ଅନ୍ୟକୁ ବିକୁଥିଲା ବିଜୁଳି

ବାଣପୁର:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର (ଏନ ଏ ସି ) ୯ ନମ୍ବର ୱାର୍ଡର ମୁସଲମାନ ସାହିରେ ଥିବା ମଦରସା ଇସ୍ଲାମିୟା କଥା ଦୀର୍ଘ ତିରିଶ ବର୍ଷ ଧରି ବିଜୁଳି ଚୋରି କରି ଜଳାଉଥିବା ଘଟଣା ନଜରକୁ ଆସିଛି, ମଦ୍ରାସା ଗୋଟିଏ ସରକାରୀ ଶିକ୍ଷାନୁଷ୍ଠାନ ହୋଇଥିବାରୁ ଏହା କେମିତି ସମ୍ଭବ…

ସୁଶ୍ରୀ ଶ୍ରୀୟା ଶ୍ରୁତି ଙ୍କ”କୃଷି ବୈଷୟିକ ଇଞ୍ଜିନିୟରିଂ” ରେ ସ୍ବର୍ଣ୍ଣ ପଦକ ଲାଭ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା - ରାୟଗଡ ଜିଲ୍ଲା ଗୁଣୁପୁର ସ୍ଥିତ ସ୍ଥାନୀୟ ଗାନ୍ଧୀ ବୈଷୟିକ ବିଶ୍ଵବିଦ୍ୟାଳୟ ରୁ ସୁଶ୍ରୀ ଶ୍ରୀୟା ଶ୍ରୁତି ପାଣିଗ୍ରାହୀ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ ସମବର୍ତ୍ତନ ସମାରୋହ ତଥା 14 ଡିସେମ୍ବରରେ ସ୍ନାତକ ଶ୍ରେଣୀ ର କୃଷି ବୈଷୟିକ…

ନବରଙ୍ଗପୁର ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ

ନବରଙ୍ଗପୁର ତା ୧୬.୧୨.୨୦୨୫:ଅଶୋଳ ସାହୁ,ନବରଙ୍ଗପୁର ଜିଲ୍ଲା ର ବଡ଼ମସିଗାଁ ଠାରେ ଆଜି ବ୍ଲକ ସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଛି।ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସାଂସଦ ଖେଳ ଉତ୍ସବର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଗ୍ରାମ ଦେବତୀ ଙ୍କ ମନ୍ଦିର…

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଓ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୫ ଅନୁଷ୍ଠିତ ।

ନବରଙ୍ଗପୁର ତା ୧୬.୧୨.୨୦୨୫:ଅଶୋକ ସାହୁ,ନବରଙ୍ଗପୁର ପୌରପାଳିକା ଉଚ୍ଚ ବିଦ୍ୟାଳୟଠାରେ ନବରଙ୍ଗପୁର ଜିଲ୍ଲା ସ୍ତରୀୟ ବିଜ୍ଞାନ ଓ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ବାଇଁ ,ସମ୍ମାନୀୟ ଅତିଥି…

ଚଇତି ଟେପ ଏଣ୍ଡ ହିଟ ଭଲିବଲ ପ୍ରତିଯୋଗିତା : ଜିଆଇଇଟିୟୁ ଚାମ୍ପିୟାନ, ଏକଲବ୍ୟ ରନର୍ସ ଅପ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ୧୬/୧୨() ସ୍ଥାନୀୟ ବ୍ଲକ ଅଫିସ ପଡ଼ିଆରେ ଆୟୋଜିତ ଚଇତି ଟେପ ଏଣ୍ଡ ହିଟ ଭଲିବଲ ପ୍ରତିଯୋଗିତାରେ ଗୁଣପୁର ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ଦଳ ବିକ୍ରମପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ କୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ…

ବେଦାନ୍ତ ଆଲୁମିନିୟମପକ୍ଷରୁ ବାର୍ଷିକ ଖଣି ସୁରକ୍ଷା ପକ୍ଷ ଆୟୋଜିତ

ଜାମଖାନୀ କୋଇଲା ଖଣିରେ ଦୁଇ ସପ୍ତାହର ସୁରକ୍ଷା କାର୍ଯ୍ୟ ଆଚରଣଗତ ପରିବର୍ତ୍ତନ ଆଣିଛି ଭୁବନେଶ୍ୱର, ୧୬/୧୨/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର ଜାମଖାନୀ କୋଇଲା ଖଣିରେ ଡିସେମ୍ବର ୨ରୁ ୧୫ତାରିଖ ପର୍ଯ୍ୟନ୍ତ ବାର୍ଷିକ ଖଣି ସୁରକ୍ଷା ପକ୍ଷ…

ଗଜପତି ଜିଲ୍ଲା ଜିରାଙ୍ଗ ପଦ୍ମ ସମ୍ଭବ ବିହାର ଓ ମହେନ୍ଦ୍ରଗିରି ବୁଲିଲେ ୧୦ ବିଧାୟକ ଙ୍କ ସହ ମନ୍ତ୍ରୀ ବିଭୁତି ଭୂଷଣ…

https://youtu.be/5akggtHv0hY    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗସ୍ତ କଲେ ମନ୍ତ୍ରୀଙ୍କ ସହ ୧୦ ବିଧାୟକ। ପ୍ରଥମେ ଜିଲ୍ଲାର ଦେବଭୂମି ମହେନ୍ଦ୍ରଗିରି ଗସ୍ତ କରି ପ୍ରଭୁ ଗୋପନେଶ୍ୱରଙ୍କ ପାଖରେ ପୂଜା ଅର୍ଚ୍ଚନା ପରେ ରାତ୍ରୀ ଯାପନ କରି…

ସହଯୋଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ପଦ୍ମପୁର:- ପଞ୍ଚମ ପଦ୍ମପୁର ଲୋକ ମହୋତ୍ସବ ଅବସରରେ ସହାୟୋଗ ପଦ୍ମପୁର ଓ ଟାଉନ କ୍ଲବ୍ ପଦ୍ମପୁରର ମିଳିତ ଆନୁକୁଲ୍ୟରେ ୨ ଦିନ ଧରି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ପଦ୍ମପୁର ବଣିକ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ…

ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଡିସେମ୍ବର ମାସ ୧୫ ତାରିଖ ସୋମବାର ୨୦୨୫ ଦିବସ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର, ଜିଲୁଣ୍ଡି ଗ୍ରାମର,ଜିଲୁଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁଚନା ମୁତାବକ ବିଭିନ୍ନ…

ବେଲଗୁଣ୍ଠା ସରସ୍ଵତୀ ଶିଶୁ ଭବନରେ ୨୯ ତମ ଜ୍ଞାନ ବିଜ୍ଞାନ ମେଳା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସରସ୍ଵତୀ ଶିଶୁ ଭବନରେ ୨୯ ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହୀ କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ସାହୁ…