ପଦ୍ମପୁର ଜିଲ୍ଲା ଦାବୀର ୨୯ତମ ଦିନରେ ଯୋଗଦେଲେ ପଦ୍ମପୁର ଉପଖଣ୍ଡ କଳାକାର ସଙ୍ଘ ।

ପଦ୍ମପୁର/ନିଳ ଦୀପ- ପଦ୍ମପୁର ଉପଖଣ୍ଡକୁ ଜିଲ୍ଳା ଘୋଷଣା ଦାବିରେ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ଆହ୍ୱାନ କ୍ରମେ ଗତ ୦୮/୦୧/୨୦୧୯ ଦିନ ଠାରୁ ପଦ୍ମପୁର ଜିଲ୍ଳା କ୍ରିୟାନୁଷ୍ଠାନ କିମିଟିର ସଦସ୍ୟ ଓ ଅଂଚଳର ବିଭିନ୍ନ ସଂଗଠନ ପକ୍ଷରୁ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ମୁଣ୍ଡ ରହିଲେ ସିନା ବାଲର ଷ୍ଟାଇଲ ଦେଖାଇବ !!!!!!

ସଚେତନତା ସୃଷ୍ଟିକରୁଥିବା ବାରିପଦା ପୋଲିସ୍କୁ ଯୁବକର  ଉଦ୍ଭଟ ଉତ୍ତର : ହେଲମେଟ ପିନ୍ଧିବା ଫଳରେ  ମୁଣ୍ଡର ଷ୍ଟାଇଲିଶ କେଶକୁ ଅନ୍ୟମାନେ ଦେଖି ପାରିବେ ନାହିଁ  ବାରିପଦା(ଦିଲ୍ଲୀପ ମହାନ୍ତି )- ଫେବୃଆରୀ ୪ରୁ ୧୦ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ପାଳିତ ହେଉଛି ସଡ଼କ ସୁରକ୍ଷା ସପ୍ତାହ । ଏହି…

ଧନ୍ୟ ଏଇ ୧୪୪ ଧାରା, ଧନ୍ୟ ଏଇ ଜିଲ୍ଲା ପ୍ରଶାସନ 

 ରାହାଡପୁର ପାହାଡରେ ୧୪୪ ଧାରା ଜାରି: ଲୋକହସା ହେଉଛି ସରକାର ଯାଜପୁର,(ଜୟଶଙ୍କର ଦାସ) ଯାଜପୁର ଜିଲ୍ଲାର ଧର୍ମଶାଳାର ପାହାଡ ପର୍ବତରୁ ମାଫିଆ ଚୋରୀ କଲେ ହେଲେ ତଣ୍ଡ ଗଣିବେ ସରକାର ୨୫ କୋଟି । କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଏଭଳି ଅଭାବନୀୟ ପରିସ୍ଥିତି ସରକାର କେବେ ବି ସମ୍ମୁଖୀନ…

ସାମାଜିକ ସମୀକ୍ଷା ନିମିତ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଯାଜପୁର,(ଜୟଶଙ୍କର ଦାଶ) :ସାମାଜିକ ସମୀକ୍ଷା ହେଊଚ୍ଥି ଗୋଷ୍ଠୀ  ସହଭାଗିତା, ସାମାଜିକ ରୂପାନ୍ତରଣ ଓ ସରକାରୀ ଊତ୍ତର ଦାୟିତ୍ୱ ନିମନ୍ତେ ସର୍ବଶ୍ରେଷ୍ଠ  ମାଧ୍ୟମ ବୋଲି ଜିଲ୍ଲା  ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣି ନାୟକ ମତବ୍ୟକ୍ତ କରିଚ୍ଥନ୍ତି ।  ମଙ୍ଗଳବାର…

ପାରଳା ସହରର ଶତାଧିକ ଚାଷୀଙ୍କୁ କାଳିଆ ଯୋଜନାରୁ ବଂଚିତ 

 ଅନ୍ତର୍ଭୁକ୍ତ କରିବା ସହ ୭ଦଫା ଦାବୀ ନେଇ ଜିଲ୍ଲା କୃଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସହର ଶତାଧିକ ଚାଷୀଙ୍କୁ ସରକାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଚାଷୀ ମାନଙ୍କ ଅନ୍ୟାନ୍ୟ ମୌଳିକ ୭ଦଫା ଦାବୀ…

