Sign in
Sign in
Recover your password.
A password will be e-mailed to you.
ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଟାଇଗର ଆଣ୍ଡ ଟାଇଗର ଚାମ୍ପିଆନ
ଯୋଡ଼ା/ବଡ଼ବିଲ (ଚିତ୍ତରଞ୍ଜନ କର) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ଜଜାଙ୍ଗ ଗ୍ରାମର ଖେଳପଡିଆରେ ଏସ ଆଣ୍ଡ ଏସ ସ୍ପୋର୍ଟ୍ସ ଆସୋସିଏସନ ଓ ଏସେଲ ମାଇନିଂର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏସେଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜଜାଙ୍ଗ ଟାଇଗର ଆଣ୍ଡ ଟାଇଗର ଚାମ୍ପିଅନ ହୋଇଛି |…
କିମ୍ସରେ ଯୋଗଦେଲେ ବିଶିଷ୍ଟ ଆଣ୍ଠୁଗଣ୍ଠି ଏବଂ ଇମ୍ୟୁନୋଲୋଜିଷ୍ଟ ଡା. ସକିର ଅହମ୍ମଦ
ଭୁବନେଶ୍ୱର : ବିଶିଷ୍ଟ ଆଣ୍ଠୁଗଣ୍ଠି ଏବଂ ଇମ୍ୟୁନୋଲୋଜିଷ୍ଟ ଡା. ସକିର ଅହମ୍ମଦ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍ ମେଡ଼ିକାଲ୍ ସାଇନ୍ସେସ୍ (କିମ୍ସ)ରେ ଯୋଗ ଦେଇଛନ୍ତି । ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରୁ ଏମ୍ବିବିଏସ୍ କରିବା ପରେ ଆସାମ ମେଡିକାଲ୍ କଲେଜରୁ ଭେଷଜକୁ ସ୍ୱତନ୍ତ୍ର ବିଷୟ ଭାବେ ରଖି…
ଗଗନଙ୍କ ସାଙ୍ଗଠନିକ ଦକ୍ଷତାକୁ ପୁରସ୍କାର: ନଗର ସଭାପତି ନିଯୁକ୍ତ
ଘୁ ଉଦୟଗିରି(ଶାସକ ପ୍ରଶାସକ) ଘୁ ଉଦୟଗିରି କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ନଗର କଂଗ୍ରେସ ସଭାପତି ଭାବେ ଗଗନ କୁମାର ପ୍ରଧାନଙ୍କୁ ପ୍ରଦେଶ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ମନୋନୀତ କରାଯାଇଛି | ଗଗନ କୁମାର ପ୍ରଧାନଙ୍କ ସାଙ୍ଗଠନିକ ଦକ୍ଷତା ତଥା ଅଂଚଳର ଲୋକପ୍ରିୟତାକୁ …
ଚାଷୀଙ୍କ ଆୟ ବୃଦ୍ଧି କରିବାରେ ଓଡିଶା ଏକମାତ୍ର ରାଜ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଓଡିଶାର ଅଗ୍ରଗତି ଘଟିଛି । ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ଚାଷୀ ମାନଙ୍କ ଆୟକୁ ବୃଦ୍ଧି କରିଛି । ପିଡିଏସ୍ କ୍ଷେତ୍ରରେ ଓଡିଶା ବଡ ଧରଣର ସହଭାଗୀ ହୋଇପାରିଛି । ବହୁ କ୍ଷେତ୍ରରେ ଉଦାହରଣ ମଧ୍ୟ ସୃଷ୍ଟି କରିପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ…
୫ ବର୍ଷରେ ଓଡିଶାରେ ହେବ ୨.୫୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ
-ପାରାଦୀପରେ ବନ୍ଦରଭିତିକ ଶିଳ୍ପ ପାଇଁ ଖର୍ଚ୍ଚ ହେବ ଏକ ଲକ୍ଷ କୋଟି ଟଙ୍କା
-ଓଡିଶାରେ ୩ଟି ନଦୀ ସଂଯୋଗୀକରଣ ପାଇଁ ୪୦ ହଜାର କୋଟି ଟଙ୍କା ବିନିଯୋଗର ପ୍ରସ୍ତାବ
-ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ମଞ୍ଜୁରି ସହ ଜମି ଯୋଗାଇ ଦେବାକୁ ଗଡକରୀଙ୍କ ନିବେଦନ
ଭୁବନେଶ୍ୱର - କେନ୍ଦ୍ର ସଡକ ପରିବହନ,…
ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ପଡିଲା ଆଧାର ଶିଳା : ବ୍ୟୟ ହେବ ୨୩୪୫ କୋଟି ଟଙ୍କା
ଓଡିଶାରେ ଜାତୀୟ ରାଜପଥର ବିକାଶ ଲାଗି ବିନିଯୋଗ ହେବ ୧ ଲକ୍ଷ କୋଟି ଟଙ୍କା
ବିଜୟୱାଡା-ରାଂଚି ସ୍ୱତନ୍ତ୍ର ରାଜପଥ କରିଡର ଅଧିନରେ ନିର୍ମିତ ହୋଇଛି ୧୧୦୪ କିମି ରାସ୍ତା
ଭୁବନେଶ୍ୱର - କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜାହାଜ ଚଳାଚଳ, ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରୀ…
୨୦୧୯ ପାଇଁ ରାହୁଲଙ୍କ ଅମୋଘ ଅସ୍ତ୍ର, ସମସ୍ତଙ୍କ ପାଇଁ ନିଶ୍ଚିତ ରୋଜଗାରର ଗ୍ୟାରେଣ୍ଟି କାର୍ଡ
"ଚୌକିଦାର ଚୋର , ନବୀନ ରିମୋଟ୍ କଂଟ୍ରୋଲ "
ମୋଦି କହିଲେ, ଦେଶର ଚାଷୀଙ୍କୁ ଦୈନିକ ୧୭ ଟଙ୍କା ଦେବେ । ଆମେ କହିଲୁ ଦେଶର ସମସ୍ତ ଗରୀବଙ୍କୁ ଯେ କୈାଣସି ପ୍ରଦେଶରେ ବି ହେଉ କଂଗ୍ରେସ ସରକାର ସର୍ବନିମ୍ନ ମିନିମମ ଇନକମର ଗ୍ୟାରେଂଟି ଦେବ । ଭାରତର ସବୁ ଗରୀବଙ୍କୁ ଆକାଉଂଟକୁ ଟଙ୍କା ପଠାଇ…
ରାଜବୋଡାସମ୍ବର ଧନୁଯାତ୍ରା:କୃଷ୍ଣ ବଳରାମଙ୍କ ବାଲ୍ୟ ଲୀଳା ଓ ବିଶ୍ବରୂପ ଦର୍ଶନ ।
ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଅନ୍ତର୍ଗତ ଗୋଇବାହାଲି ଠାରେ ଚାଲିଥିବା ରାଜବୋଡାସମ୍ବର ଧନୁଯାତ୍ରା ର ଚତୁର୍ଥ ଦିନରେ ଗୋପପୁର କେର୍ମେଲାବାହାଲ ଠାରେ ମହାରାଜ କଂସଙ୍କ ଦ୍ବାରା ପ୍ରେରିତ ଅଷ୍ଟମଲ୍ଲ କୄଷ୍ଣ ଓ ବଳରାମଙ୍କ ଦ୍ବାରା ବଧ ହୋଇଥିଲା | ଗୋପପୁର ରେ କୄଷ୍ଣ ଓ…
ଯୋଗେଶ ସିଂହଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦେଲେ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ
ଭୁବନେଶ୍ୱର/ସୁନ୍ଦରଗଡ଼ରୁ ହୋରାଚାନ୍ଦ ଦେଉରିଆ : ପୂର୍ବ ଘୋଷଣା ଅନୁଯାୟୀ କିଛି ଦିନ ତଳେ କଂଗ୍ରେସସ ଛାଡିଥିବା ପୂର୍ବତନ ବିଧାୟକ ଯୋଗେଶ ସିଂ ଆଜି ନିଜ ପଲଟନ ସହ ବିଜେଡିରେ ଯୋଗ ଦେଇଛନ୍ତି | ବିଜେଡି ନେତ୍ରୀ କୁସୁମ ଟେଟେ ଓ ତାଙ୍କ ସମର୍ଥକଙ୍କ ମାନ ଓ ଅଭିମାନ କିଛି କାମ ଦେଇନି | ବିଧାୟକ ବବି…
ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ସହ ବହୁ କର୍ମୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ପ୍ରିୟଦର୍ଶିନୀ, ଭୁବନେଶ୍ୱର ଜିଲ୍ଲା ଉପ-ସଭାପତି ପୁରଞ୍ଜନ ପାଢ଼ୀ, ସଂପାଦକ ସଦାଶିବ ଜେନା, ଓବିସି ମୋର୍ଚ୍ଚା ସଂପାଦକ ସୁଶିଲ ପ୍ରଧାନ, ମହିଳା ମୋର୍ଚ୍ଚା ଉପ-ସଭାପତି…