ଗରୀବ ଲୋକଙ୍କ ଲୋକଙ୍କ ପାଖରେ ମାଗଣା ଆଇନ ସେବା ପହଞ୍ଚାଇବା ଉପରେ  ଗୁରୁତ୍ୱାରୋପ

 ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ଦିନିକିଆ ତାଲିମ ଶିବିର ବଲାଙ୍ଗିର(ନିରୋଜ ମିଶ୍ର): ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଥିବା ବିକଳ୍ପ ବିବାଦ ସମାଧାନ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରାଲିଗାଲ ସ୍ୱେଚ୍ଛାସେବୀଙ୍କ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ  …

ବସମାଲିକ ଦମ୍ପତ୍ତି ଏକ ସଙ୍ଗରେ ରକ୍ତଦାନ କରି ଦେଲେ ସଚେତନତା ବାର୍ତ୍ତା । 

ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବସମାଲିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ବଲାଙ୍ଗୀର (ନିରୋଜ ମିଶ୍ର)- ଆଜି ବଲାଙ୍ଗୀର ଜିଲ୍ଲା ବସ ମାଲିକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ଅବସରରେ  ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲ । ଏହି ଶିବିରରେ ମୁଖ୍ୟ ଅତିଥି ଅତିକ୍କକ୍ତ ଜିଲ୍ଲାପାଳ…

ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଯାପିତ 

୯୦ଲକ୍ଷ ଟଙ୍କାର ବିକ୍ରିବଟା ସହ ଭାଷା, ସଂସ୍କୃତି ଓ ଉତ୍ପାଦିତ ସାମଗ୍ରୀର ହେଲା ଆଦାନ ପ୍ରଦାନ ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ   ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମ ଜିଲ୍ଲା ଓରମାସ ଓ ଜିଲ୍ଲାପ୍ରଶାସନର ମିଳିତ ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ…

ଗଜପତି ଜିଲ୍ଲା ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଚନ୍ଦ୍ରଗିରି ସ୍ଥିତ ତିବତୀୟାନ ମୋନାଷ୍ଟରୀ ପଡିଆଠାରେ  ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ ପାରଳାଖେମୁଣ୍ଡିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ  ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲା ମୋହନା ଗ୍ରସ୍ତରେ ଆସି…

ଜନବିରୋଧୀ ସରକାର ବିରୋଧରେ ଲଢେଇ ପାଇଁ ସତ୍ୟଭୂଷଣଙ୍କ ଆହ୍ୱାନ 

ଡ଼ଙ୍ଗାଘାଟ ପଞ୍ଚାୟତରେ ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ । ପଦ୍ମପୁର/ନିଳଦୀପ-ରାଜବୋଡାସମ୍ବର ବ୍ଳକ ଅନ୍ତର୍ଗତ ଡ଼ଙ୍ଗାଘାଟ ପଞ୍ଚାୟତ ବାବାଡେରାଠାରେ ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଜୋନ ସଭାପତି ରାଧାରମଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ କଂଗ୍ରେସ କର୍ମୀ ସମ୍ମିଳନୀ ବୈଠକ ଅନୁଷ୍ଠିତ…

ତିର୍ତ୍ତୋଲ ନବନିର୍ମାଣ କୃଷକ ସଂଗଠନର କର୍ମୀଙ୍କୁ ପୋଲିସ ରେଳ ଷ୍ଟେସନରୁ ଅଟକ ରଖିଲା

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ବୁଧବାର ସକାଳୁ ଶାରଳାରୋଡ ରେଳ ରହଣିସ୍ଥଳ ଓ ରାହାମା ରେଳ ଷ୍ଟେସନରେ ଭୂବନେଶ୍ବର ଚାଷୀ ସମାବେଶରେ ଯୋଗଦେବା ନିମନ୍ତେ ରେଳକୁ ଅପେକ୍ଷା କରିଥିବା  ବେଳେ ସେମାନଙ୍କୁ ପୋଲିସ ଅଟକାଇବା ସହ ଥାନାକୁ ନେଇଯାଇଥିବା ଓ…

 ତରଜଙ୍ଗା ପୁର୍ବତନ ସରପଞ୍ଚଙ୍କ ସ୍ମୃତିଚାରଣ ସଭା : ତେରତାଙ୍ଗ ସ୍କୁଲ୍ ଠାରୁ ୧୨ନଂ କେନାଲ ପର୍ଯ୍ୟନ୍ତ…

ତିର୍ତ୍ତୋଲ/ପାରାଦ୍ୱୀପ -ରମେଶ ମହାନ୍ତି : ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରମାକାନ୍ତ ରାଉତରାୟ (ଟୁକୁନି)ଙ୍କ ଗତ ଜାନୁୟାରୀ ୨୭ତାରିଖ ଦିନ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିଲା। ସେ ଉକ୍ତ ପଞ୍ଚାୟତରୁ ୨ଥର ସରପଞ୍ଚ ଓ ୧ଥର ଜିଲ୍ଲାପରିଷଦ…

କଂଗ୍ରେସ ଆସିଲେ ଜଂଗଲ,ଜଳ ଓ ଜମି ଆଦିବାସୀଙ୍କର ହେବ-ରାହୁଳ

Sundargarh/Rourkela( Horachand Deuria) : କଂଗ୍ରେସ ଦଳ ସରକାରକୁ ଆସିଲେ ଆଦିବାସୀ ମାନଙ୍କ ଜମି,ଜଳ ଓ ଜଂଗଲ ଅଧିକାରକୁ ସେମାନଙ୍କ ହାତରେ ଦେବାଲାଗି ବ୍ୟବସ୍ଥା ହେବ । ସେଥିଲାଗି ଆମ ସରକାର ନିୟମ କରିବେ ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ରାଉରକେଲା ଠାରେ ଆୟୋଜିତ ପରିବର୍ତନ…

କଳା,ସଂସ୍କୃତି ଓ ଐତିହ୍ୟ ର ମହାମିଳନ ଖଡ଼ିଆଳ ମହୋତ୍ସବ ଉଦ୍ଘାଟିତ

କୋମନାରୁ ଭାଗିରଥି ଭୋଇ  କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ, ଲୋକକଳାର ପୁନର୍ଜୀବିତ କରିବା ଉଦେଶ୍ୟ ନେଇ ନୂଆପଡା ଜିଲ୍ଲାର ପ୍ରମୁଖ ସହର ଖଡିଆଳ ଠାରେଅନୁଷ୍ଠିତ  ଖଡିଆଳ ମହୋତ୍ସବ ୨୦୧୯ର ଶୁଭ ଉଦଘାଟନ ବୁଧବାର ହୋଇଯାଇଛି । ମହୋତ୍ସବ  ଉଦଘାଟନୀ ସମାରୋହରେ…

ମାଓ କ୍ୟାମ୍ପ ଠାବ ବହୁ ମାଓ ସାମଗ୍ରୀ ଜବତ

ନୂଆପଡ଼ା/ଅମିତ କୁମାର ପୁରୋହିତ : ବହୁ ଦିନର ବ୍ୟବଧାନ ପରେ ନୂଆପଡା ଜିଲ୍ଲା ପୋଲିସକୁ ଏକ ବଡ ସଫଳତା ମିଳିଛି । ଆସନ୍ତା ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି  ଏସ୍.ପି ସ୍ମିତ ପି ପରମାର ଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସ ତରଫରୁ ସୁନାବେଡା ଅଭୟାରାଣ୍ୟ ର ପାଟଦର୍ହା ସରଂକ୍ଷିତ ଜଙ୍ଗଲରେ…