ସର୍ବୋଦୟ ନୋଡାଲ ବିଦ୍ୟାପୀଠର ବାର୍ଷିକ ଉତ୍ସବ 

  ବଲାଙ୍ଗିର/ ଖପ୍ରାଖୋଲ(ନିରୋଜ ମିଶ୍ର)  ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲୁହାସିଂହା ଗ୍ରାମ ସ୍ଥିତ ସର୍ବୋଦୟ ନୋଡାଲ ବିଦ୍ୟାପୀଠର ବାର୍ଷିକଉତ୍ସବ ଅନୁଷ୍ଠିତ  ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ…

ରାଜବୋଡାସମ୍ବର ଧନୁଯାତ୍ରା:ପୁତନାର ନିଧନ ପରେ ଅଷ୍ଟମଲ୍ଲ ଓ କାଳିୟ ଦଳନ ପ୍ରେରଣ  ।

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ତୃତୀୟ ଦିନରେ ଗୋପପୁର କେର୍ମେଲାବାହାଲ ଠାରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ପୁତନାକୁ କୄଷ୍ଣ ଓ ବଳରାମଙ୍କ ଦ୍ବାରା ବଧ ।ପୁତନାର ନିଧନରେ ମହାରାଜ କଂସ ମର୍ମାହତ…

ବଲାଙ୍ଗିର ଟାଉନ କଂଗ୍ରେସର ନୂତନ କର୍ମକର୍ତ୍ତା ଘୋଷଣା : ନଗର କଂଗ୍ରେସ ଆଗାମି ଦିନରେ ଲୋକଙ୍କ ସ୍ୱର ହେବ- ସଭାପତି

  ବଲାଙ୍ଗିର(ନିରୋଜ ମିଶ୍ର) ଆଜି ବଲାଙ୍ଗିର ନଗର କଂଗ୍ରେସର ନୂତନ କାର୍ଯ୍ୟକର୍ତ୍ତା ଘୋଷଣା ହୋଇଯାଇଛି । ଏଥିରେ ନଗର ସଭାପତି ବୁଲୁ ଦାନି ଏହି ନୂତନ କମିଟି ଘୋଷଣା କରିଛନ୍ତି । ଉପ-ସଭାପତି ଭାବରେ ବିଦ୍ୟୁତ ରଂଜନ କୁମ୍ଭାର, ଅରବିନ୍ଦ ପରୁଆ, ମାନସ ମହାନ୍ତି, ଅନ୍ତ ବେହେରା, କିଶୋର…

 ଦଶମ  ନୃସିଂହନାଥ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

   ପାଇକମାଲ/ ଗୌରାଙ୍ଗ ଦାଶ :- ଆଜି ପାଇକମାଲର ପ୍ରାଣୀ ଚିକିତ୍ସାଳୟ ପରିସରସ୍ଥ ପଡିଆରେ 10th ନୃସିଂହନାଥ ବ୍ୟାଡମିଣ୍ଟନ  ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ମୁଖ୍ୟଅତିଥି ଶ୍ରୀ ରାଜୁ ଘିବେଲା ଓ ସମ୍ମାନିତ ଅତିଥି ପାଇକମାଲ IIC ଶ୍ରୀ ବିଶ୍ୱଜିତ ମନବୋଧ ଓ CRPF ର 189/C କମ୍ପାନୀର  ସିଓ  ଶ୍ରୀ…

୭ଦଫା ଦାବୀ ନେଇ ଅଙ୍ଗନଵାଡି କର୍ମୀ ଓ ସହାୟକା ମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ, ଗଣଧାରଣା ଓ…

  ପାରଳାଖେମୁଣ୍ଡି/ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ ଅଙ୍ଗନଵାଡି କର୍ମୀ ଓ ସହାୟିକା ମାନଙ୍କ ଉପରେ ଆକ୍ରୋଷମୂଳକ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯିବା ସହ ବହିଷ୍କୃତ ଅଙ୍ଗନଵାଡି କର୍ମୀ ମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରାଯିବା ପ୍ରଭୃତି ୭ଦଫା ଦାବୀ ନେଇ ନିଖିଳ ଓଡିଶା…