Sign in
Sign in
Recover your password.
A password will be e-mailed to you.
ଉଦ୍ଧାର ହୋଇଥିବା ଶ୍ରମିକଙ୍କ ପାଇଁ ବ୍ରହ୍ମପୁର ପୋଲିସକୁ ପ୍ରଶଂସା କଲେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର…
‘ସୁରକ୍ଷିତ ପ୍ରବାସ ପ୍ରୋଟୋକଲ’ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ବ୍ରହ୍ମପୁର, ୧୪ ଫେବୃଆରୀ, ୨୦୨୬: ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଗ୍ରାମର ତିନିଜଣ ପ୍ରବାସୀ ଶ୍ରମିକ ତାମିଲନାଡୁରେ ଚୋରା ଚାଲାଣ ଏବଂ ଶୋଷଣର ଶିକାର ହେବା ଘଟଣାରେ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର…
ସ୍ମାର୍ଟ ସ୍କୁଲ ର ବାର୍ଷିକ ଉତ୍ସବ “ଦର୍ପଣ-୨୦୨୬ “
https://youtu.be/g0l5aVl233w
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ( ଶୁକ୍ରବାର) ପାରଳାଖେମୁଣ୍ଡି ର ଅଗ୍ରଣୀ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ର ବାର୍ଷିକ ଉତ୍ସବ " ଦର୍ପଣ -୨୬ " ଅନୁଷ୍ଠିତ ହୋଇଯାଇଛି | ବନ୍ଦନୀୟ ଅତିଥି ବୃନ୍ଦ…
ବିଜେପିରେ ସାମିଲ ହେଲେ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ଜିଲ୍ଲା ପରିଷଦ ସଦସ୍ୟ, ସରପଂଚ, ଜନପ୍ରତିନଧି ଏବଂ…
ଭୁବନେଶ୍ୱର, ତା.୧୩/୦୨: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି। ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ…
“ପାରାଦ୍ୱୀପ ବନ୍ଦରର ରେକର୍ଡ ଅଭିବୃଦ୍ଧି ଓ ରଣନୈତିକ ପଦକ୍ଷେପ ଓଡ଼ିଶାର ଆର୍ଥିକ ବିକାଶ ଲକ୍ଷ୍ୟ ଦିଗରେ…
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ପାରାଦ୍ୱୀପ ଗସ୍ତ
• ପାରାଦ୍ୱୀପ ଠାରେ ପ୍ରମୁଖ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପ୍ରଗତି ସମୀକ୍ଷା • ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନକଲେ ମୁଖ୍ୟ ସଚିବ ।
ପାରାଦୀପ/ଭୁବନେଶ୍ୱର :…
କୃଷିଋଣ ଆବେଦନ ମେଳା
ଓଡ଼ଗାଁ, ୧୩।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖାରେ ଶୁକ୍ରବାର କୃଷିଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ଆବେଦନ କାରି ଏଥିରେ ଅଂଶଗ୍ରହଣ କରି ୠଣ ନେବା ଏବଂ ଶୁଝିବାର ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀ…
ଏକତାର ସନ୍ଦେଶ ନେଇ ଓଡ଼ଗାଁରେ ପଦଯାତ୍ରା,କବାଡ଼ି ଖେଳର ବିଜେତାଙ୍କୁ ପୁରସ୍କୃତ
ଓଡ଼ଗାଁ, ୧୩।୨(ଶ୍ରୀକାନ୍ତ କୁମାର ମିଶ୍ର): ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମଦିବସ ଅବସରରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆନୁକୂଲ୍ୟରେ ଶୁକ୍ରବାର ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତିବାଳା ରଣା ଓ ବ୍ଲକ ସାମାଜିକ ସୁରକ୍ଷା…
ପିଏମ୍ ଶ୍ରୀ ରାଧାକାନ୍ତ ଉଚ୍ଚ ବିଦ୍ୟାଳୟ ଛାତ୍ରୀଙ୍କ ଶିକ୍ଷା ସମ୍ବନ୍ଧୀତ ପରିଭ୍ରମଣ,
ଓଡ଼ଗାଁ,୧୩।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଶିକ୍ଷା ସମ୍ବନ୍ଧୀୟ ପରିଭ୍ରମଣରେ ୧୮୦ ଜଣ ଛାତ୍ରୀ ଭାଗ ନେଇଥିବାବେଳେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ନୋଡାଲ ଶିକ୍ଷକ…
ଗ୍ରାସିମ ଇଣ୍ଡଷ୍ଟ୍ରିଜ ପକ୍ଷରୁ କିଡିନ ଫେଲର ଛାତ୍ରଙ୍କୁ ଆର୍ଥିକ ସହାୟତା |
ଅସ୍ତରଙ୍ଗ ୧୩.୦୨.୨୦୨୬ : ଅସ୍ତରଙ୍ଗ ବ୍ଲକ ରାମଚନ୍ଦ୍ରପୁର ଗ୍ରାମର ମେଧାବୀ ଛାତ୍ର ସତ୍ୟପ୍ରକାଶ ସ୍ବାଇଁ ଙ୍କ ଦୁଇଟି କିଡିନ ଫେଲର ହୋଇଯିବା ଖବର ବିଭିର୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ବିଭିର୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଙ୍କ ପକ୍ଷରୁ ସତ୍ୟପ୍ରକାଶ ଙ୍କ ପରିବାର ପ୍ରତି ସହାନୁଭୁତି…
ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ରୁ ୧୦୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ଗଞ୍ଜାମ (୧୩ ଫେବୃଆରୀ ୨୦୨୬): ସୁଚନା ମୁତାବକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହ ଜଣେ…
ଭଞ୍ଜନଗର ପୋଲିସକୁ ବଡ଼ ସଫଳତା: କାର୍ରୁ ୧୦୬ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର, ଗଞ୍ଜାମ (୧୩ ଫେବୃଆରୀ ୨୦୨୬): ସୁଚନା ମୁତାବକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଖାରିଗୁଡ଼ା ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରି ପୋଲିସ ବିପୁଳ ପରିମାଣର ଚୋରା ଗଞ୍ଜେଇ ଜବତ କରିବା ସହ ଜଣେ…