ଇସ୍ପାତ ଏକ୍ସପ୍ରେସ ସମ୍ପ୍ରସାରଣକୁ କଳାହାଣ୍ଡି ରେଳଯାତ୍ରୀ ସଂଘର ସ୍ୱାଗତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୧୪/୦୨:-ଇସ୍ପାତ ଏକ୍ସପ୍ରେସ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସ୍ୱାଗତ କରିଛି କଳାହାଣ୍ଡି ରେଳ ଯାତ୍ରୀ ସଂଘ। ଗତ ୨୦୧୪ ମସିହାରୁ ସଂଗଠନ ଏହି ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିକଟରେ କ୍ରମାଗତ ଭାବେ ଦାବି କରାଯାଇ ଆସୁଥିଲା। ରେଳ…

ସରସ୍ବତୀ ଶିଶୁ ମନ୍ଦିରରେ “ଘର ହିଁ ବିଦ୍ୟାଳୟ ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୧୪/୦୨):- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଆଧାର ସ୍ତର ର ନୂତନ ଶିଶୁ ମାନଙ୍କର ଅଭିଭାବକ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦ…

ଆକ୍ସିଜେନ ଅଭାବ ରୁ ଚାଲିଗଲା ଶିକ୍ଷକ ଙ୍କ ଜୀବନ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) : ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅକ୍ସିଜେନ ଅଭାବରୁ ଗତକାଲି ଜଣେ ଶିକ୍ଷକଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଉପଖଣ୍ଡ ଚିକିତ୍ସାଳୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ପରେ ପୁଲିସ ହସ୍ତକ୍ଷେପ ଦ୍ବାରା ଏହା ପ୍ରଶମିତ…

ଦିବ୍ୟାଙ୍ଗଙ୍କ ଭତ୍ତା ଟଙ୍କା ବାଟ ମାରଣା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମ ପଞ୍ଚାୟତ ଅଧୀନ ତୁମୁରା ଗ୍ରାମ ହଂସ ପଡ଼ା । ଯାହାକି ଗୋଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ତିନି କିଲୋ ମିଟର।ଦିବ୍ୟାଙ୍ଗ ମହିଳା କୁନ୍ତଳା ହଂସ ବୟସ ୪୩, ପିତା…

ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ମାଡ ଓ କାମୁଡ଼ା ଅଭିଯୋଗ: ନିକିରାଇ ଥାନାରେ ମାମଲା ।

କେନ୍ଦ୍ରାପଡ଼ା;୧୪/୦୨(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟି ପଞ୍ଚାୟତରେ ଘଟିଛି ଏକ ଚଞ୍ଚଳକର ଘଟଣା। ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ସରପଞ୍ଚଙ୍କୁ ମାଡ଼ମାରି ଓ କାମୁଡ଼ି ଆହତ କରାଯାଇଥିବା ନେଇ ନିକିରାଇ ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ…

ବଣିଆପାଟ ଶିଶୁମନ୍ଦିରରେ ପିତୃମାତୃ ପୂଜନ

କେନ୍ଦୁଝର,ତା୧୪/୨-କଲେଜ ରୋଡସ୍ଥ ବଣିଆପାଟ ସରସ୍ଵତୀ ଶିଶୁମନ୍ଦିରରେ ପ୍ରତିବର୍ଷ ଭଳି ପିତୃମାତୃ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଶିଶୁ ଭାଇ ଭଉଣୀମାନଙ୍କର ପିତାମାତାଙ୍କୁ ଧୂପ, ଦୀପ, ଚନ୍ଦନ, ଫୁଲମାଳ ଦେଇ ପୂଜା କରି ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ବିଦ୍ୟାଳୟର…

ଅସ୍ତରଙ୍ଗରେ ବେଆଇନ କାଠ ମାଫିଆଙ୍କ ରାଜ୍: ବିରଞ୍ଚି ନାରାୟଣୀ ମଠ ନିକଟରୁ ଲକ୍ଷାଧିକ ଟଙ୍କାର ଆକାଶି ଗଛ ଚୋରି

​ଅସ୍ତରଙ୍ଗ (୧୪/୦୨) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆପଟା ମଠ ବିରଞ୍ଚି ନାରାୟଣୀ ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ ସରକାରୀ ଜମିରୁ ଦିନ ଦିପହରରେ ବ୍ୟାପକ ଗଛ କଟା ଚାଲିଥିବା ଅଭିଯୋଗ ହୋଇଛି। କାଠ ମାଫିଆମାନେ ନିର୍ଭୟରେ ଲକ୍ଷାଧିକ ଟଙ୍କାର ଆକାଶି ଗଛ କାଟି ଚୋରା ଚାଲାଣ…

ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁରବୋରୀ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଂଚାୟତର ବୋରୀ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ- ୨୦୨୫/୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ବାଲୁଗାଁରେ ମାତିଲେ ଲୁଟେରା ଗ୍ୟାଙ୍ଗ

ବାଲୁଗାଁ:(ସେକ୍ କୌସର):ବାଲୁଗାଁ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ। ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ । ଲୁଟି ନେଲେ ମନ୍ଦିର ର ଦେବା ଦେବୀ ଙ୍କ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ସହିତ ଦାନ ବାକ୍ସ ରୁ ସମସ୍ତ ଦାନ ଟଙ୍କା । ପ୍ରାୟ 8ଟି ମନ୍ଦିର ରୁ ଲୁଟ ହୋଇଥିବା ସୂଚନା । ସମସ୍ତ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାସୁଦେବପୁରରେ ପିତୃମାତୃପୂଜନ

ବାସୁଦେବପୁର (୧୪-୦୨-୨୦୨୬): ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାସୁଦେବପୁର ଠାରୃ ପିତୃମାତୃପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ କବି ଓ ସୁସାହିତ୍ୟିକ ବିକାଶ କୁମାର ଶତପଥୀ ଉପସ୍ଥିତ ରହି…